ଗୋଟିଏ ଦିନରେ ସ୍ୱିଗିରୁ ୨୦୭ ପିଜା ଅର୍ଡର କରି ଜାତୀୟ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର
ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନ୍-ଡିମାଣ୍ଡ ସୁବିଧା ପ୍ଲାଟଫର୍ମ ସ୍ୱିଗି ଏହାର ବାର୍ଷିକ ରିପୋର୍ଟ ‘ହାଓ ଇଣ୍ଡିଆ ସ୍ୱିଗିଡ୍ ୨୦୨୩’ରେ ଭୁବନେଶ୍ୱରର ରୋଷେଇ ଧାରାକୁ ଉନ୍ମୋଚନ କରିଛି । ନିଜର ସମୃଦ୍ଧ ରୋଷେଇ ଐତିହ୍ୟ ପାଇଁ ଜଣାଶୁଣା ଭୁବନେଶ୍ୱରବାସୀ ଉତର ଭାରତୀୟ ଖାଦ୍ୟ ପ୍ରତି ଭଲ ପାଇବା…