ଗ୍ରୀଷ୍ମଜନିତ କ୍ଲାନ୍ତି ଦୂର କରିବ ତରଭୁଜ
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଲାଣି । ଅତ୍ୟଧିକ ଗରମରେ ଶରୀରକୁ ଥଣ୍ଡା ରଖିବା ପାଇଁ ତରଭୁଜ ବହୁତ ଉପକାରୀ । ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଭରିରହିଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ଜଳିୟ ଅଂଶ ନିୟନ୍ତ୍ରିତ ରହିଥାଏ । ଏହା ସ୍ୱାଦିଷ୍ଠ ହୋଇଥିବା ସହିତ ପୋଷକ…