୬ ଲକ୍ଷ ମଧ୍ୟରେ ଥିବା କେତୋଟି ଉନ୍ନତ ସ୍ୱୟଂଚାଳିତ ହ୍ୟାଚବ୍ୟାକ କାର


୧- ମାରୁତି ସୁଜୁକି ସେଲେରିଓ –

ଏହ ସେଲେରିଓ କାରଟିରେ ଏଏମଟି ଗିୟର ବକ୍ସ ସହିତ ଅଟୋମେଟିକ ବ୍ୟବସ୍ଥା ମଧ୍ୟ ରହିଛି । ଶୁଭାରମ୍ଭ ହେବାର ୧ ବର୍ଷ ପରେ, ମାରୁତି ସବୁଠାରୁ ଉନ୍ନତ ଅଫର ପ୍ରଦାନ କରିବାରେ ଶ୍ରେଷ୍ଠ । ଏହାର ଏଏମଟି ଗିୟର ବକ୍ସଟି ସରଳ ପରିବର୍ତ୍ତନ ହେବା ସହ ଉତ୍ତମ ଭାବରେ କାର୍ଯ୍ୟକ୍ଷମ ହୋଇପାରିବ । ଏହାର ଭିତର ପାଶ୍ୱର କେବିନ ଇଣ୍ଟେରିୟର ଡିଜାଇନ ଦ୍ୱାରା ପ୍ରସ୍ତୁତ କରାଯାଇଥିବେଳେ ଏହା ସମ୍ପୂଣ୍ଣ ପିଟ ଡଲ ସଦୃଶ ଦେଖାଯାଏ ।
ସେଲେରିଓ ଏଏମଟି ମୂଲ୍ୟ
VXI AMT                                      ମୂଲ୍ୟ ୪.୯୬ ଲକ୍ଷ
VXI AMT(O)                                ମୂଲ୍ୟ ୫.୧୧ ଲକ୍ଷ
ZXI AMT                                      ମୂଲ୍ୟ ୫.୨୧ଲକ୍ଷ

୨- ମାରୁତି ସୁଜୁକି ୱାଗନାର –

ଏହି ୱାଗନାର କାରଟିରେ ଉଚ୍ଚରେ ବସିବାର କ୍ଷମତା, କମ୍ପପ୍ୟାକ୍ଟ ଆୟତନ ଏବଂ ଆଲୋକ ନିୟନ୍ତ୍ରଣ ବ୍ୟବସ୍ଥା ୱାଗନାରକୁ ସୁନ୍ଦର ଏବଂ ସରଳ କାର ରୂପେ ପ୍ରତିପାଦନ କରିଥାଏ । ଏହା ଇନ୍ଧନ ଉପବେୟତା ବହୁତ ଭଲ ରହିଥିବା କରାଣରୁ କାରଟି ଘରୋଇ ବ୍ୟବହାର ପାଇଁ ବେଶ ଉପଯୋଗୀ ଅଟେ । ଏହି ସବୁ ସୁବିଧା ରହିଥିବା ହେତୁ ଏହା ହାଇୱେ ଭେଇକେଲ ପାଇଁ ଅତ୍ୟନ୍ତ ଭଲ ଅଟେ ।
ୱାଗନାର ଏଏମଟି ମୂଲ୍ୟ
VXI AMT                                 ମୂଲ୍ୟ ୪.୯୨ ଲକ୍ଷ
VXI+ AMT                              ମୂଲ୍ୟ ୫.୨୦ ଲକ୍ଷ
VXI AMT (O)                          ମୂଲ୍ୟ ୫.୨୪ଲକ୍ଷ
VXI+ AMT (O)                       ମୂଲ୍ୟ ୫.୩୯ ଲକ୍ଷ

୩- ଡାଟସନ ରେଡିଗୋ –

ଡାଟସନ ରେଡିଗୋ ଏଏମଟ ଏକ ସୁନ୍ଦର ଡିଜାଇନର କାର । ଅଧିକ ଶକ୍ତିଶାଳୀ ୧.୦ ଲିଟର ଆଧାରରେ ଏହି ଏଏମଟି ଯାନରେ ପ୍ରସଂଶନୀୟ ରୂପରେ ଏକ କ୍ରିିପ ମୋଡ ଏବଂ ମାନୁଆଲ ମୋଡ ରହିଛି । ଯାହାକି ଚାଳକଙ୍କୁ ଏକ ସୁନ୍ଦର ଏବଂ ଆରମଦାୟକ ଚାଳନାର ଅନୁଭୂତି ପ୍ରଦାନ କରିବ ।

ରେଡିଗୋ ଏଏମଟିର ମୂଲ୍ୟ
T (O)                     ମୂଲ୍ୟ ୩.୯୬ ଲକ୍ଷ
S                             ମୂଲ୍ୟ ୪.୦୬ ଲକ୍ଷ

୪ -ରେନଲ୍ଟ କ୍ୱଇଡ –

କ୍ୱଇଡର ସ୍ୱୟଂଚାଳିତ ଭର୍ସନ କ୍ରିପ୍ ମୋଡ୍ ସହିତ ଉପଲବ୍ଧ ହେଉନାହିଁ ଓ ଏହା ମାନୁଆଲ୍ ସିଫ୍ଟ ପ୍ରଦାନ କରି ନଥାଏ । ଏହି ଗାଡ଼ି ଚଳାଇବାକୁ ହେଲେ ଆପଣଙ୍କୁ ଗାଡ଼ିଚାଳନା ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ଏଥିରେ ଟଚ୍ ସ୍କ୍ରିନ୍ ଓ ଡିଜିଟାଲ୍ ଡାଇଏଲ୍ସ ରହିଛି ।
କ୍ୱଇଡ ଏଏମଟିର ମୂଲ୍ୟ

RXL 1.0 AMT                     ମୂଲ୍ୟ ୩.୮୮ ଲକ୍ଷ
RXL 1.0 AMT (O)               ମୂଲ୍ୟ ୪.୩୫ ଲକ୍ଷ
Climber AMT                      ମୂଲ୍ୟ ୪.୬୦ ଲକ୍ଷ


Share It

Comments are closed.