Browsing Category

ବାଣିଜ୍ୟ

ଓଡିଶାରେ ଆର୍ନ୍ତଜାତୀୟ ମହିଳା ଦିବସରେ ୨୫ ମହିଳାଙ୍କୁ ଜେଡବ୍ଲାକ, ଏରିଜ ଦ୍ୱାରା ସମ୍ମାନିତ

ଭୁବନେଶ୍ୱର – ଦେଶର ତୃତୀୟ ବୃହତ ଅଗରବତୀ ପ୍ରସ୍ତୁତକାରୀ କମ୍ପାନୀ, ଏମଡିପିଏଚ ପକ୍ଷରୁ ଏହାର ଲୋକପ୍ରିୟ ଅଗରବତୀ ବ୍ରାଣ୍ଡ ଜେଡ ବ୍ଲାକ ୩ ଇନ ୧ ଏବଂ ଏରିଜ ସହିତ ଓଡିଶାରେ ଏହାର ଅଭିବୃଦ୍ଧିକୁ ଉତ୍ସାହିତ କରିଛି । ଇନ୍ଦୋରର ଏମପି ସ୍ଥିତ ମୟୁସୂର ଡିପ ପରଫ୍ୟୁରମରି ହାଉସ (ଏମଡିପିଏଚ) କମ୍ପାନୀ…

ନୂତନ ଟାଇଡ ପ୍ଲସର ଶୁଭାରମ୍ଭ

 ଭାରତର ପି ଆଣ୍ଡ ଜିର ଅଗ୍ରଣୀ ଫ୍ୟାବ୍ରିକ କେୟାର ବ୍ରାଣ୍ଡ ଟାଇଡ ପକ୍ଷରୁ ଏକ୍ସଟ୍ରା ପାୱାର ସହିତ ନୂତନ ଟାଇଡ ପ୍ଲସର ଶୁଭାରମ୍ଭ କରାଯାଇଛି । ଭାରତର ଲୋକପ୍ରିୟ ଡିଟରଜେଣ୍ଟ ବ୍ରାଣ୍ଡର ନୂତନ ସଂସ୍କରଣ ଶ୍ରେଷ୍ଠ ସଫେଇ ଏବଂ ଅତ୍ୟଧିକ ସଫେଦି ପ୍ରଦାନ କରିବ । ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା…