Browsing Category
ପ୍ରଯୁକ୍ତି
ଏୟାରଟେଲ୍ ପ୍ରଦାନ କରୁଛି ସବୁଠୁ ଦ୍ରୁତ ୩ଜି/୪ଜି ଡାଉନଲୋଡ୍ ସ୍ପିଡ୍: ଓପୋନ୍ ସିଗନାଲ୍ ରିପୋର୍ଟ
ଭାରତର ଅଗ୍ରଣୀ ମୋବାଇଲ୍ କଂପାନି ଭାରତୀୟ ଏୟାଟେଲ୍ ଦେଶରେ ସବୁଠୁ ଦ୍ରୁତ ଗତିର ୩ଜି/୪ଜି ଡାଉନଲୋଡ୍ ସ୍ପିଡ୍ ପ୍ରଦାନ କରୁଛି । ଏହା ବେଗ ହେଉଛି ୭.୫୩ ଏମବିପିଏସ୍ । ନଭେମ୍ବର ମାସରେ ଏୟାରଟେଲର ଡାଉନଲୋଡ୍ ସ୍ପିଡ୍ ଅନ୍ୟମାନଙ୍କ ଠାରୁ ଅଧିକ ରହିଛି ବୋଲି ଓପୋନ୍ ସିଗନାଲ୍ ରିପୋର୍ଟରେ ଉଲ୍ଲେଖ…
ପ୍ରିପେଡ଼ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ ଆଣିଛି କମ୍ବୋ ରିଚାର୍ଜ ପ୍ୟାକ୍
ଭାରତର ଅଗ୍ରଣୀ ମୋବାଇଲ ଅପରେଟର, ଭାରତୀ ଏୟାରଟେଲ୍ ପକ୍ଷରୁ ଓଡ଼ିଶାରେ ଏହାର ପ୍ରିପେଡ଼ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ର କମ୍ବୋ ରିଚାର୍ଜ ପ୍ୟାକ୍ର ଘୋଷଣା କରାଯାଇଛି । ପ୍ରିପେଡ଼ ଗ୍ରାହକମାନେ କେତେକ ଲୋକପ୍ରିୟ ତଥା ବ୍ୟୟସାପେକ୍ଷ ପ୍ୟାକ୍ ଯେପରିକି- ଟ. ୩୫, ଟ. ୬୫, ଟ. ୯୫, ଟ. ୧୪୫ ଓ ଟ.୨୪୫…
ହାୟର ଇଣ୍ଡିଆ ପକ୍ଷରୁ “ଇଜି କନେକ୍ଟ” ଏଲ୍ଇଡି ଟେଲିଭିଜନ୍ ରେଞ୍ଜର ଶୁଭାରମ୍ଭ
ଘରୋଇ ଉପକରଣ ଓ କଞ୍ଜୁମର ଇଲେକ୍ଟ୍ରୋନିକ୍ସରେ ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ ହାୟର, ଏହି ପାର୍ବଣ ଋତୁରେ ଭାରତରେ ନୂତନ ରେଞ୍ଜର ସହଜରେ ସଂଯୋଗ ହୋଇପାରୁଥିବା ଏଲ୍ଇଡି ଟେଲିଭିଜନ୍ଗୁଡ଼ିକର ଶୁଭାରମ୍ଭ ଘୋଷଣା କରିଛି । ସ୍ମାର୍ଟ ସେୟାର ବୈଶିଷ୍ଟ୍ୟ ସହିତ ଏହି ଦୁଇଟି ନୂତନ ଏଲ୍ଇଡି ଟିଭି ମଡେଲ୍…
ନୋକିଆ ୩.୧ ପ୍ଲସ୍ ଓ ନୋକିଆ ୮୧୧୦ର ଶୁଭାରମ୍ଭ
ଏଚଏମଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୋକିଆ ୩.୧ ପ୍ଲସ୍ ଓ ନୋକିଆ ୮୧୧୦ର ଶୁଭାରମ୍ଭ କରାଯାଇଛି । ନୋକିଆ ୩.୧ ପ୍ଲସ୍ର ମୂଲ୍ୟ ୧୧,୪୯୯ ଟଙ୍କା ରଖାଯାଇଥିବାବେଳେ, ଏହା ୧୯ ଅକ୍ଟୋବର ୨୦୧୮ରୁ ଭାରତର ଅଗ୍ରଣୀ ରିଟେଲର୍ ଓ ନୋକିଆ.କମ୍/ଫୋନ୍ସରେ ଉପଲବ୍ଧ ହେଉଛି । ସେହିପରି ନୋକିଆ ୮୧୧୦ ମାତ୍ର…
ବଜାରରେ ସାଓମିର ନୂତନ ରେଞ୍ଜର ଏମଆଇ ଟିଭି ଏବଂ ଇକୋସିଷ୍ଟମ
ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ସାଓମି ପକ୍ଷରୁ ନୂତନ ରେଞ୍ଜର ସ୍ମାର୍ଟ ଟିଭି ସହିତ ବିସ୍ତୃତ ସ୍ତରର ଇକୋସିଷ୍ଟମ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏମଆଇ ଏଲଇଡି ସ୍ମାର୍ଟ ଟିଭି ପ୍ରୋ ସିରିଜ ତିନୋଟି ଟେବଲ ଭାରିଆଣ୍ଟ ତଥା ଏମଆଇ ଏଲଇଡି ଟିଭି ୪ ପ୍ରୋ (୫୫), ଏମଆଇ ଏଲଇଡି ଟିଭି ୪ଏ ପ୍ରୋ…
ଭାରତରେ ଶୁଭାରମ୍ଭ ହେଲା ମୋଟୋରୋଲାର ନୂତନ ୱାନ ପାୱାର ଡ଼ିଭାଇସ୍
ଏହାର ୯୦ ବର୍ଷର ମୋବାଇଲ ସ୍ୱିକୃତୀପ୍ରାପ୍ତ ମୋଟୋରୋଲା ପକ୍ଷରୁ ଭାରତରେ ଏହାର ପ୍ରଥମ ଆଣ୍ଡ୍ରଏଡ ୱାନ ଉପକରଣ, ମୋଟୋରାଲା ୱାନ ପାୱାରର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ ଗ୍ରାହକମାନଙ୍କୁ ସ୍ମାର୍ଟ, ସୁରକ୍ଷିତ ଏବଂ ସରଳ ଆକର୍ଷଣୀୟ ଆଣ୍ଡ୍ରଏଡ ୱାନ ସଫ୍ଟଓୟାର ଅନୁଭୂତି ପ୍ରଦାନ କରୁଛି ।…
ଭାରତରେ ଓପୋ ଏଫ୯ର ଶୁଭାରମ୍ଭ
ସେଲଫି ଏକ୍ସପର୍ଟ ଓପୋ ପକ୍ଷରୁ ଏହାର ନୂତନ ଫୋନ ଓପୋ ଏଫ୯ର ଶୁଭାରମ୍ଭ କରାଯାଇଛି । ଗତ ମାସରେ ଶୁଭାରମ୍ଭ ହୋଇଥିବା ନୂତନ ଫୋନ୍ ଓପୋ ଏଫ୯ ପ୍ରୋର ସଫଳତା ପରେ କମ୍ପାନୀ ଏହି ଫୋନ୍କୁ ଗ୍ରାହକମାନଙ୍କ ପାଇଁ ବଜାରରେ ଉପଲବ୍ଧ କରାଇବାକୁ ନିଷ୍ପତି ନେଇଛି ।
ଏଫ୍ ସିରିଜର ଏହି ନୂତନ ସଂସ୍କରଣଟି ୬.୩…
ନୂତନ ମୋଟୋ ଜି୬ ପ୍ଲସର ଶୁଭାରମ୍ଭ
ଅଗ୍ରଣୀ ମୋବାଇଲ ନିର୍ମାତା ମୋଟୋରୋଲା ପକ୍ଷରୁ ସମ୍ପୁର୍ଣ୍ଣ ନୂତନ ମୋଟୋ ଜି୬ ପ୍ଲସର ଶୁଭାରମ୍ଭ କରାଯାଇଛି, ଯାହାକି ମାତ୍ର ୨୨,୪୯୯ ଟଙ୍କାରେ ଉପଳବ୍ଧ । ଏହା ଅତ୍ୟାଧୁନିକ କ୍ୟାମେରା କୌଶଳରୁ ତୀବ୍ର ଚାର୍ଜିଙ୍ଗ ପର୍ଯ୍ୟନ୍ତ ଶ୍ରେଷ୍ଠ ସ୍ମାର୍ଟଫୋନ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ପ୍ରତ୍ୟେକ…
ମୋବିଷ୍ଟାର ପକ୍ଷରୁ ଭୁବନେଶ୍ୱରରେ ସେଲଫି ସ୍ମାର୍ଟଫୋନ୍ ସୃଙ୍ଖଳାର ଶୁଭାରମ୍ଭ
ଆନ୍ତର୍ଜାତୀକ ସ୍ମାର୍ଟଫୋନ୍ ବ୍ରାଣ୍ଡ, ମୋବିଷ୍ଟାର ଓଡ଼ିଶାରେ ଅଫଲାଇନ୍ ବଜାରରେ ଏହାର ୫ଟି ସେଲଫି କେନ୍ଦ୍ରିତ ସ୍ମାର୍ଟଫୋନ୍ ସହିତ ବଜାର ପ୍ରବେଶ କରିଛି । ଏଥିସହିତ ମୋବିଷ୍ଟାରର ନୁତନ ରେଞ୍ଜ ମଧ୍ୟରେ ସି୧ ଲାଇଟ, ସି୧, ସି୨, ଇ୧ ସେଲଫି ଏବଂ ଏକ୍ସ୧ ଡ଼ୁଆଲ୍ ଅନ୍ତର୍ଭୂକ୍ତ । ଓଡ଼ିଶାରେ ଏହାର…
ଏବେ ଜିଓ ଫୋନରେ ବି ଆପଣ ପାଇପାରିବେ ହ୍ୱାଟସ ଆପ
ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ଅଟନ୍ତି, ଯେଉଁମାନେ ହ୍ୱାଟସ ଆପକୁ ଅପେକ୍ଷା କରିଥିଲେ ତେବେ ସେମାନଙ୍କ ପାଇଁ ଏକ ଖୁସିର ଖବର । ଜିଓ ଫୋନରେ ବର୍ତ୍ତମାନ ହ୍ୱାଟସ ଆପ ଆସିଯାଇଛି । ଏବେ ଆପଣମାନେ ଜିଓର ୧୫୦୦ ଟଙ୍କିଆ ସ୍ମାର୍ଟଫୋନ ଏବଂ ନୂଆ ଜିଓ ଫୋନ ୨ରେ ହ୍ୱାଟସ ଆପ ବ୍ୟବହାର କରିପାରିବେ ।…