Browsing Tag

khabar-latest

ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୬,୩୧୧ ନୂତନ କରୋନା ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ମୃତ୍ୟୁ

ଦେଶରେ ମାରାତ୍ମକ କରୋନା ଭାଇରସରେ ଏବେ ସୁଦ୍ଧା ଲଗାମ ଲାଗିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୩୧୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୨୨ ହଜାର ୫୨୬ ଲୋକ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ, କ୍ୟାପିଟାଲ ବିଲଡିଂରେ ହିଂସା ଉପରେ ଆକ୍ସନ

ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ଟ୍ରମ୍ପ ହିଂସା ବଢ଼ାଇବାର…

ମହାରାଷ୍ଟ୍ରର ଭଣ୍ଡାରା ଠାରେ ଏକ ଅଭାବନୀୟ ଦୁର୍ଘଟଣା, ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଭଣ୍ଡାରାଠାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ରାତି ଦୁଇଟା ବେଳେ ଭଣ୍ଡାର ଜିଲ୍ଲା ହସ୍ପିଟାଲର ଅସୁସ୍ଥ ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (SNCU) ରେ ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କର ମୃତ୍ୟୁ ଘଟିଛି। ସାତ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ…

ବାର୍ଡ ଫ୍ଲୁ ସମୟରେ ମାଂସ ଓ ଅଣ୍ଡା ଖାଇବା ସୁରକ୍ଷିତ କି ? ଜାଣନ୍ତୁ ଏହାକୁ ନେଇ WHO ଏବଂ AIIMSର ପରାମର୍ଶ

ଏଣେ କୋଭିଡ-୧୯ ପିଛା ଛାଡ଼ୁନଥିବା ସମୟରେ ଏପଟେ ବିଭିନ୍ନ ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଏକ ସମସ୍ୟା ହୋଇ ଛିଡ଼ା ହେଲାଣି। ଏବେ ସୁଦ୍ଧା ୧୭,୩୨୫ ପକ୍ଷୀ ହତ୍ୟା କରାଯାଇଛି। ବାର୍ଡ ଫ୍ଲୁ ଆତଙ୍କ ସମୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା କେତେ ଦୂର ସୁରକ୍ଷିତ, ଏନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି…

ଆଜି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାର ଡ୍ରାଏ ରନ୍

ଦେଶବ୍ୟାପୀ ଟିକାକରଣ ଆଗରୁ ଶୁକ୍ରବାର ସାରା ଦେଶରେ ପୁଣିଥରେ କରୋନା ଟିକାର ଡ଼୍ରାଏ ରନ୍ ହେବ। ଏଥିଲାଗି ଦିନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ଦୁଇ ଘଣ୍ଟା ସ୍ଥିର କରାଯାଇଛି । ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡ଼୍ରାଏ ରନ୍ ହେବ । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦ୍ବିତୀୟ ଡ୍ରାଏ…

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଏଲୋନ୍ ମସ୍କ, ଜେଫ୍ ବେଜୋସଙ୍କୁ ପକାଇଲେ ପଛରେ

ଟେସଲା ସିଇଓ ଏଲୋନ୍ ମସ୍କ ଆମାଜନର ଜେଫ୍ ବେଜୋସଙ୍କୁ ପଛରେ ଛାଡି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏଲୋନ୍ ମସ୍କଙ୍କର ବାର୍ଷିକ ଆୟ ୧୮୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି, ଯାହା ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ୧୮୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟଠାରୁ ଏକ ବିଲିୟନ…

ଦେଶରେ ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଗତ ୨୪ଘଂଟାରେ ୨୦୩୪୬ କରୋନା ସଂକ୍ରମିତ ଚିହ୍ନଟ

ଭାରତରେ କରୋନା ସଂକ୍ରମଣ ସଂଖ୍ୟା କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୦,୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର୍‌…

WhatsAppର ନୂଆ ପଲିସି ଗ୍ରହଣ କରନ୍ତୁ, ନଚେତ କରିବାକୁ ପଡ଼ିବ ନିଜ ଆକାଉଂଟ ଡିଲିଟ

ଫେସବୁକ୍ ମାଲିକାନାଭୁକ୍ତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ସର୍ତ୍ତାବଳୀ ଏବଂ ପ୍ରାଇଭେସି ପଲିସି ଅପଡେଟ କରିଛି ଏବଂ ମଙ୍ଗଳବାର ସନ୍ଧ୍ୟା ଠାରୁ ଭାରତର ଉପଭୋକ୍ତାମାନଙ୍କୁ ଏହାର ବିଜ୍ଞପ୍ତି ଧୀରେ ଧୀରେ ଦିଆଯାଉଛି। ନୂତନ ପଲିସି ଗ୍ରହଣ କରିବାକୁ ହ୍ବାଟସ୍ ଆପ୍ ଉପଭୋକ୍ତାମାନଙ୍କୁ…

ଦେଶର ୧୧୬ ଜିଲ୍ଲାରେ ଆରମ୍ଭ ହେଲା କରୋନା ଭାକସିନର ଡ୍ରାଏ ରନ୍

ନୂଆବର୍ଷରେ ଭାରତକୁ ଏକ ବଡ ଉପହାର ମିଳିବାକୁ ଯାଉଛି । କରୋନା ଭାକସିନର ଟିକାକରଣ ଅଭିଯାନରେ ଥିବା ସମସ୍ତ ସମସ୍ୟାକୁ ଚିହ୍ନଟ ଓ ନିରାକରଣ କରାଯିବା ପାଇଁ ଶନିବାର ଦେଶର ୧୧୬ ଜିଲ୍ଲାରେ ଆରମ୍ଭ ହୋଇଛି ଡ୍ରାଏ ରନ୍ । ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ଦେଶର ୪ଟି…

ନୂଆବର୍ଷରେ ଲାଗୁ ହେଲା ଏହି ୧୦ଟି ନୂଆ ନୀୟମ, ଜାଣନ୍ତୁ କଣ

୨୦୨୧ ନୂଆ ବର୍ଷ ଆରମ୍ଭ ସହ ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ । ଜାଣନ୍ତୁ ୨୦୨୧ ଜାନୁଆରୀ ପହିଲାରୁ କେଉଁ ସବୁ ନିୟମ ବଦଳିବ… ହେଲମେଟ୍ ଚେକିଂ ସହ କାଗଜପତ୍ର ଯାଞ୍ଚ ବାଇକ୍ ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ପହିଲାରୁ…