ଫ୍ଲିପକାର୍ଟ ଲଞ୍ଚ କଲା ନୂଆ ୱେବସାଇଟ, ଅଳ୍ପ ଟଙ୍କାରେ ମିଳିବ ବ୍ରାଣ୍ଡେଡ ଇଲେକ୍ଟ୍ରୋନିକ ସାମଗ୍ରୀ
ସବୁଠାରୁ ଶସ୍ତା ମୋବାଇଲ ଫୋନର ଅପେକ୍ଷରେ ଅଛନ୍ତି କି,? କାରଣ ଫ୍ଲିପକାର୍ଟ ଆଣୁଛି ଆପଣଙ୍କ ପାଇଁ ସାଓମିର ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ରେଡମି ନୋଟ ୪କୁ ମାତ୍ର ୬,୨୯୯ ଟଙ୍କାରେ । ଏହା ସମେତ ମୋଟୋ ଜି ୫ ପ୍ଲସକୁ ଫ୍ଲିପକାର୍ଟ ୮,୭୯୯ରେ ପ୍ରଦାନ କରୁଥିବାବେଳେ ତେବେ ଆସନ୍ତୁ ଜାଣିବା ଏହାର…