ଭୁବନେଶ୍ୱରରେ ଏୟାର ଏସିଆର ଟ୍ରାଭେଲ ଫେୟାର
ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ଏକ ଆକର୍ଷଣୀୟ ଟ୍ରାଭେଲ ଫେୟାରର ଘୋଷଣା କରାଯାଇଛି । ଏହି ଫେୟାର ଭାରତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଦର୍ଶକ ମାନଙ୍କୁ ଆକର୍ଷଣୀୟ ଡିଲ ଏବଂ ଅଫର ପ୍ରଦାନ କରିବ । ଅତିଥିମାନେ ୭ ଜାନୁଆରୀ ୨୦୧୯ ରୁ ୧୭ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ଯାତ୍ରା ପାଇଁ…