ପ୍ଲାଟିନମ ଲଭ ବ୍ୟାଣ୍ଡସ ପକ୍ଷରୁ ୨୦୧୮-୧୯ କଲେକସନ


ପ୍ଲାଟିନମ ଡେଜ ଅଫ ଲଭ ପକ୍ଷରୁ ଆଧୁନିକ ଦିନର କପୁଲଙ୍କ ପାଇଁ ୩୦ଟି ନୂତନ ଡିଜାଇନର ପ୍ଲାଟିନମ ଲଭ ବ୍ୟାଣ୍ଡ ସହିତ ୩୦ଟି ଫିଲ୍ମର ପ୍ରସ୍ତୁତ କରାଯାଇଛି । ଏହି ଦମ୍ପତିମାନେ ଏକ ସମ୍ପର୍କ ଚାହିଁଥାନ୍ତି, ଯାହା ଏକ ବାସ୍ତବ ସମାନତା ଉପରେ ଆଧାରିତ । ଏହି ଡିଜାଇନଗୁଡିକ ଖୁବ ଦୁର୍ଲଭ ମେଟାଲ ପ୍ଲାଟିନମରୁ ପ୍ରସ୍ତୁତ ହୋଇଛି ଏବଂ ଏହିପିର ଦୁର୍ଲଭ ଭଲପାଇବାକୁ ଜୀବନ୍ତ ରଖିବା ପାଇଁ ପ୍ରୋତ୍ସାହିତ । ଭାରତରେ ସମସ୍ତ ଅଗ୍ରଣୀ ଅଧିକୃତ ପ୍ଲାଟିନମ ରିଟେଲରଙ୍କ ପାଖରେ ଉପଲବ୍ଧ ହେଉଥିବାବେଳେ ଏହାର ରେଞ୍ଜ ୩୫୦୦୦ ଟଙ୍କାରୁ ଆରମ୍ଭ । ଆକାର, ମେଟାଲର ଓଜନ, ସଂଖ୍ୟା ଏବଂ ହୀରାର ଗୁଣବତ୍ତାକୁ ନଜରରେ ରଖି ଏହାର ମୂଲ୍ୟ ବୃଦ୍ଧି ହୋଇପାରେ ।
ଏହାର ପ୍ରତ୍ୟେକ ବ୍ୟାଣ୍ଡ ପ୍ରତ୍ୟେକଙ୍କ ସ୍ୱାଦକୁ ଖାପଖୁଆଇଲା ପରି ପ୍ରସ୍ତୁତ ହୋଇଛି ଏବଂ ପିନ୍ଧାଳିଙ୍କର ପସନ୍ଦ ସହିତ ମହିଳାମାନଙ୍କ ପାଇଁ ମିନିମାଲ, ସିମଲେସ ଏବଂ ଏଲିଗେଣ୍ଟ ରଙ୍ଗ ରହିଛି ଏବଂ ପୁରୁଷଙ୍କ ପାଇଁ ସଲିଡ, ବୋଲ୍ଡ ଏବଂ ଇଣ୍ଟରପ୍ରିଟେସନ ଡିଜାଇନ ରହିଛି । ତିନୋଟି ସ୍ୱତନ୍ତ୍ର ଉପ ବିଭାଗ ତଥା ପ୍ଲାଟିନମ ଭାଓସ – ପ୍ରତ୍ୟେକ ରିଙ୍ଗ ସେଟ ଆପଣଙ୍କ ଦୁର୍ଲଭ କନେକସନକୁ ପୂରଣ କରିବା ପାଇଁ ପ୍ରସ୍ତୁତ, ପ୍ଲାଟିନମ ଟ୍ୱିନ ସୋଲ – ସମାନ ଡିଜାଇନ, ଯାହା ସୋଲମେଟର ବାସ୍ତବ ଅର୍ଥକୁ ଦର୍ଶାଇଥାଏ ଏବଂ ପ୍ଲାଟିନମ ଡୁଏଟ – ବର୍ତ୍ତମାନ ଠାରୁ ଭିନ୍ନ ଡିଜାଇନରେ ପ୍ରସ୍ତୁତ, ଯାହା ଏକ ହାର୍ମୋନି । ଏହାର କଲେକସନ ଗୁଡିକ ମଧ୍ୟରେ ସମସ୍ତ ପ୍ରକାରର କପୁଲ ମାନଙ୍କ ପାଇଁ ଲଭ ବ୍ୟାଣ୍ଡ ରହିଛି ଏବଂ ଏହା ଆପଣଙ୍କ କଲେକସନରେ ଆପଣଙ୍କ ଦୁର୍ଲଭ ଭଲପାଇବା, ଲଭ ଷ୍ଟୋରିକୁ ସୁନିଶ୍ଚିନ୍ତ କରିଥାଏ ।


Share It

Comments are closed.