ଓଡିଆ ଫିଲ୍ମ ମୁଁ ତୋର ଓକେକୁ ଟୁଇଟରରେ ପ୍ରଶଂସା କଲେ ବିଗବି ଅମିତାବ ବଚ୍ଚନ


ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ଦ୍ୱାରା ନିର୍ଦ୍ଦଶିତ ଫିଲ୍ମ ମୁଁ ତୋର ଓକେ ଫିଲ୍ମକୁ ବଲିଉଡ ସୁପରଷ୍ଟାର ବିବଗି ଅମିତାବ ବଚ୍ଚନ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଫିଲ୍ମ ଜଗତ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବିଗବିଙ୍କ ଏହି ଶୁଭେଚ୍ଛା ଖୁବ ବଡ ଉତ୍ସାହଜନକ ବିଷୟ ହୋଇଛି । ସେ ତାଙ୍କର ଶୁଭେଚ୍ଛା ମାଧ୍ୟମରେ ଓଡିଆ ସିନେ ପ୍ରେମୀଙ୍କୁ ଉତ୍ସାହିତ କରିଛନ୍ତି । ଏହି ଫିଲ୍ମଟି ସିଦ୍ଧାର୍ଥ ମ୍ୟୁଜିକର ୩୦ତମ ଫିଲ୍ମ ଅଟେ । ଏହି ଫିଲ୍ମର ଲିଡ ରୋଲରେ ଜ୍ୟୋତି ଏବଂ ଶୀତଲ ନଜର ଆସିବେ ।


Share It

Comments are closed.