Browsing Category

ଖବର

ପୁଣି ଲେଉଟିଲାଣି କରୋନା, ଚୀନରେ ଗୋଟିଏ ଦିନରେ ୩୦ ହଜାର ସଂକ୍ରମିତ ଚିହ୍ନଟ

ପୁଣି ସେହି ଭୟ, ପୁଣି ସେହି କଟକଣା । ବାପର ଶବକୁ ପୁଅ କାନ୍ଧ ଦେଇ ପାରି ନଥିଲା କି ପୁଅର ମଲା ମୁହଁକୁ ଦେଖିପାରିବନି ମା ଏଭଳି ଏକ ଭୟଙ୍କର ଦୂରାବସ୍ଥା ଥିଲା କରୋନା ମହାମାରୀ ସମୟରେ । କିଛିଦିନର ନିରବତା ଓ ମାନବ ସଭ୍ୟତା ଟିକେ ଆଶ୍ୱସ୍ଥ ଅନୁଭବ କରିବା ପରେ ପୁଣି ସେହି ସମାନ ସ୍ଥିତି…

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗୃହର ଆରମ୍ଭରୁ ଦିବଂଗତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାହାସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିବଂଗତ ନେତା ମାନଙ୍କ ଅମର…

ହସ୍ପିଟାଲରେ ଭର୍ତ୍ତି ହେଲେ କମଲ ହାସନ

ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ କମଲ ହାଇଦ୍ରାବାଦରୁ ଚେନ୍ନାଇ ପହଞ୍ଚିଥିଲେ। ସେ ରାତିରେ ଜ୍ୱର ଅନୁଭବ କରିଥିଲେ।  ଏହା ପରେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିରଳ ‘ରପଞ୍ଜଲ୍ ସିଣ୍ଡ୍ରୋମ୍‌’ର ସଫଳ ଚିକିତ୍ସା

କଟକ : ନିକଟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ୧୩ ବର୍ଷର ଝିଅଙ୍କଠାରେ ରପଞ୍ଜଲ ସିଣ୍ଡ୍ରୋମ୍‌ର ଏକ ସ୍ୱତନ୍ତ୍ର ମାମଲା ସାମ୍‌ନାକୁ ଆସିଥିଲା । ରପଞ୍ଜଲ ସିଣ୍ଡ୍ରୋମ୍ କିଶୋରୀମାନେ ନିଜ କେଶକୁ ଟାଣି ଉପାଡିବା ଓ ତାହାକୁ ଚୋବାଇବା କିମ୍ବା ଗିଳିଦେବା ଦ୍ୱାରା ଦେଖାଦେଇଥାଏ, ଏହାକୁ…

ମୋନା ପକ୍ଷରୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୨୩/୧୧/୨୦୨୨ : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ଥିବାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ…

ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରନ୍ତୁ । ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ରୋଜଗାର ମେଳା ଅନ୍ତର୍ଗତ

ଟି-20 ବିଶ୍ୱକପ ଠାରୁ ୮୦ ଗୁଣା ଅଧିକ ଫିଫାର ପୁରସ୍କାର ରାଶି, ଜାଣନ୍ତୁ କେତେ ରହିଛି ତଫାଥ

ଫିଫା ବିଶ୍ୱକପ ୨୦୨୨ କତାର (FIFA World Cup Qatar 2022) ରେ ନଭେମ୍ବର ୨୦ରୁ ଆରମ୍ଭ ହୋଇସାରିଛି । ଏହି ଟୁର୍ଣ୍ଣାମେଣ୍ଟ (FIFA World Cup 2022) ରେ ମୋଟ ୩୨ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ସମସ୍ତ ଦଳକୁ ୪-୪ର ଆଠଟି ପୁଲରେ ବଣ୍ଟା ଯାଇଛି । ଗ୍ରୁପ୍ ପର୍ଯ୍ୟାୟ ପରେ ରାଉଣ୍ଡ ୧୬, ତା’ପରେ…

ଚୀନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ୩୬ ମୃତ୍ୟୁ

ସେଣ୍ଟ୍ରାଲ ଚାଇନାର (Central China) ହେନାନ (Henan) ପ୍ରଦେଶରେ ଅଗ୍ନିକାଣ୍ଡରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ଅନାଙ୍ଗ ସହରର ଏକ କାରଖାନାରେ ଏହି ଘଟଣା ଘଟିଛି । ମଙ୍ଗଳବାର ଚୀନ୍ ଗଣମାଧ୍ୟମ (Chinese media) ଏହି ବିଷୟରେ ସୂଚନା ଦେଇଛି । ଅଗ୍ନିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ…

ମାଲବାହୀ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରେଇ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିବା ବେଳେ, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ଲେଖିଛନ୍ତି ।…

ବିବାହ ବନ୍ଧନରେ ବାନ୍ଧି ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନ ନିଜ ବୟଫ୍ରେଣ୍ଡ ପିଟର ନିଲଙ୍କୁ ବିବାହ କରିଛନ୍ତି। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଓକିଲ ଏବଂ ତାଙ୍କ ସ୍ୱାମୀ ପିଟର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଜାର୍ଜଟାଉନ ୟୁନିଭର୍ସିଟି ଲ’ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ଏହି ବିବାହରେ…