Browsing Category
ମନୋରଞ୍ଜନ
ଗର୍ଭବତୀ ହାତୀକୁ ନ୍ୟାୟ ଦେବା ପାଇଁ କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର ପାଂଚ ଲକ୍ଷ ଲୋକଙ୍କୁ କଲେ ସାହାଯ୍ୟର ଅନୁରୋଧ
କେରଳରେ ଗର୍ଭବତୀ ହାତୀର ବିସ୍ଫୋଟକରେ ଭରା ସପୁରୀପଣସ ଖାଇ ମୃତ୍ୟୁ ହେବା ପରେ ଲୋକଙ୍କ ରାଗ ଫୁଟି ଫୁଟି ବାହାରୁଛି । ଏବେ ସୋସିଆଲ ମିଡିଆରେ ଚାରିଆଡ଼େ ହାତୀକୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଯାଇଛି । ଏହା ମଧ୍ୟରେ ଅନେକ ବଡ଼ ଷ୍ଟାର ମଧ୍ୟ ଆଗକୁ ଆସି ନିଜ ସ୍ୱର ଉଠାଉଛନ୍ତି ।
ପଶୁପକ୍ଷୀଙ୍କୁ…
ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କୁ ଦୁଷ୍କର୍ମର ଧମକ, ସାଉଥଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା…
ସାଉଥ ସୁପର ଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା ଯୋଗୁଁ ଟ୍ୱିଟରରେ ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କ ଉପରେ ବର୍ଷିଛନ୍ତି । ଏପରିକି ଅଭିନେତାଙ୍କ ପ୍ରଶଂସକମାନେ ମୀରାଙ୍କୁ ଖରାପ ଭାଷାରେ ଗାଳି ମଧ୍ୟ କରିଛନ୍ତି । ଯାହାପରେ ବିବ୍ରତ ହୋଇ ମୀରା ଚୋପ୍ରା ସାଇବର…
ଏବେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ତଥା ରୀବାର ରାଜକୁମାରୀ ହେଲେ କରୋନା ଆକ୍ରାନ୍ତ
ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ତାରକା କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହା ମଧ୍ୟରେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ଏବଂ ରୀବାର ରାଜକୁମାରୀ ମୋହିନା କୁମାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ ଏବଂ ପରିବାରର ଅନ୍ୟ ସଦସ୍ୟ…
ଦୀର୍ଘ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ‘ରାହୁଲ ରୟ’
୧୯୯୦ମସିହାରେ ଫିଲ୍ମ ଆଶିକୀ ସହ ରାହୁଲ ରାୟ ରାତାରାତି ଷ୍ଟାର ହୋଇଯାଇଥିଲେ। ଏହି ଫିଲ୍ମ ସମୟରେ ରାହୁଲ ରାୟଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା। ଏତେ ସଫଳତା ମିଳିବା ପରେ ରାହୁଲଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ସେ ‘ପ୍ୟାର କା…
‘ସା ରେ ଗା ମା ପା’ଶୋର ରନର ଅପ ରହିଥିବା ଏହି ଗାୟକ ପିଏମ ମୋଦୀଙ୍କ ଉପରେ କଲେ ଅଭଦ୍ର ଟିପ୍ପଣୀ, ଗାୟକଙ୍କ ବିରୋଦ୍ଧରେ…
ତ୍ରିପୁରା ପୋଲିସ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିବା ଆରୋପରେ ବାଙ୍ଗ୍ଲାଦେଶୀୟ ଗାୟକ ମେନୂଲ ଏହସାନ ନୋବଲ ଉର୍ଫ ନୋବଲଙ୍କ ବିରୋଦ୍ଧରେ ଏଫଆଇଆର ଗ୍ରହଣ କରିଛି । ନୋବଲ ଗତବର୍ଷ ବାଙ୍ଗ୍ଲାର ମ୍ୟୁଜିକ ରିୟାଲିଟି ଶୋ ‘ସା ରେ ଗା ମା ପା’…
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ, ଧାର୍ମିକ ଭାବନାକୁ ଆଘାତ ଦେବାର ଆରୋପ
ପାତାଲ ଲୋକ’ୱେବ ସିରିଜର ବିବାଦ ଜୋର ଧୋରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ଓ ନିର୍ମାତା ଅନୁଷ୍କା ଶର୍ମାଙ୍କର ନୂଆ କ୍ରାଇମ ଥ୍ରୀଲର ୱେବ ଟେଲିଭିଜନ ସିରିଜ -ପାତାଲ ଲୋକ’, ଯାହାକି ଚଳିତ ମେ ୧୫ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହୋଇଥିଲା ଏବଂ ବର୍ତମାନ ଏହାର ରିଲିଜ ସମୟରୁ ହିଁ ଏହା…
ବିଦ୍ୟା ବାଲନଙ୍କ ସର୍ଟ ଫିଲ୍ମ ‘ନଟଖଟ’ର ପୋଷ୍ଟର ହେଲା ରିଲିଜ
କରୋନା ଭାଇରସକୁ ନେଇ ସମସ୍ତ କଳାକାର ନିଜ ନିଜର ଘରେ କଏଦ ଥିବାବେଳେ ଏହି ମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟାବାଲନ ନିଜର ସର୍ଟଫିଲ୍ମ ‘ନଟଖଟ’ର ଫାଷ୍ଟ ଲୁକ ଜାରି କରିଛନ୍ତି । ନିଜ ପ୍ରଥମ ଲୁକରେ ବିଦ୍ୟା ପୁରା ଦେଶୀ ଲୁକରେ ନଜର ଆସୁଛନ୍ତି । ସର୍ଟଫିଲ୍ମ ‘ନଟଖଟ’ର ପୋଷ୍ଟର ଆସିବା ମାତ୍ରକେ…
ସୋନୁ ସୁଦଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି, ଯୋଗୀ ସରକାରଙ୍କୁ କଂଗ୍ରେସର ବ୍ୟଙ୍ଗ-‘ଅଭିନେତା ୟୁପିରେ ଥିଲେ ଜେଲରେ…
ଅଭିନେତା ସୋନୁ ସୁଦ ଲକ୍ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜି ଆଗକୁ ଆସିଛନ୍ତି । ଗତ କିଛିଦିନ ହେବ ସୋନୁ ସୁଦ ଲକ୍ଡାଉନ ଯୋଗୁଁ ଫସିରହିଥିବା ଶ୍ରମିକମାନଙ୍କୁ ଘରେ ପହଂଚାଇବା ପାଇଁ ସବୁସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ସୋନୁ ସୁଦ ନିଜ ସାଙ୍ଗ ନୀତି ଗୋୟଲଙ୍କ ସହିତ ମିଶି ‘ଘର…
ଟିକ୍ଟକ୍ ଷ୍ଟାର ଫୈଜଲ ସିଦ୍ଦକୀଙ୍କ ଭିଡିଓ ପରେ ଟିକ୍ଟକ୍ ବିରୁଦ୍ଧରେ ମଇଦାନକୁ ବାହାରିଛନ୍ତି ପରେଶ ରାୱଲ ଓ ସୋନା…
ଟିକ୍ଟକ୍ ଷ୍ଟାର ଫୈଜଲ୍ ସିଦ୍ଦକୀଙ୍କ କାରଣରୁ ଲୋକମାନେ ପୁଣିଥରେ ଟିକ୍ଟକ୍ ଉପରେ ନିଜର ଆକ୍ରୋଶ ବର୍ଷାଇଛନ୍ତି । ତାଙ୍କ ଉପରେ ଆରୋପ କରାଯାଇଛି ଯେ ସେ ନିଜର ଏକ ଭିଡିଓରେ ମହିଳାଙ୍କ ଉପରେ ଏସିଡ ଆଟାକ୍ କରିବାର ମହିମାମଣ୍ଡନ କରିଥିବା ନଜର ଆସିଛନ୍ତି । ଫୈଜଲ ସିଦ୍ଦକୀଙ୍କର ଭିଡିଓକୁ ନେଇ…
ମୁମ୍ବାଇର କରୋନା ଯୋଦ୍ଧାଙ୍କ ପାଇଁ ସରପ୍ରାଇଜ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆଲିଆ ଭଟ୍ଟ
କରୋନା ଭାଇରସ ମହାମାରୀ ମଧ୍ୟରେ ଅନେକ ବଲିଉଡ ତାରକା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପିଏମ କେୟାର ଫଣ୍ଡରେ ସହାୟତା ରାଶି ଦେବା ପରେ ମଧ୍ୟ ଏହି ସେଲିବ୍ରିଟିମାନେ ନିଜ ସ୍ତରରେ ଅଲଗା ଅଲଗା ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ନୀକଟରେ ଆଲିଆ ଭଟ୍ଟ କରୋନା ଭାଇରସର ଯୋଦ୍ଧାମାନଙ୍କ ପାଇଁ ଏକ…