ଆମେରିକା ବୈଜ୍ଞାନିକଙ୍କ ଦାବି, ସୂର୍ଯ୍ୟ କିରଣରେ ଜଲଦି ଦୁର୍ବଳ ହେବ କରୋନା ଭାଇରସ
ବିଶ୍ୱ ମହାମାରୀ କରୋନା ଭାଇରସର ଭ୍ୟାକ୍ସିନକୁ ନେଇ ପୁରା ଦୁନିଆରେ ଗବେଷଣା ଜାରିରହିଛି । ଏହା ମଧ୍ୟରେ ଏକ ଗବେଷଣାରୁ ଦର୍ଶାଯାଇଛି ଯେ କରୋନା ଭାଇରସ ସୂର୍ଯ୍ୟାଲୋକରେ ମରିଯାଇଥାଏ । ଆମେରିକା ବୈଜ୍ଞାନିକମାନେ ଗୁରୁବାର ଦିନ ଏହି ଗବେଷଣା ବିଷୟରେ ସୂଚନା ଦେଇ ଜଣାଇଛନ୍ତି ଯେ କରୋନା ଭାଇରସ…