Browsing Tag

latest

ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ସାଇବର ସେନା ପ୍ରସ୍ତୁତ କରୁଛନ୍ତି ସରକାର, ଆପଣ ମଧ୍ୟ କରିପାରିବେ ଯୋଗଦାନ

ଦେଶ ବିରୋଧୀ କଂଟେଂଟ ତଥା ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟର ଉପରେ ନଜର ରଖିବା ପାଇଁ ଭାରତ ସରକାର ଏକ ସାଇବର ସେନା ପ୍ରସ୍ତୁତ କରୁଛନ୍ତି, ଯାହାକୁ ସାଇବର ଭଲ୍ୟୁନଟିୟର ନାମରେ ନାମିତ କରାଯିବ। ଦେଶର ଯେକୌଣସି ସାଧାରଣ ବ୍ୟକ୍ତି ସରକାରଙ୍କ ସାଇବର ଭଲ୍ୟୁଂଟିୟର ସହ ଯୋଗଦାନ କରିପାରିବେ…

ଫେବୃଆରୀ ୧୦ ତାରିଖ, ବୁଧବାର : ଏହି ରାଶି ପାଇଁ ଭଲ ରହିବ ଆଜିର ଦିନଟି

ମେଷ – ଆଜି ସ୍ୱଗୃହୀ ଚତୁର୍ଥଚନ୍ଦ୍ର ଯୋଗୁ ଦିନଟି ଖୁସିବାସିରେ କଟିଯିବ । ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦ୍ଦିଚ୍ଛା ପାଇ ସବୁ ଦୁଃଖ ବୁଲିଯିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ । • ଚାଷୀ- ଜଳ ସଞ୍ଚୟ କରନ୍ତୁ । • ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ । •…

ଆସନ୍ତା ଶୁକ୍ରବାର କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହିସବୁ ରାଶି ପାଇଁ ରହିଛି ଧନ ଲାଭର ଯୋଗ

ଫେବୃଆରୀ ୧୨ ତାରିଖରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । କୁମ୍ଭ ରାଶିରେ ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରହିବେ । ମାର୍ଚ୍ଚ ୧୪ ତାରିଖରେ ପୁଣି ଥରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ପାଖାପାଖି ଗୋଟିଏ ମାସ ରହିଥାନ୍ତି ।…

ନିଜ ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ପାଂଚଟି ଜିନିଷ, ପର୍ସରେ କେବେ ଅଟକିପାରିବନି ଟଙ୍କା

ଟଙ୍କା ରଖିବା ପାଇଁ ସାଧାରଣତଃ ପର୍ସ (ୱାଲେଟ୍) ବ୍ୟବହୃତ ହୁଏ, କିନ୍ତୁ ଆମେ ଆମ ପର୍ସରେ ଟଙ୍କା ବ୍ୟତୀତ ଡେବିଟ୍, କ୍ରେଡିଟ୍ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ଜିନିଷ ରଖୁ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମେ କିଛି ଏଭଳି ଜିନିଷକୁ ନିଜ ପର୍ସରେ…

ABCD 3 ର ଷ୍ଟାର୍ କାଷ୍ଟରେ ଆସିବ ବଡ଼ ପରିବର୍ତ୍ତନ , ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ରେମୋ ଡି’ସୁଜା

ବଲିଉଡର ଭେଟେରନ ଡ୍ୟାନ୍ସ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜା ତାଙ୍କର ଲୋକପ୍ରିୟ ଫିଲ୍ମ ସିରିଜ 'ଏବିସିଡି'ର ତୃତୀୟ ଭାଗରେ କାମ ଆରମ୍ଭ କରିଛନ୍ତି। ସମ୍ପ୍ରତି ରେମୋ ଚଳଚ୍ଚିତ୍ର ସହ ଜଡିତ କିଛି ଆକର୍ଷଣୀୟ ଦିଗ ବିଷୟରେ କଥାବାର୍ତ୍ତା କରିଥିଲେ ଏବଂ ଏହା ସହ ଜଡିତ କିଛି…

୨୦୧୩ର ପ୍ରଳୟଙ୍କାରୀ ବିପତି ପରେ ମଧ୍ୟ କିଭଳି ଦମ୍ଭ ଧରି ଠିଆ ହୋଇଛି କେଦାରନାଥ? ଜାଣନ୍ତୁ ଏହା ପଛର ରହସ୍ୟ

ମନ୍ଦାକିନି ନଦୀର ସୁନ୍ଦର ଦୃଶ୍ୟ, ସବୁଜ ଜଙ୍ଗଲ ଏବଂ ତୁଷାରପାତର ଶିଖର କେଦାରନାଥର ସୌନ୍ଦର୍ଯ୍ୟ ଏଠାକୁ ପରିଦର୍ଶନ କରି ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ | ଏହାର ଧାର୍ମିକ ବିଶ୍ୱାସ ଯୋଗୁଁ ଏହି ସ୍ଥାନର ବିଶେଷ ମହତ୍ତ୍ୱ ରହିଛି | ପ୍ରତିବର୍ଷ ପ୍ରଭୁ ଶିବଙ୍କ ଦର୍ଶନ ପାଇଁ…

ସପ୍ତାହରେ ଚାରି ଦିନ କାମ, ବାକି ଦିନ ଆରାମ ! ନୂତନ ଶ୍ରମ ଆଇନରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂତନ ଶ୍ରମ ନିୟମ ଅନୁଯାୟୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସମୟ ଅତି ନମନୀୟ କରିବାକୁ ପ୍ରୟାସ କରାଯାଉଛି | ଏହା ଅଧୀନରେ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ପ୍ରସ୍ତାବ ଦିଆଯାଇଛି ।ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି । ସୂତ୍ରାନୁସାରେ, ଜଣେ…

ହାତରେ ଏହି ରେଖା ହୋଇଥାଏ ଧନବାନ ହେବାର ସୂଚକ, କଣ ଆପଣଙ୍କ ହାତରେ ଅଛି ଏହି ରେଖା?

ହସ୍ତରେଖା ବିଜ୍ଞାନରେ ଭାଗ୍ୟ ରେଖାକୁ ଅନେକ ମହତ୍ତ୍ୱ ଦିଆଯାଇଛି। ଭାଗ୍ୟ ରେଖା ବ୍ୟକ୍ତିର ଭାଗ୍ୟ ଦର୍ଶାଇଥାଏ। ଯେଉଁମାନଙ୍କ ହାତରେ ଭାଗ୍ୟ ରେଖା ଥାଏ ସେମାନେ ବହୁତ ଶୀଘ୍ର ନିଜ ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି ଓ ପଦ, ପ୍ରତିଷ୍ଠା ଓ ଧନ ମାମଲାରେ ଭାଗ୍ୟଶାଳୀ ହୋଇଥାନ୍ତି। ଭାଗ୍ୟ ରେଖା ହାତର…

୮୦୦ କୋଟି ଟଙ୍କାର ଘରେ ରୁହନ୍ତି ବିଲ୍ ଗେଟ୍ସ, ଏଭଳି ହେଉଛି ତାଙ୍କର ଜୀବନଶୈଳୀ

କିଏ ବିଲ୍ ଗେଟ୍ସଙ୍କୁ ଜାଣନ୍ତି ନାହିଁ | ସମ୍ମାନଜନକ ପତ୍ରିକା ଫୋର୍ବସ୍ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଅଟନ୍ତି। କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ଯେତେବେଳେ ବିଲ୍ ଗେଟ୍ସଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା, ତାଙ୍କ ନାମ…

ଖୁବଶ୍ରୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବାହୁବଳୀ ଷ୍ଟାର ପ୍ରଭାସ ! ଆମେରିକାର ଜଣେ ସଫ୍ଟୱେର କମ୍ପାନୀ…

ସାଉଥ୍ ଇଣ୍ଡଷ୍ଟ୍ରିର ମୋଷ୍ଟ ହ୍ୟାଣ୍ଡସମ୍ ବ୍ୟାଚଲର ସୁପରଷ୍ଟାର ପ୍ରଭାସ ପୁଣିଥରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୂଚନା ଆନୁସାରେ, ପ୍ରଭାସଙ୍କୁ ତାଙ୍କ ସ୍ୱପ୍ନର ରାଣୀ ମିଳିଯାଇଛନ୍ତି ଏବଂ ସେ ଏହି ବର୍ଷ ବିବାହ କରୁଛନ୍ତି । କିନ୍ତୁ ପ୍ରଭାସଙ୍କର ହେବାକୁ ଯାଉଥିବା…