Browsing Category
ମନୋରଞ୍ଜନ
ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ସଞ୍ଜୁବାବା, ଏପର୍ଯ୍ୟନ୍ତ ଏହି ଷ୍ଟାରମାନେ ଦେଇଛନ୍ତି ଏହି ଘାତକ ବେମାରକୁ ମାତ
ସଞ୍ଜୟ ଦତଙ୍କ ପ୍ରଶଂସକଙ୍କ ପାଇଁ ମଙ୍ଗଳବାର ଦିନ ଏକ ଦୁଃଖ ଖବର ଆସିଛି । ସଞ୍ଜୟ ଦତ ଗତ ଦିନେ ଦୁଇଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାରଣରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯାହାପରେ ମଙ୍ଗଳବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଘୋଷଣା କରିଥିଲେ ଯେ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ…
‘ବିକାଶ ଦୁବେ’ ଉପରେ ନିର୍ମିତ ହେବ ୱେବ ସିରିଜ, ପ୍ରସ୍ତୁତି ହୋଇଗଲାଣି ଆରମ୍ଭ
ଉତ୍ତର ପ୍ରଦେଶ ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଉପରେ ପର୍ଯ୍ୟବେଷିତ ଏକ ୱେସ ସିରିଜ ଫିଲ୍ମ ନିର୍ମାତା ହଂସଲ ମେହତା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେ ପ୍ରସ୍ତୁତିରେ ଲାଗି ପଡଛନ୍ତି । ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ ।
୩ ଜୁଲାଇ ମଧ୍ୟ…
ଜୁନିୟର ବଚନଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ, ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ଖୁସି
ହସ୍ପିଟାଲରେ ୨୯ ଦିନ ବିତାଇବା ପରେ ଅଭିଷେକ ବଚ୍ଚନ ଶେଷରେ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଅଭିଷେକ ବଚ୍ଚନ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ଜୁଲାଇ 11 ରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଛି ଏବଂ ସେ…
ସୁଶାନ୍ତ ସିଂଙ୍କ ମାମଲାରେ ଇଡିର ବଡ଼ ଖୁଲାସା, ସୁଶାନ୍ତଙ୍କ ଆକାଉଂଟରୁ ରୀୟାଙ୍କ ଭାଇଙ୍କ ଆକାଉଂଟକୁ ଯାଉଥିଲା ଟଙ୍କା
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେ.କେ ସିଂ ବିହାର ସ୍ଥିତ ପାଟନା ପୋଲିସ ନୀକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଥିଲେ । ଏହା ପରେ ରୀୟାଙ୍କ ତରଫରୁ ପାଟନାରେ ରେଜିଷ୍ଟର ଥିବା ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ…
ସାମ୍ନାକୁ ଆସିଲା ରୀୟାଙ୍କ କଲ ରେକର୍ଡ, ବର୍ଷକ ଭିତରେ ମହେଶ ଭଟ୍ଟଙ୍କୁ ୧୬ ଥର କଲ କରିଥିଲେ ରୀୟା
ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନ ଘେରରେ ଅଛନ୍ତି। ମନି ଲଣ୍ଡରିଂ ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ବିବରଣୀ ବାହାରକୁ ଆସିଛି | ଏହି କଲ୍ ବିବରଣୀଗୁଡିକ ଗତ ୧ ବର୍ଷର ଅଟେ |
ଏହା ଅନୁଯାୟୀ, ରିୟା ଗତ ଏକ…
ମୁମ୍ବାଇର ଇଡି କାର୍ଯ୍ୟାଳୟରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି, ସୁଶାନ୍ତଙ୍କ ମାମଲାରେ ଖୋଲିବ ଗୁମର
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡିର ତଦନ୍ତ ତୀବ୍ର ହୋଇଛି। ମୁମ୍ବାଇର ଇଡି କାର୍ଯ୍ୟାଳୟରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯାଉଛି। ଇଡି କାର୍ଯ୍ୟାଳୟକୁ ଯିବାବେଳେ ରିୟା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ମନି ଲଣ୍ଡିରିଂ ମାମଲାରେ ରିୟାଙ୍କୁ ଇଡି ପଚରାଉଚରା…
ସୁଶାନ୍ତଙ୍କ ଭାଣେଜି ପୋଷା କୁକୁର ଫଜର ଏକ ଭାବପ୍ରବଣ ଭିଡିଓ ସେୟାର କରି ଲେଖିଛନ୍ତି- ‘ସେ ଏପର୍ଯ୍ୟନ୍ତ ମଧ୍ୟ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ସୋସିଆଲ ମିଡିଆରେ ଅଭିନେତାଙ୍କ ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନେ ସେମାନଙ୍କୁ ମନେ ରଖିଛନ୍ତି | ଏହି ସମୟରେ ସୁଶାନ୍ତଙ୍କ ଭଣେଜି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ଡଗି ଫଜ ନଜର ଆସୁଛି।…
ପୁଣି ଏକ ଦୁଃଖଦ ଖବର :କାହାନି ଘର ଘର କି ‘ଶୋ ଫେମ ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା, ପଙ୍ଖାରୁ ଝୁଲନ୍ତା…
ଗୋଟେପଟେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପୁରା ଦେଶବାସୀଙ୍କୁ ମର୍ମାହତ କରିଥିବାବେଳେ ଏବେ ପୁଣି ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସମୀର ଶର୍ମା 'କାହାନି ଘର-ଘର କି' ସିରିଏଲରେ କାମ କରିଥିଲେ। ଏହି ମାମଲାରେ ମାଲାଡ…
ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକରେଙ୍କ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କରିଛନ୍ତି କଙ୍ଗନା
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଜବାବରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମାମଲାରେ ସଡ଼କଛାପ ରାଜନୀତି ଚାଲିଛି। ଏହି ମାମଲା ମାଧ୍ୟମରେ ପରିବାର ସହ ତାଙ୍କ ଉପରକୁ କାଦୁଅ ଫିଙ୍ଗାଯାଉଛି ବୋଲି ସେ…
ସିବିଆଇକୁ ହସ୍ତାନ୍ତର ହେଲା ସୁଶାନ୍ତଙ୍କ ମାମଲା, ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କରିଛି କେନ୍ଦ୍ର
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ମଙ୍ଗଳବାର ଦିନ ସିବିଆଇ ତଦନ୍ତ ପାଇଁ ସୁପାରିଶ ପଠାଇଥିଲେ। ବର୍ତ୍ତମାନ ବିହାର ସରକାରଙ୍କ ଏହି ସୁପାରିଶକୁ କେନ୍ଦ୍ର ଅନୁମୋଦନ କରିଛି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ ସେ ସୁଶାନ୍ତ ମାମଲାର ତଦନ୍ତକୁ…