ରାହୁଲ ଗାନ୍ଧୀ ଓ ମନମୋହନଙ୍କ ଉପରେ କଂମେଟକୁ ନେଇ ହଙ୍ଗାମା, ଓବାମାଙ୍କ ବିରୁଦ୍ଧରେ ଏଫଆଇଆର ପାଇଁ କୋର୍ଟରେ ଆବେଦନ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବିରୋଧରେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜୟନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଓବାମାଙ୍କ…