Browsing Category
ପ୍ରଯୁକ୍ତି
ଡିଜିଟାଲ ସଲ୍ୟୁସନ ଆଣିବା ଲାଗି ଏୟାରଟେଲ ପେମେଂଟ ବ୍ୟାଙ୍କ ଓ ମାଷ୍ଟରକାର୍ଡ ସହବନ୍ଧିତ
ଭୁବନେଶ୍ୱର: ସମଗ୍ର ଅଣବ୍ୟାଙ୍କ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ (ଏପିବିଏଲ) କୃଷକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରିଟେଲ ଗ୍ରାହକମାନଙ୍କୁ ଯୋଗାଇଦିଆଯାଉଥିବା କଷ୍ଟମାଇଜଡ ଉତ୍ପାଦଗୁଡ଼ିକର ବିକାଶ ଲାଗି ଭାରତର ପ୍ରଥମ ପେମେଂଟ ବ୍ୟାଙ୍କ, ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ଲୋବାଲ ପେମେଂଟ ଜଗତର ଅଗ୍ରଣୀ…
ଟ୍ରୁକଲର ବର୍ତମାନ ସମ୍ପୁର୍ଣ୍ଣ ନୂତନ ଅପଡେଟ ସହ ଯୋଗାଯୋଗକୁ କରିଛି ଖୁବ୍ ସହଜ
ଭୁବନେଶ୍ୱର: ଟ୍ରୁକଲର୍ ବିଶ୍ୱବ୍ୟାପୀ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଉପଭୋକ୍ତାଙ୍କ ପାଇଁ ଏହାର ଆପ୍ର ଏକ ସମ୍ପୂର୍ଣ୍ଣ ନୂତନ ରିଡିଜାଇନ୍ ଜାରି କରିଛି । ଏହି ନୂତନ ସଂସ୍କରଣ ସହ ଟ୍ରୁକଲର୍ ଆପଣଙ୍କ କଲ୍ ହିଷ୍ଟ୍ରୀ, ଏସ୍ଏମ୍ଏସ୍ ଓ ଇନ୍ଷ୍ଟାଂଟ୍ ମେସେଜ୍ ବାର୍ତାଳାପକୁ ଏକ ସିଙ୍ଗଲ୍ ଟ୍ୟାବ୍, ନୂତନ…
ମୋଟୋରୋଲା ପକ୍ଷରୁ ନୂତନ ମୋଟୋ ଜି୮ ପାୱାର ଲାଇଟ୍ର ଶୁଭାରମ୍ଭ
ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ଉତ୍ପାଦକତାକୁ ସକ୍ଷମ କରିବା ପାଇଁ ସ୍ମାର୍ଟଫୋନ୍ ଓ ଟେକ୍ନୋଲୋଜି ଉତ୍ପାଦଗୁଡିକର ବ୍ୟବହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ମୋଟୋରୋଲାର ଜି ପରିବାର ସବୁବେଳେ ଗ୍ରାହକଙ୍କ ପାଇଁ ପ୍ରିମିୟମ ଫିଚର ଡେଲିଭର କରିଆସିଛି,…
ଏୟାରଟେଲ ବିଜନେସ ପକ୍ଷରୁ ‘ୱାର୍କ ଆଟ୍ ହୋମ ସେବା’ର ଶୁଭାରମ୍ଭ
ଭୁବନେଶ୍ୱର: ଯେହେତୁ ବର୍ତମାନ ଘରୁ ରହି କାର୍ଯ୍ୟ କରିବା ଲକ୍ଷ ଲକ୍ଷ ଭାରତୀୟ ବୃତିଧାରୀଙ୍କ ପାଇଁ ଏକ ସ୍ୱାଭବିକ କାର୍ଯ୍ୟରେ ପରିଣତ ହୋଇଛି , ତେଣୁ ଏହି ଉଦ୍ୟୋଗଗୁଡ଼ିକ ପାଇଁ ଭାରତୀ ଏୟାରଟେଲର ବିଟୁବି –ଏୟାରଟେଲ ବିଜନେସ ପକ୍ଷରୁ ୱାର୍କ ଆଟ୍ ହୋମ ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ…
ଦେଶରେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବେ ରୋବର୍ଟ: ମାସ୍କ ପିନ୍ଧୁନଥିବା ଲୋକଙ୍କୁ କରିପାରିବେ ଚିହ୍ନଟ
ଦେଶରେ ଚାଲିଥିବା କରୋନା ସଂକଟ ମଧ୍ୟରେ ରାଜସ୍ଥାନରୁ ଏକ ଭଲ ଖବର ଆସିଛି । ଜୟପୁର ସ୍ଥିତ କମ୍ପାନୀ କ୍ଲବ ଫର୍ଷ୍ଟ ପକ୍ଷରୁ ଏଭଳି ରୋବର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଏହି ସମୟରେ ଅନେକ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବେ । ଏହି ରୋବର୍ଟଗୁଡ଼ିକ ନା କେବଳ ଥର୍ମାଲ ସ୍କ୍ରିନିଙ୍ଗ…
ଏୟାରଟେଲ ଡିଜିଟାଲ ଟିଭିରେ ‘ମାଲ୍ଗୁଡ଼ି ଡେଜ୍’
ଭୁବନେଶ୍ୱର: ଭାରତର ଏକ ଅଗ୍ରଣୀ ଡିଟିଏଚ ସେବା ପ୍ରଦାନକାରୀ, ଏୟାରଟେଲ ଡିଜିଟାଲ ପକ୍ଷରୁ ଆଇଏନ୧୦ ମିଡିଆ ଦ୍ୱାରା ଏକ ପ୍ରିମିୟମ ଓଟିଟି ପ୍ଲାଟଫର୍ମ, ଏପିକ୍ ଅନ୍-ଇଣ୍ଡିଆଜ ଷ୍ଟୋରୀଟେଲରସ୍ ସହିତ ଏକ ସ୍ୱତନ୍ତ୍ର ସହଯୋଗୀତାର ଘୋଷଣା କରାଯାଇଛି । ଏହି ସହଯୋଗୀତାର ଅଂଶ ବିଶେଷ ଭାବେ ଏୟାରଟେଲ…
ହ୍ୱାଟସଆପ ଆଣିଲା ନୂଆ ଫିଚର, ଏକା ସାଙ୍ଗେ ୫୦ ଜଣଙ୍କ ସହ କରନ୍ତୁ ଭିଡିଓ କଲିଂ
ହ୍ୱାଟସଆପରେ ୟୁଜର୍ସଙ୍କୁ ନୂଆ ଦମଦାର ଫିଚର ଫେସବୁକ ପକ୍ଷରୁ ପ୍ରଦାନ କରାଯାଉଛି, ଯେଉଁଥିରେ ଭିଡିଓ କଲିଂର ମଜା ଅନେକ ଗୁଣାରେ ବଢିଯିବ । ସୋସିଆଲ ମିଡିଆ କମ୍ପାନୀ ଫେସବୁକ ପକ୍ଷରୁ ଏକ ନୂଆ ‘ମେସେଞ୍ଜର ରୁମ’ ୟୁଜର୍ସଙ୍କୁ ପାଇଁ ରୋଲ ଆଉଟ କରାଯାଇଛି । ହ୍ୱାଟସ୍ଆପରେ ମଧ୍ୟ ୟୁଜର୍ସଙ୍କୁ…
ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ସର୍ଭିସ୍ ଅଭିଯାନର ଘୋଷଣା
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏହାର ସମସ୍ତ ଡିଲର୍ ନେଟ୍ୱର୍କରେ ଥିବା ଗ୍ରାହକମାନଙ୍କ ପାଇଁ ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ ସର୍ଭିସ୍ ଅଭିଯାନର ଘୋଷଣା କରାଯାଇଛି । ବିଏମଡବ୍ଲୁ ଗ୍ରାହକମାନେ ଏବେ ବ୍ୟାପକ ଆଫ୍ଟର୍ସେଲ୍ସ ସର୍ଭିସେସ୍, ପ୍ରି-ମନ୍ସୁନ୍ ଓ…
ମୋବାଇଲ ଗେମ ପ୍ରେମୀ ମାନଙ୍କ ପାଇଁ ଦମଦାର ସ୍ମାର୍ଟଫୋନ୍
ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ, ରିଅଲ୍ମି ପକ୍ଷରୁ ଆଜି ଏହାର ଏକ ନୂତନ ପ୍ରଦର୍ଶନ କୈନ୍ଦ୍ରିକ ସିରିଜ୍ - ନାର୍ଜୋ ୧୦ ସିରିଜ୍ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ନାର୍ଜୋ ୧୦ ଓ ନାର୍ଜୋ ୧୦ଏ ସ୍ମାର୍ଟଫୋନ୍ ସାମିଲ ରହିଛି । ଏହା ବଜେଟ୍ ଓ ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ସହ…
ସରକାରଙ୍କ ଚେତାବନୀ ସତ୍ୱେ ଭାରତରେ ସର୍ବାଧିକ ଡାଉନଲୋଡ଼ ହୋଉଛି ଜୁମ ଆପ୍
ଚଳିତ ଲକଡାଉନ ସମୟରେ ଜୁମ ଆପ୍ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ରେ ପରିଣତ ହୋଇଛି । ଦୁନିଆର ପ୍ରାୟତଃ ଦେଶର ସ୍କୁଲଗୁଡ଼ିକରେ କ୍ଲାସ ଜୁମ ଆପ ମାଧ୍ୟମରେ ହିଁ ଚାଲୁ ରହିଛି । କିନ୍ତୁ ଭାରତ ଜୁମ ଆପ୍ର ସବୁଠାରୁ ବଡ଼ ବଜାରରେ ପରିଣତ ହୋଇଛି । ଜୁମ୍ ଭିଡିଓ କଲିଙ୍ଗ ଆପ୍କୁ ଭାରତରେ…