Browsing Category
ଖବର
ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୦୫୫୧ କରୋନା ପଜିଟିଭ୍
ଉପରତଳ କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ କମିଲା ପରେ ପୁଣି ବଢିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି କାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୨୦ ହଜାର ଟପିଛି ।
ଏହା ମଧ୍ୟରେ ଗତ ୨୪…
ପରଲୋକରେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ
ହିନ୍ଦୀ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ହୃଦଘାତ ଜନିତ ଅସୁସ୍ଥତା ହେତୁ ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କର…
ଇଡି ଦ୍ୱାରା ସିଲ ହେଲା ନ୍ୟାସନାଲ ହେରାଲ୍ଡ ଅଫିସ
ଅର୍ଥ ହେର ଫେର ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଡି ପ କ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ସମେତ ୧୨ଟି ସ୍ଥାନରେ ରେଡ ପଡିଥିବା ବେଳେ ଇଡି ଆଜି ଏହାକୁ ସିଲ କରାଯାଇଛି ।
ଏଥିରେ ଜଡିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ…
କେନ୍ଦ୍ର ସରକାରଙ୍କ ଘେଷଣା, ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଗିବ ନାହିଁ ବିଭିନ୍ନ ସ୍ମାରକୀ, ମ୍ୟୁଜିୟମ, ସଂଗ୍ରହାଳୟର ପ୍ରବେଶ…
ବିଶ୍ୱର ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସ୍ୱାଧିନତାର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଏଥି ପାଇଁ ସମଗ୍ର ଭାରତରେ ଆଜାଦୀକି ଅମୃତ ମହୋତ୍ସବ, ହର ଘର ତ୍ରିରଙ୍ଗା ଦିବସ ପାଳନ ହେବାକୁ ଯାଉଛି । ହର ଘର ତ୍ରିରଙ୍ଗା ଦିବସ ଅଗଷ୍ଟ ୨ରୁ ୧୫ ପ ର୍ଯ୍ୟନ୍ତ ପାଳନ ହେବାକୁ ଯାାଉଛି ।
ଏଥି ପାଇଁ…
ଓଡିଶାରେ ଚିହ୍ନଟ ହେଲେ ୯୨୦ ନୂଆ କରୋନା ସଂକ୍ରମିତ
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୯୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୬,ସଙ୍ଗରୋଧରୁ ୫୩୮ ଓ ସ୍ଥାନୀୟ ୩୮୨। ୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧,ବାଲେଶ୍ୱର ୧୭,ବରଗଡ ୫୪, ଭଦ୍ରକ ୪, ବଲାଙ୍ଗୀର ୩୭, ବୌଦ୍ଧ…
ଚିଲିରେ ବିଶାଳକାୟ ରହସ୍ୟମୟ ଗର୍ତ୍ତ, ଆତଙ୍କିତ ଅଞ୍ଚଳବାସୀ
ଚିଲିରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ସମଗ୍ର ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଗର୍ତ୍ତର ବ୍ୟାସ ୨୫ ମିଟର (୮୨ ଫୁଟ) । ଗଭୀରତା ୭୦୦ ଫୁଟ । ଗତ ସପ୍ତାହାନ୍ତରେ ଲୁଣ୍ଡିନ୍ ମାଇନିଂ ଅଞ୍ଚଳରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି । ଏବେ ବି ଏହା କାୟା ବିସ୍ତାର କରୁଛି ବୋଲି ଏହାର…
ଶ୍ରୀମନ୍ଦିରରୁ ଖସିଲା ଦେଢ କିଲୋର ପଥର
ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରନô ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡିଛି । ଏହା ପଛର କି ଚନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସଂଗ୍ରହ କରାଯାଇ ଗାରଦରେ ଜବତ ରଖାଯାଇଛି । ଏହା ବଡ ଠାକୁର ବଳଭଦ୍ରଙ୍କ ପଛ ପରିକ୍ରମାରେ ଖଣ୍ଡ ପଡିଯାଇଛି ।
ଏହି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ…
ବିଶାଖାପାଟଣାରେ ଗ୍ୟାସଲିକ ଘଟଣାରେ ୫୦ ଜଣ ଅସୁସ୍ଥ
ବିଶାଖାପାଟଣା ସ୍ଥିତ ଏକ ବ୍ରାଣ୍ଡିକ୍ସ ସ୍ପେସାଲ ଇକୋନୋମିକ ଜୋନରେ ଗ୍ୟାସ ଲିକ ହୋଇଥିବାରୁ ୫୦ରୁ ଅଧିକ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିିକିତ୍ସା ହେଉଥିଲେ । ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ମହିଳା କର୍ମୀ ଥିବା କଥା ମଧ୍ୟ ଜଣାପଡିଛି । ଏହା ପରେ ୫୦ଜଣଙ୍କୁ ଡାକ୍ତରଖାନା ନିଆଯାଇଛି…
ଚୀନର ଧମକ ସତ୍ତ୍ୱେ ଚାଇୱାନ ଗ୍ରସ୍ଥ କଲେ ଆମେରିକାର ବାଚସ୍ପତି ନାନ୍ସି
ଆମେରିକାକୁ ଚୀନର ଧମକ ସତ୍ତ୍ୱେ ଆମେରିକାର ବାଚସ୍ପତି ତାଇୱାନ ଗ୍ରସ୍ତ କରି ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହା ପରେ ଚୀନ ବିଚଳିତ ହୋଇପଡିଥିବା ବେଳେ ଆମେରିକାର ଧମକ ଦେବା ସହିତ ଆକ୍ସନ ନେବା ମଧ୍ୟ ପ୍ରାରମ୍ଭ କରିଦେଇଛି ।
ସୂଚନା ମୂତାବକ, ଚୀନ ଆସନ୍ତା ୪ତାରିଖରୁ ଯୁଦ୍ଧାଭ୍ୟାସ…
ପ୍ରୋଫାଇଲ୍ ଫଟୋ ‘ତ୍ରିରଙ୍ଗା’ରଖିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ବଦଳାଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଫଟୋ ରଖିଛନ୍ତି। ଦେଶର ଜନତାଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳନ କରିବା ପାଇଁ ଆନ୍ଦୋଳନ ରୂପରେ ଏପରି କରିବା ପାଇଁ କହିଛନ୍ତି।
ରବିବାର ୩୧ ଜୁଲାଇରେ ପ୍ରସାରିତ ‘ମନ…