କଣ ସକାଳେ ପେଟ ସଠିକ୍ ରୁପେ ପରିଷ୍କାର ହେଉନାହିଁ? ତେବେ ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ
ଆଜିକାଲି, ପ୍ରତ୍ୟେକ ଦ୍ୱିତୀୟ ତୃତୀୟ ବ୍ୟକ୍ତିଙ୍କର ଖରାପ ପେଟ, ଏସିଡିଟି, ଗ୍ୟାସ୍ ଏବଂ ପେଟ ସକାଳେ ସଫା ହୋଇନଥିବା ସମସ୍ୟା ରହିଛି | ଯେତେବେଳେ ଆପଣ ସକାଳେ ସଠିକ୍ ଭାବରେ ଫ୍ରେସ ନ ହୁଅନ୍ତି, ତେବେ ଆପଣଙ୍କ ଧ୍ୟାନ ଦିନସାରା ଏହା ଉପରେ ରହିଥାଏ | ଆପଣ ବାରମ୍ବାର ବାଥରୁମକୁ ଯାଆନ୍ତି କାରଣ…