ଦିନିକିଆରେ ୫୦୦ ମ୍ୟାଚ ଜିତିବାର ବିରଳ ରେକର୍ଡ ହାସଲ କଲା ଭାରତ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ୮ ରନ ପରାସ୍ତ କରିବା ସହ ଦିନିକିଆରେ ସମୁଦାୟ ୫୦୦ଟି ମ୍ୟାଚ ବିଜୟ କରିବାର ଏକ ବିରଳ ରେକର୍ଡ ହାସଲ କରିଛି । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୯୬୩ଟି ଦିନିକିଆ ମ୍ୟାଚ ଖେଳିଥିବାବେଳେ…