Browsing Category

ମନୋରଞ୍ଜନ

ରିଲିଜ ହେଲା ‘ହାପି ଫିର ଭାଗ ଯାଏଗି’ର ଟ୍ରେଲର

୨୦୧୬ରେ ହାପି ଭାଗ ଯାଏଗିର ସଫଳତା ପରେ ଏହାର ପ୍ରସ୍ତୁତ କର୍ତ୍ତର୍ାମାନେ ଏହାର ସିକ୍ୱେଲ ହାପି ଫିର ଭାଗ ଯାଏଗିର ପ୍ରସ୍ତୁତି କରିଛନ୍ତି । ଏହାର ଟ୍ରେଲର ରିଲିଜ ହେବା ପରେ ଖୁବ କମ ଦିନ ମଧ୍ୟରେ ଏହା ଖୁବ ଲୋକପ୍ରିୟତା ହାସଲ କରିପାରିଛି । ଏହି ଫିଲ୍ମରେ ନୂତନ ମୁହଁ ସୋନାକ୍ଷୀ ସିହ୍ନା ଏବଂ…

ମା’ଙ୍କ ମଙ୍ଗଳସୁତ୍ର ପାଇଁ ସନି ବନିଥିଲେ ପର୍ଣ୍ଣ ଷ୍ଟାର

ଅଭିନେତ୍ରୀ ସନି ଲିଓନଙ୍କ ଉପରେ ପର୍ଯ୍ୟବେଶିତ ଏକ ୱେବ ସିରିଜ ‘କରନଜିତ କୈର : ଦ ଅନଟୋଲ୍ଡ ଷ୍ଟୋରି’ ର ଶୁଭାରମ୍ଭ ସମସ୍ତ ପ୍ରେକ୍ଷାଳୟରେ ହୋଇ ସାରିଛି । ଜି୫ରେ ରିଲିଜ ହେବାର ଏକ ସପ୍ତାହ ପରେ ଏହି ବାୟୋପିକ ଏକ ୱେବସାଇଟରେ ଲିକ ହୋଇଯାଇଥିଲା । ସନି କିପରି ଆଡଲ୍ଟ ଜଗତରୁ ବଲିଉଡ ଜଗତରେ ପାଦ…

ରିଲିଜ ହେଲା କମେଡି-ହରର ଫିଲ୍ମ ସ୍ତ୍ରୀର ଟ୍ରେଲର, ଦେଖନ୍ତୁ ଭିଡିଓ

ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତ୍ରୀ ରାଜକୁମାରଙ୍କ ଅଭିନୀତ କମେଡି -ହରର ଫିଲ୍ମ ସ୍ତ୍ରୀର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମଟିର ନିର୍ଦ୍ଦେଶନା ଅମର କୌଶିକ ଦେଇଥିଲା ବେଳେ ଫିଲ୍ମଟି ମ୍ୟାଡକ ଫିଲ୍ମ ବ୍ୟାନର ଅର୍ନ୍ତଗତ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମଟି ଏକ ବାସ୍ତବ…

ଆତଙ୍କବାଦୀ ହୋଇ ମୁଁ ବହୁତ ଖୁସି : ପ୍ରତୀକ ବବର

ଫିଲ୍ମ ‘ବାଗି ୨’ରେ ଖଳନାୟକ ଭୂମିକାରେ ନଜର ଆସିଥିବା ଅଭିନେତା ପ୍ରତୀକ ବବର ନିର୍ଦ୍ଦେଶକ ଅନୁଭବ ଶିହ୍ନାଙ୍କର ଆଗାମୀ ଫିଲ୍ମ ‘ମୁଲକ’ରେ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଏକ କଠିନ ଭୂମିକାରେ ନଜର ଆସିବେ । ଫିଲ୍ମ ‘ମୁଲକ’ରେ ସେ ମହମ୍ମଦ ନାମକ ଏକ ଯୁବକଙ୍କ…

ହଲିଉଡରେ ନିଜ ଅଭିନୟ ବଳରେ ମନ ଜିଣିଥିଲେ ଏହି ବଲିଉଡ ତାରକା

ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି, ଯାହାଙ୍କର ଫିଲ୍ମକୁ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍ସାହିତ ହୋଇପଡିଥାନ୍ତି । ବଲିଉଡର ଏହି ଷ୍ଟାରମାନେ ଫିଲ୍ମ ଜରୀଆରେ ନିଜ ଅଭିନୟର ଯାଦୁ ଦେଖାଇ ବହୁତ ଲୋକପ୍ରିୟ ହେବା ସହ ପ୍ରସଂଶକମାନଙ୍କୁ ଆକର୍ଷିତ କରିବାରେ ମଧ୍ୟ ସଫଳ ହୋଇଥାନ୍ତି । କେବଳ…

କ୍ୟାନସରରେ ପୀଡିତ ଇର୍ଫାନ ଏବେ ସହିଦଙ୍କ ଭୂମିକାରେ ନଜର ଆସିବେ

କ୍ୟାନସର ଚିକିତ୍ସା ପରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ବଲିଉଡ ଅଭିନେତା ଇର୍ଫାନ ଖାନ ଆଗାମୀ ଦିନରେ ଜଣେ ସହିଦଙ୍କ ଭୂମିକାରେ ନଜର ଆସିପାରନ୍ତି । ନିର୍ଦ୍ଦେଶକ ଓ ନିର୍ମାତା ସୁଜିତ ସିରକର ସହିଦ ଉଦାମ ସିଂହଙ୍କ ଜୀବନି ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ବିଗତ କିଛି ଦିନ…

ନିକିଙ୍କ ପୂର୍ବରୁ ଏହି ୫ ଜଣ ଅଭିନେତାଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ ପ୍ରିୟଙ୍କା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ତାଙ୍କର ୩୫ତମ ଜନ୍ମ ଦିନ ପାଳନ କରୁଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଆମେରିକାର ଗାୟକ ନିକି ଜୋନସ ସହ ଗଢି ଉଠିଥିବା ସମ୍ପର୍କ ଉପରେ ଯଦି ଚର୍ଚ୍ଚା କରିବା ତେବେ ପ୍ରିୟଙ୍କା ୩୫ ବର୍ଷରେ ପାଦ ଥାପି ଥିବାବେଳେ ନିକିଙ୍କୁ ବର୍ତ୍ତମାନ ୨୫…

ଆୟରେ ବଲିଉଡ ଷ୍ଟାରଙ୍କୁ ଟପିଲେ ଟଲିଉଡ ଷ୍ଟାର

ବର୍ତ୍ତମାନ ଦର୍ଶକମାନେ ବଲିଉଡ ଅପେକ୍ଷା ଟଲିଉଡ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଲିଉଡରେ ସାଉଥ ଫିଲ୍ମର ରିମେକ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ସାଉଥ ଫିଲ୍ମର ପ୍ରଭାବ ବଲିଉଡରେ ଆଂଶିକ ଭାବରେ ପଡୁଥିବାବେଳେ ବର୍ତ୍ତମାନ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ତେବେ…

ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡରେ ଅନେକ ଅଭିନେତ୍ରୀ ଆସିଛନ୍ତି ଏବଂ ଚାଲିଯାଇଛନ୍ତି ମଧ୍ୟ ଏମାନଙ୍କ ମଧ୍ୟରୁ କେତେକଙ୍କର କ୍ୟାରିୟର ହିଟ ରହିଥିବାବେଳେ ଫ୍ଲପ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରୁ ଏପରି ଏମିତି ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ହିଟ ଅଭିନେତ୍ରୀ ହୋଇଥିବା ସତ୍ତେ୍ୱ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି । ତେବେ…

ଦାମୀ ଷ୍ଟାରଙ୍କର ଦାମୀ ଗାଡିର ସଉକ

ଦାମୀ ଦାମୀ ଗାଡି ଚଢିବା କାହାକୁ ବା ପସନ୍ଦ ନଥାଏ । ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ପ୍ରଥମ କରି ଶୁଭାରମ୍ଭ ହୋଇଥିବା ସମସ୍ତ ଜିନିଷକୁ ଆଗେ ଆପଣାଇବାକୁ ଚାହୁଁଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ସମ୍ଭବପର ହୋଇନଥାଏ । ତେବେ ଯଦି ଆମେ ବଲିଉଡ ଷ୍ଟାରମାନଙ୍କର କଥା କହିବା ତେବେ ଦୁନିଆର…