ମାର୍ଚ୍ଚ ପରେ ଅଚଳ ହୋଇଯିବ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ଆରବିଆଇ କହିଛି ଯେ ଆସନ୍ତା ମାର୍ଚ୍ଚ ଠାରୁ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍ ଆଉ ପ୍ରଚଳନରେ ରହିବ ନାହିଁ। ସୂଚନା ଅନୁଯାୟୀ, ମାର୍ଚ୍ଚ-ଏପ୍ରିଲ ପରେ ଏହି ସମସ୍ତ ପୁରୁଣା ନୋଟ ବଜାରରୁ ବାହାରିବ। ଆରବିଆଇ ଅଧିକାରୀ ବି ମହେଶ ଏହି ସୂଚନା ପ୍ରଦାନ କରିଛନ୍ତି।
ଏହି ଖବର ଆପଣଙ୍କୁ ସିଧାସଳଖ…