ଅହମ୍ମଦାବାଦରେ ପହଞ୍ôଚଲେ ଟ୍ରମ୍ପ, ବନ୍ଧୁଙ୍କ ସ୍ୱାଗତ ପାଇଁ ଘଣ୍ଟାଏ ପୂର୍ବରୁ ଅନାଇ ରହିଥିଲେ ମୋଦୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତ ଭ୍ରମଣ ନିମନ୍ତେ ଅହମ୍ମଦାବାଦରେ ପହଞ୍ôଚସାରିଛନ୍ତି । ସ୍ଥିର କରାଯାଇଥିବା ସମୟ ଅନ୍ୁସାରେ ପାଖାପାଖି ୧୧:୪୦ରେ ଟ୍ରମ୍ପଙ୍କ ବିମାନ ଅହମ୍ମଦାବାଦସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି…