Browsing Category
ମନୋରଞ୍ଜନ
ହିନ୍ଦି ମେଗା ସିରିଏଲରେ ନଜରରେ ଆସିବେ ଏହି ଓଡିଆ ଝିଅ
ଆଣ୍ଡ ଟିଭିର ଏକ ନୂତନ ସିରିଏଲ ବିଟ୍ଟି ବିଜନେସ ବାଲିରେ ଲିଡ ରୋଲରେ ନଜରରେ ଆସିବେ ଓଡିଆ ଝିଅ ପ୍ରକୃତି ମିଶ୍ର । ଏହି ସିରିଏଲଟି ରାକେଶ ପୱନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ଏହା ମେ ୧୬ ଠାରୁ ପ୍ରତିଦିନ ସନ୍ଧ୍ୟା ୭.୩୦ରେ ପ୍ରସାରଣ ହେବ । ଏଥିରେ ପ୍ରକୃତିଙ୍କ ବିପକ୍ଷରେ ଲିଡ ରୋଲରେ…
ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ନଜର ଆସିବେ ଏହି ଅଭିନେତ୍ରୀ, ଜାଣନ୍ତୁ କିଏ
ବଲିଉଡର ଭାଇଜାନ ସଲମାନ ଖାନଙ୍କ ରେସ ୩ ଫିଲ୍ମର ଟ୍ରେଲର ଆସିବା ପରେ ବର୍ତ୍ତମାନ ଭାଇଜାନଙ୍କ ଯେଉଁ ଆଗାମୀ ଫିଲ୍ମର ଚର୍ଚ୍ଚା ହେଉଛି ତାହା ହେଉଛି ‘ଭାରତ’ । ସଲାମାନ ଖାନଙ୍କ ଏହି ଫିଲ୍ମରେ ଦିଶା ପଟ୍ଟାନୀଙ୍କୁ ଏକ ବଡ ସୁଯୋଗ ମିଳିଯାଇଛି । ନିଜର ପ୍ରଥମ ଫିଲ୍ମ ଏମ.ଏସ.ଧୋନି ଏବଂ ଟାଇଗର…
ବିବାହ ବନ୍ଧନରେ ତେରା ସୁରୁର ଗାୟକ ହିମେଶ ରେଶମିୟା
ବଲିଉଡ ଜଗତରେ ଚାଲିିଛି ବିବାହ ଋତୁ । ସୋନମ କପୁର, ନେହା ଧୁପିଆଙ୍କ ପରେ ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମେ ୧୧ ତାରିଖରେ ହିମେଶ ନିଜର ବହୁ ଦିନର ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କୁ ବିବାହ କରିଛନ୍ତି । ବିବାହ ପରେ ହିମେଶ ବିବାହର…
ରେୟନ ଇଣ୍ଟରନ୍ୟାସନାଲ ସ୍କୁଲର ମର୍ଡର କେସ ଉପରେ ପ୍ରସ୍ତୁତ ହେବ ତଲୱାର୨
ବିସାଲ ଭରଦ୍ୱାଜ ତଲୱାର୨ ଫିଲ୍ମ ପ୍ରସ୍ତୁତି ପାଇଁ ଯୋଜନା କରୁଛନ୍ତି । ତଲୱାର ଫିଲ୍ମର ଅସିମ ସଫଳତା ପରେ ନିର୍ଦ୍ଦେଶକ ଏହାର ଫ୍ରାନଚାଇଜ ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି । ତଲୱାର୨ର କାହାଣୀଟି ବିଗତ ବର୍ଷ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରେୟନ ଇଣ୍ଟରନ୍ୟାସନ୍ୟାଲ ସ୍କୁଲର…
ଅନ୍ତ ହେଲା ସୋନମଙ୍କ ବିବାହର କଳ୍ପନା ଜଳ୍ପନା
ବଲିଉଡ୍ ସୁପରଷ୍ଟାର ସୋନମ କପୁର ନିଜର ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମେ ମାସରେ ବିବାହ କରିବାକୁ ଯାଉଛନ୍ତି । ଦେଶର ଅନ୍ୟ ଚର୍ଚ୍ଚିତ ବିବାହ ମଧ୍ୟରୁ ଏହା ଅନ୍ୟତମ । ପଞ୍ଜାବୀ ରିୟଲ ବିବାହର ପ୍ରସ୍ତୁତି ମଧ୍ୟ ପ୍ରାରମ୍ଭ ହୋଇଯାଇଛି । ସୋନମଙ୍କ ହଳଦୀ, ସଙ୍ଗୀତ ଏବଂ ମେହେନ୍ଦୀ ମେ ୭ ତାରିଖରେ…
ଆପଣ ଜାଣିଛନ୍ତି କି ସଲମାନ କାହିଁକି ଭେଟିଲେ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ !
ବଲିଉଡ ସୁପରଷ୍ଟାର ସଲମାନ ଖାନ ରେସ ୩ର ସୁଟିଙ୍ଗ ପାଇଁ କାଶ୍ମୀରରେ ପହଞ୍ଚିଛନ୍ତି । ଦୁଇ ଦିନିଆ ସୁଟିଙ୍ଗ ପାଇଁ ସମ୍ପୂର୍ଣ୍ଣ ରେସ ୩ ସଦସ୍ୟ ସୋମବାର ଦିନ ସେଠାରେ ପହଞ୍ଚିଯାଇଛନ୍ତି । ସଲମାନ ଖାନ ସୁଟିଙ୍ଗକୁ ଯିବା ପୂର୍ବରୁ ଶ୍ରୀନଗରରେ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବ। ମୁଫ୍ତିଙ୍କୁ…
ଫିଲ୍ମ ସଞ୍ଜୁର ଟିଜର ରିଲିଜ
ନିର୍ଦ୍ଦେଶକ ରାଜ କୁମାରୀ ହିରାନୀ ଙ୍କ ଦ୍ୱାରା ନିର୍ଦ୍ଦେଶିତ ସଞ୍ଜୁର ପ୍ରଥମ ଟିଜର ରିଲିଜ ହୋଇଛି । ଫିଲ୍ମଟି ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ ଉପରେ ପର୍ଯ୍ୟବେସିତ ହୋଇଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜରରେ ଆସିବେ । ଏହି ଫିଲ୍ମଟି ଜୁନ ୨୯, ୨୦୧୮ରେ…
ଟୋଟାଲ ଧମାଲରେ ମାଧୁରୀ – ଅନିଲଙ୍କ ଯୋଡି
ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ବଲିଉଡର ଆଗାମୀ କମେଡି ଫିଲ୍ମ ଟୋଟାଲ ଧମାଲରେ ଏକାଠି ନଜରରେ ଆସିବେ ସୁପରଷ୍ଟାର ମାଧୁରୀ ଦିକ୍ଷୀତ୍ ଏବଂ ଅନିଲ କପୁର । ଏହା ୨୦୧୧ରେ ରିଲିଜ ହୋଇଥିବା ଡବଲ ଧମାଲର ସିକ୍ୱେଲ ଏବଂ ଧମାଲ ଫିଲ୍ମ ସିରିଜର ତୃତୀୟ ସଂସ୍କରଣ । ଏହି ଫିଲ୍ମଟି…
ବିଗ ବସ୧୨ର ନୂତନ ଯୋଡି ଥିମ
ବହୁ ଲୋକପ୍ରିୟ ରିୟାଲିଟି ସୋ ବିଗ ବସ ୧୨ର ନୂତନ ସିଜନର ଅଡିସନ ପ୍ରାରମ୍ଭ ହୋଇ ଯାଇଛି । ଏହି ନୂତନ ସିଜନଟି ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ରିଲିଜ ହେବ । ରାଇଜିଙ୍ଗ ସୁପରଷ୍ଟାର ୨ର ଏକ ଏପିସୋଡରେ ଏହାର ଘୋଷଣା ପରେ ଏହା ଦର୍ଶକଙ୍କ ମଧ୍ୟରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ସୋର ଘରୋଇ…
ଭାରତ ଫିଲ୍ମରେ ସଲମାନ ପ୍ରିୟଙ୍କା ଙ୍କ ଯୋଡି
ନିର୍ଦ୍ଦେଶକ ଅଲି ଆବାସ ଜାଫରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଭାରତରେ ଲିଡ ରୋଲରେ ନଜରରେ ଆସିବେ ସଲମାନ ଖାନ ଏବଂ ପ୍ରିୟଙ୍କା ଚୋପ୍ରା । ଏହି ଫିଲ୍ମର ସଲମାନଙ୍କ ବିପରୀତରେ ହିରୋଇନଙ୍କୁ ନେଇ ବହୁ ଗୁଜବ ଉଠିଥିଲେ ମଧ୍ୟ ଶେଷରେ ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମରେ ନଜରରେ ଆସିବେ ବୋଲି…