ପାକିସ୍ତନରେ ଜଣେ ୬୦ ବର୍ଷୀୟ ପୁରୁଷ ଗର୍ଭବତୀ ଥିବା ଆସିଲା ରିପୋର୍ଟ, ରିପୋର୍ଟ ଦେଖି ଉଡ଼ିଗଲା ପରିଜନଙ୍କ ହୋସ
ବୟସ୍କ ମହିଳାଙ୍କର ଗର୍ଭବତୀ ହେବା କଥା ଶୁଣିଥିବେ କିନ୍ତୁ କଣ ପୁରୁଷଙ୍କ ଗର୍ଭଧାରଣ କରିବା କଥା କେବେ ଶୁଣିଛନ୍ତି । ଆପଣଙ୍କୁ କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ଏଭଳି ଏକ ଘଟଣା ପାକିସ୍ତାନର ପଂଜାବ ପ୍ରାନ୍ତର ଖାନେୱାଲ ପ୍ରାନ୍ତରେ ଘଟିଛି । ଅଲ୍ଲା ବିଟା ନାମକ ଜଣେ ବୟସ୍କ ବୃଦ୍ଧ…