ଏଆଇସି-ନାଳନ୍ଦା ପକ୍ଷରୁ ନୂଆ ଷ୍ଟାର୍ଟଅପ୍ “ସେଫ୍ ଜଙ୍କ୍ସନ୍’ର ଶୁଭାରମ୍ଭ
ଭୁବନେଶ୍ୱର: ଷ୍ଟାର୍ଟଅପ୍ ଓ ଉଦ୍ୟମିତାର ବିକାଶ ଲାଗି ରାଜ୍ୟର ଅଗ୍ରଣୀ ଇନ୍କୁବେସନ୍ ସେଂଟର୍ “ଅଟଳ ଇନକୁବେସନ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ’ (ଏଆଇସି-ନାଳନ୍ଦା) ପକ୍ଷରୁ ନୂଆ ଷ୍ଟାର୍ଟଅପ୍ ସଂସ୍ଥା “ସେଫ୍ ଜଙ୍କସନ୍’ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି ।…