ଆଜିଠାରୁ ଆଇପିଏଲ୍ ମହାକୁମ୍ଭ
ପ୍ରତିବର୍ଷ କ୍ରିକେଟ୍ ପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଆସୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଆଜିଠାରୁ ଆରମ୍ଭ ହେବାକୁଯାଉଛି । ଏହା ହେଉଛି ଆଇପିଏଲର ୧୧ତମ ସଂସ୍କରଣ । ଆଜି ଏହାର ଉଦଘାଟନୀ ଉତ୍ସବ ପାଳନ ହେବ। ମୂମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍ରେ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…