Browsing Category

ପ୍ରଯୁକ୍ତି

ଭିଭୋ ପକ୍ଷରୁ Y83 ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ୱାଇ ସିରିଜ୍ ଅନ୍ତର୍ଗତ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୱାଇ-୮୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ…

ସାମସଙ୍ଗ ଭାରତ ବଜାରକୁ ଆଣିଲା ଓନିକ୍ସ ସିନେମା ଏଲଇଡ଼ି ସ୍କ୍ରିନ

ଦେଶର ବିଶ୍ୱସନୀୟ ତଥା ଅଗ୍ରଣୀ ଖାଉଟି କଂଜ୍ୟୁମର ବ୍ରାଣ୍ଡ ସାମସଙ୍ଗ ସିନେମାକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ବିଶ୍ୱର ପ୍ରଥମ ଓନିକ୍ସ ସିନେମା ଏଲଇଡ଼ି ସ୍କ୍ରିନ ଭାରତ ବଜାରକୁ ଆଣିଛି । ସାମସଙ୍ଗ ସର୍ବଦା ନୂତନ ଓ ଉକ୍ରର୍ଷରେ ବିଶ୍ୱାସ ରଖିଥାଏ । ନୂତନ ସାମଗ୍ରୀର ବଜାର ପ୍ରବେଶ ଅବସରରେ…

୨ ସ୍ମାର୍ଟଫୋନ ସହ ମୋବିଷ୍ଟାରର ଭାରତରେ ପ୍ରବେଶ

ଭିଏତନାମର ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ମୋବିଷ୍ଟାର ଏହାର ଦୁଇଟି ନୂଆ ସ୍ମାର୍ଟଫୋନକୁ ଶୁଭାରମ୍ଭ କରାଇବା ସହ ଭାରତୀୟ ବଜାରରେ ମଧ୍ୟ ପ୍ରବେଶ କରିଛି । ମୋବିଷ୍ଟାର ଷ୍ଟାର ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଦୁଇଟି ମଡେଲ ଗୁଡିକ ହେଉଛି “XQ Dual” ଏବଂ “CQ Dual”, ଯାହାରକି ମୂଲ୍ୟ…

ଭାରତୀୟ ବଜାରରେ ପ୍ରବେଶ କଲା Honor 7A ଏବଂ Honor 7C

Huawei ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଟଫୋନ Honor 7A ଏବଂ Honor 7Cର ଶୁଭାରମ୍ଭ କରାଯାଇଛି । Honor 7A –ଦୁଇଟିଯାକ ଫୋନ ମଧ୍ୟରୁ ଏହି Honor 7A ସ୍ମାର୍ଟଫୋନଟି ସବୁଠାରୁ ସସ୍ତା ରହିଛି । ଭାରତରେ ଏହାର କେବଳ ଗୋଟିଏ ୩ଜିବି+୩୨ଜିବି ରାମ ଥିବା ଗୋଟିଏ ଭେରସନକୁ ଉପଲବ୍ଧ କରାଯାଇଛି,…

ଭାରତରେ ଶୁଭାରମ୍ଭ ହେଲା ୱାନପ୍ଲସ ୬

ୱାନପ୍ଲସ ପକ୍ଷର ଆଜି ଏହାର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ “ୱାନପ୍ଲସ ୬କୁ ଭାରତୀୟ ବଜାରରେ ଶୁଭାରମ୍ଭ କରାଯାଇଛି । ୱାନପ୍ଲସ ଫ୍ଲାଗସିଫ ଅଲ-ଗ୍ଲାସ ଡିଜାଇନ ବୈ÷ଶିଷ୍ଟ୍ୟ ଆଧାରରେ ପ୍ରସ୍ତୁତ ୱାନପ୍ଲସ ୬ କମ୍ପାନୀ ର ସବୁଠାରୁ ମାର୍ଜିତ ହ୍ୟାଣ୍ଡସେଟ । ଏଥିରେ ୬.୨୮-ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ…

ଭାରତରେ 2018 Honda Dioର ଶୁଭାରମ୍ଭ

ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ( ଏଚଏମଏସଆଇ) ପକ୍ଷରୁ ଏହାର ୨୦୧୮ ସଂସ୍କରଣ ହୋଣ୍ଡା ଡିଓର ଶୁଭାରମ୍ଭ କରାଯାଇଛି । ଏହି ୨୦୧୮ ସଂସ୍କରଣ ଡିଓର ମୂଲ୍ୟ ୫୧,୨୯୨( ଏକ୍ସ-ସୋରୁମ ଦିଲ୍ଲୀ ) ରହିଛି । ଏହା ସମସ୍ତ ହୋଣ୍ଡା ଡିଲର ମାନଙ୍କରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣ…

ବଜାରକୁ ଆସିଲା ରିଅଲମି ୧ ସ୍ମାର୍ଟଫୋନ

ଓପୋର ସବ୍-ବ୍ରାଣ୍ଡ ରିଅଲମି ପକ୍ଷରୁ ଏହାର ପ୍ରଥମ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଏହି ପ୍ରଥମ ସ୍ମାର୍ଟଫୋନର ନାମ ରିଅଲମି ୧ ରଖାଯାଇଛି । ଏଥିରେ ୬ ଇଞ୍ଚର ଫୁଲ୍ ଏଚ୍ଡି ଡିସପ୍ଲେ ରହିଛ, ଯାହାକିି ଗ୍ରାହକମାନଙ୍କୁ ଅଭୂତପୂର୍ବ ଭିଡିଓ ଓ ଫଟୋ ଅନୁଭୁତି ପ୍ରଦାନ କରିବ । ବର୍ତ୍ତମାନ…

ଭାରତୀୟ ବଜାରରେ ପ୍ରବେଶ କଲା ନୋକିଆ ୬ (୨୦୧୮)

ଭାରତରେ ନୋକିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ନୋକିଆ ୬ (୨୦୧୮) ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିର ମୁଖ୍ୟ ବୈଶିଷ୍ଟ୍ୟଟି ହେଲା ଏହା ୪ଜିବି ରାମ ବିଶିଷ୍ଟ । ଏହାକୁ ଛାଡି ଦେଲେ ନୋକିଆ ୬ (୨୦୧୮) ଫୋନରେ ଥିବା ଅନ୍ୟ ସମସ୍ତ ଫଚର ଗୁଡିକ ନୋକିଆ ୬ ୩ଜିବି ରାମର ସ୍ମାର୍ଟଫୋନର…

ଟ୍ରାୟମ୍ଫର ପକ୍ଷରୁ ଟାଇଗର ୧୨୦୦ଏକ୍ସସିଏକ୍ସ ବାଇକ, ମୂଲ୍ୟ ୧୭ ଲକ୍ଷ

ସୁପର ବାଇକ ପ୍ରେମି ଯୁବବର୍ଗଙ୍କ ପାଇଁ ଟ୍ରାୟମ୍ପ ଆଣିଛି ଏହାର ନୂତନ ଷ୍ଟାଇଲିସ, ଦମଦାର ବେଗ ଏବଂ ଶକ୍ତି ସହ  ଟାଇଗର ୧୨୦୦ଏକ୍ସସିଏକ୍ସ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ରହିଥିବାବେଳେ ନୂତନ ଟାଇଗର ୧୨୦୦ଏକ୍ସସିଏକ୍ସ ଏପର୍ଯ୍ୟନ୍ତର ସମସ୍ତ ଟାଇଗର ମଡେଲ ମଧ୍ୟରେ ଅତ୍ୟାଧୁନିକ ମଡେଲ…

୬ ଲକ୍ଷ ମଧ୍ୟରେ ଥିବା କେତୋଟି ଉନ୍ନତ ସ୍ୱୟଂଚାଳିତ ହ୍ୟାଚବ୍ୟାକ କାର

୧- ମାରୁତି ସୁଜୁକି ସେଲେରିଓ –ଏହ ସେଲେରିଓ କାରଟିରେ ଏଏମଟି ଗିୟର ବକ୍ସ ସହିତ ଅଟୋମେଟିକ ବ୍ୟବସ୍ଥା ମଧ୍ୟ ରହିଛି । ଶୁଭାରମ୍ଭ ହେବାର ୧ ବର୍ଷ ପରେ, ମାରୁତି ସବୁଠାରୁ ଉନ୍ନତ ଅଫର ପ୍ରଦାନ କରିବାରେ ଶ୍ରେଷ୍ଠ । ଏହାର ଏଏମଟି ଗିୟର ବକ୍ସଟି ସରଳ ପରିବର୍ତ୍ତନ ହେବା ସହ ଉତ୍ତମ ଭାବରେ…