Browsing Category
ଜୀବନ ଚର୍ଯ୍ୟା
ଶରୀର ପାଇଁ କ୍ଷତିକାରକ ହୋଇପାରେ ମାତ୍ରାଧିକ ଜଳପାନ
ଜଳ ଆମପାଇଁ ଅତ୍ୟନ୍ତ ଦରକାରୀ ଅଟେ । କିନ୍ତୁ ଯଦି ଆପଣ ଶୋଷ ଲାଗୁନଥିଲେ ମଧ୍ୟ ପାଣି ପିଉଛନ୍ତି ତେବେ ସେ ଅଭ୍ୟାସକୁ ଛାଡ଼ିଦିଅନ୍ତୁ । ଯେତେବେଳେ ଆପଣଙ୍କୁ ଶୋଷ ଲାଗେ ସେତେବେଳେ ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣର ଜଳ ମିଳିଯାଇଥାଏ । ମାତ୍ର ଶୋଷ ଲାଗୁନଥିବା ସମୟରେ ଜଳପାନ ଦ୍ୱାରା ଆମ ଶରୀରରେ…
ବାସ୍ତୁର ଏହି ସଂକେତକୁ ଅଣଦେଖା କରନ୍ତୁ ନାହିଁ
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଯଦି ବାସ୍ତୁ ସମ୍ଭନ୍ଧିତ କିଛି ଦୋଷ ରହିଥାଏ ତେବେ ତାହା ଘରେ ନକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଘରେ ଏମିତି ଅନେକ ଜିନିଷ ରହିଥାଏ ଯାହାକୁ ଆମେ ଅଣଦେଖା କରିଦେଉ ଆଉ ତାହାହିଁ ଆମ ଜୀବନରେ ଦୁଖ ଏବଂ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହି ନିୟମ ଗୁଡ଼ିକର ପାଳନ…
ଘରୋଇ ଉପଚାର ଦ୍ୱାରା କିପରି ରଖିବେ ଆଇବ୍ରୋକୁ ସୁନ୍ଦର, ଜାଣନ୍ତୁ
ଆଇବ୍ରୋ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ଯଦି ଆପଣଙ୍କ ଆଇବ୍ରୋ ଠିକ ସେପରେ ରହେ ତେବେ ଆପଣଙ୍କ ଆଖି ସୁନ୍ଦର ଦେଖାଯାଏ । ଆଖି ଚାରିପାଖର ତ୍ୱଚା ବହୁତ କୋମଳ ହୋଇଥାଏ । ଏଣୁ ଏହି ସ୍ଥାନରେ କୌଣସି କେମିକାଲର ବ୍ୟବହାର ନକରି ପ୍ରାକୃତିକ ଉପାଦାନ ର ବ୍ୟବହାର କରିବା ଉଚିତ । ତେଣୁ…
କିପରି ନେବେ ଶିଶୁ ଚର୍ମର ଯତ୍ନ , ଆସନ୍ତୁ ଜାଣିବା
ଶିଶୁମାନଙ୍କ ଚର୍ମ ବହୁତ କୋମଳ ଥାଏ ତେଣୁ ପ୍ରାପ୍ତବୟସ୍କଙ୍କ ତୁଳନାରେ ସେମାନଙ୍କ ଚର୍ମକୁ ନେଇ ଅଧିକ ଚିନ୍ତା କରାଯାଏ । ପାଣିପାଗରେ ପରିବର୍ତନ ମଧ୍ୟ ଆପଣଙ୍କ ଚର୍ମର ସମ୍ବେଦନଶୀଳତାକୁ ପ୍ରଭାବିତ କରିଥାଏ । ଗରମ, ଥଣ୍ଡା କିମ୍ବା ବର୍ଷା, ପ୍ରତିଟି ପାଗ ଆପଣଙ୍କ ଶିଶୁଙ୍କୁ ଭିନ୍ନ ଭିନ୍ନ…
ସୌନ୍ଦର୍ଯ୍ୟ ବୃଦ୍ଧିର ସରଳ ଉପାୟ
ପୁରୁଷଙ୍କ ଅପେକ୍ଷା ମହିଳାମାନେ ସୌନ୍ଦର୍ଯ୍ୟ ପ୍ରତି ଅଧିକ ସଚେତନ ହୋଇଥାନ୍ତି । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଓ ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମାନେ ବିଭିନ୍ନ ପ୍ରୟାସ କରିଥାନ୍ତି । ପାର୍ଲର ଯିବା ଠାରୁ ଆରମ୍ଭ କରି ବହୁ ଦାମୀ କସମେଟିକ୍ ଜିନିଷ କିଣି ବ୍ୟବହାର କରିଥାନ୍ତି । କିନ୍ତୁ ଘରେ…
ସ୍ୱାମୀ ମିଛ କହୁଛନ୍ତି କି ନାହିଁ, ଜାଣିବେ କିପରି ?
ଅଧିକାଂଶ ସ୍ତ୍ରୀଙ୍କ ମନରେ ସନ୍ଦେହ ରହିଥାଏ ଯେ, ସେମାନଙ୍କ ପତି ସେମାନଙ୍କୁ ମିଛ କହୁଛନ୍ତି ବୋଲି । ସତ ଜାଣିବାକୁ ସେମାନେ ଯଥା ସାଧ୍ୟ ବିଭିନ୍ନ ପ୍ରୟାସ କରିଥାନ୍ତି । ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥିଲେ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଦେଉଛୁ ଯାହା ଦ୍ୱାରା ଆପଣଙ୍କ ପତି ମିଛ…
ପେଟର ସମସ୍ୟା ଦୂରକରିଵାରେ ଜିରା ଅତି ଉପକାରୀ
ଜିରା ନିତିଦିନିଆ ମସଲାରେ ବ୍ୟବହାର ହୋଇଥାଏ । ଏହା ହଜମ, ମୋଟାପଣ, ନିଦ୍ରା ଜନିତ ସମସ୍ୟା, ଶ୍ୱାସକ୍ରିୟାରେ ଅସୁବିଧା ଦୂର କରିବା ପାଇଁ ଉପକାରୀ । ଜିରାରେ ପ୍ରଚୁର ମାତ୍ରାରେ େଓøଷଧୀୟ ଗୁଣ ରହିଛି । ଏହା ପେଟ ସମସ୍ୟା ସହିତ ଶରୀରର କିଛି ସମସ୍ୟା ତଥା ମୋଟାପଣ ଦୂର କରିବା, ଖାଦ୍ୟ ହଜମ…
ଲିପଷ୍ଟିକର ରଙ୍ଗରୁ ଜାଣିହେବ ବ୍ୟକ୍ତିର ସ୍ୱଭାବ
ବର୍ତ୍ତମାନ ଲିପଷ୍ଟିକ ଲଗାଇବା ଏକ ପ୍ରକାରର ଫ୍ୟାସନ ହୋଇଯାଇଛି । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଲିପଷ୍ଟିକ ରଙ୍ଗ ଲଗେଇବାକୁ ପସନ୍ଦ କରିଥାନ୍ତି । ଜାଣନ୍ତି କି ଆପଣଙ୍କର ଏହି ଲିପଷ୍ଟିକର ରଙ୍ଗ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଭିନ୍ନ ଭିନ୍ନ ବର୍ଣ୍ଣନା କରିଥାଏ । ଆସନ୍ତୁ ଜାଣିବା କଣ…
ମଧୁମେହ ରୋଗ ନିୟନ୍ତ୍ରଣ କରିବା ପାଇଁ ୫ଟି ଉପାୟ
ଯୁବ ସମୟ - ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଯାଇଛି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ଥାଏ । ଅନେକ ରୋଗର ଉତ୍ପତି ଏହିଠାରୁ ହିଁ ହୋଇଥାଏ । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।
• ନିଶା, ଧୂମ୍ର ଓ ତମାଖୁ ସେବନଠାରୁ ଦୂରେଇ…
ଘରେ ପିମ୍ପୁଡିଙ୍କ ଠାରୁ ମୁକ୍ତି ପାଇବାର ୫ଟି ଉପାୟ
ଛୋଟ ହେଲେ ମଧ୍ୟ ଘରେ ଘରେ ପିମ୍ପୁଡିଙ୍କ ଉପସ୍ଥିତି ସମସ୍ତଙ୍କୁ ବିଚଳିତ ଏବଂ ବ୍ୟସ୍ତ କରିଥାଏ । ସେମାନେ ଘରର ଯେକୌଣସି ସ୍ଥାନରେ ନିଜର ବଂଶ ବିସ୍ତାର କରିଦେଇଥାନ୍ତି ବିଶେଷକରି ରୋଷେଇ ଘରେ । ରୋଷେଇ ଘରେ କିଛି ସାମଗ୍ରୀ କିମ୍ବା ଖାଦ୍ୟ ପଦାର୍ଥରେ ଏମାନଙ୍କ ବିସ୍ତାର ଖୁବ ଚିନ୍ତାରେ ପକାଇଥାଏ…