ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଜେଡବ୍ଲାକ ଲକଜୁରୀର ଶୁଭାରମ୍ଭ
ଇନ୍ଦୋର(ଏମ୍ପି) ସ୍ଥିତ ମହିଶୂର ଡିପ ଫର୍ଫମ୍ୟୁରୀ ହାଉସ (ଏମଡିପିଏଚ) ପକ୍ଷରୁ ଓଡିଶାରେ ସୁଗନ୍ଧଯୁକ୍ତ ଅଗ୍ରଣୀ ଧୂପକାଠି ଜେଡବ୍ଲାକ ଲକ୍ଜୁରୀର ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ଜେଡବ୍ଲାକ ଏରିଜର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିବା ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଜାତୀୟ…