Browsing Category
ମନୋରଞ୍ଜନ
ସିଙ୍ଗର ହନି ସିଂହଙ୍କର ହେଲା ଛାଡପତ୍ର
ପଞ୍ଜାବୀ ସିଙ୍ଗର ତଥା ରାପର ୟୋ ୟୋ ହନି ସିଂହ ଓ ତାଙ୍କ ପତ୍ନୀ ଶାଳିନୀ ତଲ୍ୱାରଙ୍କ ମଧ୍ୟରେ ହୋଇଛି ଛାଡପତ୍ର । ଦିଲ୍ଲୀର ସାକେତ ଡିଷ୍ଟ୍ରିକ୍ଟ କୋର୍ଟର ଫ୍ୟାମିଲି କୋର୍ଟ ୮ ସେପ୍ଟେମ୍ବରରେ ଏହି ମାମଲାର ଶୁଣାଣି କରିଛନ୍ତି। ଦୁହେଁ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି।…
ଫିଲ୍ମ ‘ଗୁଡ୍ ବାଏ’ର ଟ୍ରେଲର ରିଲିଜ୍
ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଗୁଡ୍ ବାଏ’ର ଟ୍ରେଲର ରିଲିଜ୍। ଏହି ଫିଲ୍ମରେ ପୁଷ୍ପା ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦାନା ବଲିଉଡରେ ଡେବ୍ୟୁ କରିଛନ୍ତି। ତେବେ ଏହି ଫିଲ୍ମର ପୋଷ୍ଟର ଭଳି ଟ୍ରେଲର ମଧ୍ୟ ଖୁବ୍ ସୁନ୍ଦର ହୋଇଛି। ଏହି ଫିଲ୍ମ ଏକ ପାରିବାରିକ…
ବକ୍ସଅଫିସ୍ରେ ଫ୍ଲପ୍ ହେଲା ‘ଲାଇଗର’
ତେଲୁଗୁ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ‘ଲାଇଗର୍’ ବିଷୟରେ ବହୁତ ଚର୍ଚ୍ଚା ସୃଷ୍ଟି ହୋଇଥିଲା ଫିଲ୍ମ ବକ୍ସ ଅଫିସରେ ପୂରାପୁରି ଫ୍ଲପ୍ ହୋଇଛି। ଏହି ଫିଲ୍ମଟି ବଡ ବଜେଟ୍ରେ ନିର୍ମିତ ହୋଇଥିଲା। ଏହାର କାଷ୍ଟମାନେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରମୋଟ୍ ହୋଇଥିଲା। କିନ୍ତୁ ଯେତେବେଳେ…
୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୪ ଘଣ୍ଟା ଧରି ପଚରାଉଚରା
ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରୁ ପରଦା ଉଠିବା ପରଠୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଅଡୁଆ ବଢିବାରେ ଲାଗିଛି । ବର୍ତ୍ତମାନ ନୋରା ଫତେହି ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ନୋରାଙ୍କୁ ପୁଣି ଥରେ ୨୦୦ କୋଟି ଠକେଇ ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଶୁକ୍ରବାର…
ବିକ୍ରମ ବେଦ’ରେ ତିନୋଟି ଭିନ୍ନ ଚେହେରାରେ ନଜର ଆସିବେ ହ୍ରିତିକ୍
ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଦ’ର ଝଲକ ଆସିସାରିଛି । ଏହାକୁ ନେଇ ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମର ମନଛୁଆଁ କାହାଣୀ ପ୍ରଶଂସକଙ୍କୁ ଫିଲ୍ମକୁ ଅପେକ୍ଷା କରିଥିବାବେଳେ ପ୍ରଶଂସକମାନେ ଫିଲ୍ମରେ ସୈଫଙ୍କ ସହ ସେମାନଙ୍କର…
ଲୋକପ୍ରିୟ ହଲିଉଡ୍ ଅଭିନେତା ଲିଓନାର୍ଡୋ-କାମିଲା ମୋରୋନ୍ଙ୍କ ସଂପର୍କରେ ଫାଟ
ଲୋକପ୍ରିୟ ହଲିଉଡ୍ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ଓ ମଡେଲ୍ କାମିଲା ମୋରୋନ୍ଙ୍କ ବ୍ରେକ୍ଅପ୍ ହୋଇଛି । କାମିଲା ୨୫ ବର୍ଷ ବୟସରେ ପାଦ ଥାପିବାର ୩ ମାସରୁ କମ୍ ସମୟ ମଧ୍ୟରେ ଉଭୟଙ୍କର ବ୍ରେକ୍ଅପ୍ ହୋଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ଦେଖିବାକୁ ମିଳୁଛି । ଲୋକେ…
ଓଡିଆ ଫିଲ୍ମ ମୁଁ ତୋର ଓକେକୁ ଟୁଇଟରରେ ପ୍ରଶଂସା କଲେ ବିଗବି ଅମିତାବ ବଚ୍ଚନ
ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ଦ୍ୱାରା ନିର୍ଦ୍ଦଶିତ ଫିଲ୍ମ ମୁଁ ତୋର ଓକେ ଫିଲ୍ମକୁ ବଲିଉଡ ସୁପରଷ୍ଟାର ବିବଗି ଅମିତାବ ବଚ୍ଚନ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଫିଲ୍ମ ଜଗତ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବିଗବିଙ୍କ ଏହି…
ଅନ୍ୟ ଅଭିନେତ୍ରୀଙ୍କ ଭଳି ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦଲାସା ଶର୍ମା
ଅନେକ ସମୟରେ କାଷ୍ଟିଂ କାଉଚର ଅନେକ କାହାଣୀ ମନୋରଞ୍ଜନ ଜଗତରୁ ସାମ୍ନାକୁ ଆସିଥାଏ। ଅନେକ ଅଭିନେତ୍ରୀଙ୍କୁ ସେମାନଙ୍କ କ୍ୟାରିୟର ଆରମ୍ଭ କରିବା ସମୟରେ ଏହି ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼େ। ଅନେକ ବଡ଼ ବଡ଼ ଅଭିନେତ୍ରୀ ମଧ୍ୟ ଏହି ଯନ୍ତ୍ରଣା ଦେଇ ଗତି କରିଛନ୍ତି। ଇତିମଧ୍ୟରେ କାଷ୍ଟିଂ…
‘ଗଡ୍ ଫାଦର୍’ର ଦମଦାର୍ ଟିଜର୍ ରିଲିଜ୍, ଏକାଠି ନଜର ଆସିଲେ ସଲମାନ-ଚିରଞ୍ଜୀବୀ
ମେଗା ଷ୍ଟାର ଚିରଞ୍ଜୀବୀ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରେ ନିର୍ମାତା ତାଙ୍କର ଆଗାମୀ ଫିଲ୍ମ ‘ଗଡ୍ ଫାଦର୍’ର ଟିଜର ରିଲିଜ୍ କରିଛନ୍ତି। ଏହା ଏକ ରାଜନୈତିକ ଥ୍ରୀଲର ଫିଲ୍ମ। ଟ୍ରେଲର ଲଞ୍ଚ ପୂର୍ବରୁ ସମସ୍ତ ଚରିତ୍ରକୁ ଟିଜରରେ ପରିଚିତ କରାଯାଇଛି। ‘ଗଡ୍ ଫାଦର୍’ର ଟିଜର…
ଜ୍ୟାକଲିନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କର ଫିଟନେସର ରାଜ
ଜ୍ୟାକଲିନଙ୍କର ଜନ୍ମଦିନ କାଲି ଥିବା ବେଳେ ସେ ନିଜର ଜନ୍ମଦିନ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରି ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ କଣ କେମିତି ରଖନ୍ତି ସେ ନିଜକୁ…