Browsing Tag

khabar-latest

ଆଜି କରୋନା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ବଡ ବୈଠକ, ବଢ଼ୁଥିବା କରୋନା ମାମଲା ଏବଂ ଟିକା ବିତରଣ ଉପରେ…

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ-୧୯ ର ସ୍ଥିତି ଏବଂ ଟିକା ବିତରଣ ରଣନୀତି ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ…

୨୮ଟି ଫୁଡ୍ ପ୍ରୋସେସିଂ ୟୁନିଟ୍ ପାଇଁ ମିଳିଲା ମଞ୍ଜୁରୀ: ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଶନିବାର ଦିନ ଅନୁଷ୍ଠିତ ଆନ୍ତ-ମନ୍ତ୍ରୀସ୍ତରୀୟ ଅନୁମୋଦନ କମିଟି (IMAC) ବୈଠକରେ ୧୦ ଟି ରାଜ୍ୟରେ ବିସ୍ତାରିତ ୨୮ ଟି ପ୍ରକଳ୍ପ CEFPPC ଯୋଜନା ଅଧୀନରେ ଅନୁମୋଦିତ ହୋଇଛି | ଏହି ପ୍ରକଳ୍ପଗୁଡିକ ପ୍ରାୟ ୧୦,୦୦୦ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସମ୍ଭାବନା ଅଛି | କେନ୍ଦ୍ର କୃଷି ଓ କୃଷକ…

ଫେବୃୟାରୀ ସୁଦ୍ଧା ଭାରତକୁ ଆସିଯିବ କରୋନା ଭ୍ୟାକସିନ୍ : ଏମଆରପିରୁ ୫୦ପ୍ରତିଶତ କମ୍‌ ରହିବ ମୂଲ୍ୟ

ଭାରତରେ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ । କିନ୍ତୁ ଆଶ୍ବସ୍ତିକର କଥା ହେଉଛି ଯେ ଆମେ କରୋନା ଭ୍ୟାକସିନକୁ ନେଇ ଖୁବ୍ ସକରାତ୍ମକ ଭାବେ ଆଗକୁ ବଢ଼ୁଛୁ। ଅନେକ ଭ୍ୟାକସିନ ନିର୍ମାତା କମ୍ପାନୀର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ରହିଛି। ଯଦି ସବୁ…

ଇୟରଫୋନ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ଦେଇ ଯାଇଥିବା ରେଳ ଟ୍ରାକରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରାକରେ ଦୁଇଜଣ ଯୁବକଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଉଭୟ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ ୫୦ରୁ ୬୦ ଖଣ୍ଡ ହୋଇଯାଇଛି । ପ୍ରାୟ ୧୦୦ ମିଟର ଦୂରକୁ ସେମାନଙ୍କ…

କରୋନାରେ ଆକ୍ରାନ୍ତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି। ଏହି ସପ୍ତାହରେ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା। ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି।…

ଦିଲ୍ଲୀରେ ବେକାବୁ ହେଉଛି କରୋନା, ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ

ଦିଲ୍ଲୀରେ କରୋନାରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୮ ହଜାର ୧୫୯ ରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ, ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୬୦୮ ନୂତନ କରୋନା ରୋଗୀ ବାହାରିଛନ୍ତି। ଯେଉଁଥିରେ ସଂକ୍ରମିତଙ୍କ ସଂଖ୍ୟା ୫.୧୭ ଲକ୍ଷରୁ…

ଦୁନିଆର ସବୁଠାରୁ ଶସ୍ତା ସହର ମଧ୍ୟରେ ରହିଛି ଭାରତର ଏହି ଦୁଇଟି ସହର , ଏଠାରେ ତୋଳିପାରିବେ ନିଜର ଏକ ଘର

ସ୍ବଚ୍ଛ ପରିବେଶ ଏବଂ ଏକ ସ୍ୱଚ୍ଛ ସହରରେ ରହିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ | କିନ୍ତୁ ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟକୁ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମେ ଆପଣଙ୍କୁ ଆଜି ଦୁନିଆର ସବୁଠାରୁ ଶସ୍ତା ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଆପଣ ରହିବାକୁ ଯୋଜନା…

ସଙ୍କଟ ସମୟରେ ପାକିସ୍ତାନକୁ ବଡ଼ ଝଟକା ଦେଲା ସଂଯୁକ୍ତ ଆରବ ଏମିରେଟ୍ସ

ୟୁଏଇ ବୁଧବାର ପାକିସ୍ତାନ ସମେତ ୧୩ ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ୟୁଏଇର ଏହି ନିଷ୍ପତ୍ତି ସହିତ କରୋନା ଭାଇରସର ସମସ୍ୟା ଏବଂ ଆର୍ଥିକ ସଙ୍କଟ ସହିତ ଲଢ଼ୁଥିବା…

ଖୁସି ଖବର: ୪ ମାସ ଭିତରେ ଭାରତୀୟଙ୍କୁ ମିଳିଯିବ କରୋନା ଟିକା:ଅଦାର ପୁନାୱାଲା

କରୋନା ଟିକା ବିଷୟରେ ସାରା ବିଶ୍ୱରୁ ଭଲ ଖବର ଆସିବା ଆରମ୍ଭ ହୋଇଯାଇଛି | ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ ଭାରତରେ ଅକ୍ସଫୋର୍ଡର କୋଭିଡ-୧୯ ଟିକା ସାଧାରଣ ଲୋକଙ୍କ ପାଇଁ ଏପ୍ରିଲରେ ଉପଲବ୍ଧ ହେବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୦ ରେ…

ମାସ୍କ ନଥିଲେ ୨୦୦୦ ଟଙ୍କା ଜୋରିମାନା: କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି

ଦିଲ୍ଲୀରେ କରୋନାର ଭୟାବହତାକୁ ନଜରରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏବେ ଏଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଦିଲ୍ଲୀରେ କରୋନା ଆକଳନ ବୃଦ୍ଧି ଉପରେ ଏକ ନୂଆ କଟକଣା ପାଇଁ ଏକ ପ୍ରସ୍ତୁତି ଚାଲିଛି। କିଛିଦିନ ତଳେ ବିବାହକୁ ନେଇ ଦିଆଯାଇଥିବା ଛାଡ଼ ପ୍ରତ୍ୟାହାର କରାଯିବା ପରେ,…