ନୂତନ ଟାଇଡ ପ୍ଲସର ଶୁଭାରମ୍ଭ


 ଭାରତର ପି ଆଣ୍ଡ ଜିର ଅଗ୍ରଣୀ ଫ୍ୟାବ୍ରିକ କେୟାର ବ୍ରାଣ୍ଡ ଟାଇଡ ପକ୍ଷରୁ ଏକ୍ସଟ୍ରା ପାୱାର ସହିତ ନୂତନ ଟାଇଡ ପ୍ଲସର ଶୁଭାରମ୍ଭ କରାଯାଇଛି । ଭାରତର ଲୋକପ୍ରିୟ ଡିଟରଜେଣ୍ଟ ବ୍ରାଣ୍ଡର ନୂତନ ସଂସ୍କରଣ ଶ୍ରେଷ୍ଠ ସଫେଇ ଏବଂ ଅତ୍ୟଧିକ ସଫେଦି ପ୍ରଦାନ କରିବ । ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ଆର୍ୟା, ଅନୀତା ହସନନ୍ଦାନୀ ଏବଂ ସାଇ ଟମହଙ୍କର ଦେଶର ବିଭିନ୍ନ ବିଗବଜାର, ରିଲାଏନ୍ସ ସ୍ମାର୍ଟ ଏବଂ ଷ୍ଟାର ବଜାର ଷ୍ଟୋର ଇତ୍ୟାଦିରେ ଏହି ଏକ୍ସଟ୍ରା ପାୱାର ସହିତ ନୂତନ ଟାଇଡ ପ୍ଲସର ଉନ୍ମୋଚନ ପାଇଁ ଯାଇଥିଲେ ଏବଂ ଟାଇଡର ଅତ୍ୟାଧୁନିକ ଅଭିଯାନ ଟାଇଡ ଗିଭସ ଏକ୍ସଟ୍ରା ସମ୍ପର୍କରେ ପ୍ରଚାର କରିଥିଲେ ।

ଟାଇଡ ସର୍ବଦା ଚମକ୍ରାରୀ ସଫେଦି ପ୍ରଦାନ ପାଇଁ ବିଦ୍ୟମାନ, ଏଥିରେ କିଛିମାତ୍ରାର ହାସ୍ୟ ମିଶାଇବା ଦ୍ୱାରା ଏହା ନିତିଦିନିଆ ଲଣ୍ଡ୍ରି ଚିନ୍ତାରୁ ମୁକ୍ତି ଦେଇଥାଏ । ଏହି ଭାବନା ଜୀବନରେ ନୂତନ ସମ୍ପର୍କ ଗଢିପାରିଛି ଯାହା ବାସ୍ତବ ଅର୍ନ୍ତଦୃଷ୍ଟି ସମସ୍ତେ କିଛି ଅତ୍ୟଧିକ ଏବଂ କିଛି ଭଲ ଚାହାଁନ୍ତି ଉପରେ ଆଧାରିତ । ସ୍ୱତନ୍ତ୍ର ଭାବେ ସ୍ତ୍ରୀ ଏବଂ ମା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଭାରତର ମହିଳାମାନେ ସର୍ବଦା ସେମାନଙ୍କ ପରିବାର ଏବଂ ପିଲାଙ୍କୁ ଶ୍ରେଷ୍ଠ ପ୍ରଦାନ ଆଶା କରିଥାନ୍ତି । ସେମାନେ ସର୍ବଦା ଅତ୍ୟଧିକ ସୁବିଧା ତଥା କିଛି ଭଲ ଖୋଜିଥାନ୍ତି ଯାହା ସେମାନଙ୍କ ପରିବାରର ଜୀବନଶୈ÷ଳୀକୁ ଭଲ କରିବା ପାଇଁ ସାହାଯ୍ୟ କରିପାରିବ । ଏହା ଜୀବନ ଏବଂ ଲଣ୍ଡ୍ରି ଉଭୟ ପାଇଁ ବାସ୍ତବ । ସେ ସର୍ବଦା ତାଙ୍କ ଲଣ୍ଡ୍ରିକୁ ଶ୍ରେଷ୍ଠ ସଫାଇ, ସ୍ୱତନ୍ତ୍ର ଭାବେ ସେମାନଙ୍କ ପିଲାଙ୍କ ୟୁନିଫର୍ମ ଗୁରୁତ୍ୱପୂର୍ଣ୍ଣ- ଯାହାକି ସେମାନେ ଏହା ସଫା ନୁହେଁ ଅତ୍ୟଧିକ ସଫେଇ ଚାହାଁନ୍ତି । ଏକ୍ସଟ୍ରା ପାୱାର ସହିତ ଟାଇଡ ସେମାନଙ୍କ ସାଥି ହୋଇପାରିବ ଏବଂ ଏହାର ଏକ୍ସଟ୍ରା ପାୱାର ସୁପେରିଅର ସଫେଇ ପ୍ରଦାନ କରିଥାଏ ।


Share It

Comments are closed.