ଏୟାରଟେଲ୍ ଅନ୍ଲାଇନ୍ ଷ୍ଟୋରରେ ଭିଭୋ ଭି୧୧ ପ୍ରୋ
ଭାରତର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ଏହାର ଅନ୍ଲାଇନ୍ ଷ୍ଟୋରରେ ଭିଭୋ ଭି୧୧ ପ୍ରୋ ଉପଲବ୍ଧ ହେଉଥିବା ଘୋଷଣା କରିଛି । ଏହି ସ୍ମାର୍ଟଫୋନର ଡାଉନ ପେମେଣ୍ଟର ମୂଲ୍ୟ ମାତ୍ର ୪,୨୯୯ ଟଙ୍କା ରହିଛି । ଗ୍ରାହକମାନେ ଇଏମ୍ଆଇ ଉପରେ ଏୟାରଟେଲ୍ର ବିଲ୍ଟ-ଇନ୍- ପୋଷ୍ଟ ପେଡ଼…