Browsing Category

ପ୍ରଯୁକ୍ତି

ଡ୍ରାଗନକୁ ପୁଣି ଝଟକା: ଜାଓମି ସମେତ ୯ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ୍ କଲା ଆମେରିକା

ଚୀନକୁ ପୁଣି ଝଟକା ଦେଇଛି ଆମେରିକା । ଗୁରୁବାର ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ୍ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ କରିଛି । ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ଜାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଜୁନ୍…

ଆଇଟେଲ୍‌ର ଫିଟ ଥର୍ମୋ ଏଡିସନ ଫୋନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବର୍ତ୍ତମାନର ମହାମାରୀ ସମୟରେ ଭାରତର ବୃହତ ଜନସମୁଦାୟଙ୍କ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଂଚର ଆବଶ୍ୟକତାକୁ ଚିହ୍ନଟ କରି ଏକ ଟେକ୍ନୋଲୋଜି ନବପ୍ରବର୍ତକ ଭାବେ ଆଇଟେଲ୍ ଆଇଟି୨୧୯୨ଟି ଥର୍ମୋ ଏଡିସନର ଶୁଭାରମ୍ଭ କରିଛି । ଏହା ହେଉଛି ପ୍ରବେଶ ବର୍ଗରେ ପ୍ରଥମ ଫୋନ ଯାହାକି ଯେକୌଣସି ସମୟ…

ପେଟିଏମ ଲଂଚ କଲା ନୂଆ ପର୍ସନାଲ ଲୋନ ସର୍ଭିସ :ବର୍ଷର ଯେକୌଣସି ସମୟରେ ମାତ୍ର ୨ ମିନିଟରେ ମିଳିବ ଋଣ

ଦେଶର ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ ସେବା ପ୍ଲାଟଫର୍ମ ପେଟିଏମ୍ (Paytm) ଇନଷ୍ଟାଣ୍ଟ ପର୍ଶନାଲ୍ ଲୋନ ସେବା ଆରମ୍ଭ କରିଛି। ପେଟିଏମ୍ ର କ୍ରେଡିଟ୍ ସେବାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଛି | ପେଟିଏମର ଏହି ସେବାର ଲାଭ ବର୍ଷର ଯେକୌଣସି ସମୟରେ ମିଳିପାରିବ,…

ବୋଶ ପାୱାର ଲିମିଟେଡ ଟୁଲସ ପକ୍ଷରୁ ବିକନେକ୍ଟେଡର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ଏବଂ ଅଭିଜ୍ଞତାକୁ ବଡ଼ାଇବାର ଲକ୍ଷ ସହିତ ବୋଶ ପାୱାର ଟୁଲ୍ ପକ୍ଷରୁ ଏହାର ଏକ ନୂଆ କ୍ୟୁଆର କୋଡ଼ ଆଧାରିତ ୱେବ ଆପ୍ଲିକେସନ, ବିକନେକ୍ଟେଡ୍‌ର ଶୁଭାରମ୍ଭ କରିଯାଇଛି । ଏହାଦ୍ୱାରା ପ୍ରତ୍ୟେକ ପାୱାର ଟୁଲରେ ଏହି କ୍ୟୁଆର କୋର୍ଡ ସ୍କାନିଙ୍ଗ କରିବା ଦ୍ୱାରା ଜଣେ…

ଭାରତରେ ଭଏସ୍ କଲ୍ ପାଇଁ ଆଇୟୁସି ବ୍ୟବସ୍ଥା ସମାପ୍ତ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିର୍ଦେଶାନୁସାରେ ବିଲ୍ ଓ କିପ୍ ନିୟମକୁ ୨୦୨୧ ଜାନୁଆରି ପହିଲାରୁ ଦେଶରେ କାର୍ଯ୍ୟକାରୀ କରାଯାଉଛି, ତେଣୁ ଦେଶ ଭିତରେ ଭଏସ୍ କଲ୍ ଉପରେ ଲାଗୁ ହେଉଥିବା ଇଟଂରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ସମାପ୍ତ ହୋଇଛି । ଆଇୟୁସି ଶୁଳ୍କ …

ରିଅଲ୍‌ମି ପକ୍ଷରୁ ଷ୍ଟାଇଲିସ୍ ସ୍ମାର୍ଟୱାଚ୍ ରିଅଲ୍‌ମି ୱାଚ୍ ଏସ୍ ସିରିଜ୍ ଉନ୍ମୋଚିତ

ଭୁବନେଶ୍ୱର: ରିଅଲ୍‌ମି ଏହାର ଏଆଇଓଟି ପୋର୍ଟଫୋଲିଓରେ ନୂଆ ରିଅଲ୍‌ମି ୱାଚ୍ ଏସ୍ ସିରିଜ୍‌ର ଶୁଭାରମ୍ଭ ସହିତ ପ୍ରିମିୟମ ସ୍ମାର୍ଟୱାଚ୍ ସେଗ୍‌ମେଂଟ୍‌ରେ ପ୍ରବେଶ କରିଛି । ରିଅଲ୍‌ମିର ସ୍ମାର୍ଟୱାଚ୍ ହେଉଛି ଷ୍ଟାଇଲ ଓ ସ୍ପୋର୍ଟର ଉପଯୁକ୍ତ ସମ୍ମିଶ୍ରଣ, ଯାହାକି ଯୁବ ପିଢିଙ୍କ ଉତ୍ସାହକୁ ସ୍ୱଚ୍ଛ…

କଣ ଆସନ୍ତା ଜାନୁଆରୀରୁ ଏହି ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ?

୨୦୨୧ ର ଆରମ୍ଭ ସହିତ କିଛି ପୁରୁଣା ସ୍ମାର୍ଟଫୋନରେ କାମ ବନ୍ଦ କରିପାରେ ହ୍ବାଟସ୍ ଆପ୍ | ୧ ଜାନୁୟାରୀ ୨୦୨୧ ଠାରୁ, କମ୍ପାନୀ କିଛି ପୁରୁଣା ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଠାରୁ ଏହାର ସପୋର୍ଟ ଶେଷ କରିବାକୁ ଯାଉଛି | ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ସାମସଙ୍ଗ ଗାଲାକ୍ସି S2 ଅଛି କିମ୍ବା ଆପଣ…

ଆସୁଛି ହ୍ୱାଟ୍ସଆପର ନୂଆ ଫିଚର: ଏବେ ନିଜ ଡେସ୍କଟପରେ କରିହେବ ଭିଡିଓ ଓ ଅଡିଓ କଲ୍

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଲଂଚ କରୁଛି ଯେଉଁଠାରେ ଉପଭୋକ୍ତା ସେମାନଙ୍କର ଡେସ୍କଟପ୍ ସ୍କ୍ରିନରେ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ | କମ୍ପାନୀ ବହୁ ଦିନ ହେଲା ଏହି ଫିଚର୍ସର ଟେଷ୍ଟିଙ୍ଗ କରୁଛି। କମ୍ପାନୀ ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ ଆଣିପାରେ ।…

ଓଡ଼ିଶାରେ କ୍ଷୁଦ୍ର ବ୍ୟବସାୟ, କାର୍ଯ୍ୟରତ ପ୍ରଫେସନାଲ ଏବଂ ଶିକ୍ଷାନୁଷ୍ଠାନଙ୍କ ପାଇଁ ଡିଜିଟାଲ ଲାଇଫଲାଇନ ପାଲଟିଛି…

ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ…

ଏୟାରଟେଲ ପକ୍ଷରୁ କଷ୍ଟମର ଆଡଭାଇଜରି ବୋର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀ ଏୟାରଟେଲର ବିଟୁବି ୟୁନିଟ, ଏୟାରଟେଲ ବିଜନେସ ପକ୍ଷରୁ ଏହାର କଷ୍ଟମର ଆଡ୍‌ଭାଇଜର୍ ବୋର୍ଡର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଏହାର ଉତ୍ପାଦ ବିକାଶ ଯାତ୍ରାରେ ନିଜର ଗ୍ରାହକମାନଙ୍କୁ ସମାନ ଷ୍ଟେକହୋଲଡର କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ବୋର୍ଡରେ ଏୟାରଟେଲର ବିଭିନ୍ନ…