Browsing Category

କ୍ରୀଡା

ନିୟମ ଉଲ୍ଲଘଂନକାରୀଙ୍କୁ ନିଜର ଏକ ଭିଡିଓ ସେୟାର କରି ଚେତାବନୀ ଦେଲେ ଜାଡେଜା

ଜାଡେଜା ବର୍ତ୍ତମାନ କ୍ରିକେଟ ଜଗତରେ ସର୍ବଶ୍ରେଷ୍ଠ ଫିଲ୍ଡର ଋପେ ପରିଗଣିତ ହୋଇଥିବାବେଳେ ବାମ ହାତୀର ଏହି ସ୍ପିନର ଜଣକ କରୋନା ଭାଇରସ ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । ଚୀନର ଉହାନରୁ ଆସିଥିବା ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶରେ…

ସଚିନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଖୁବ ପ୍ରସଂଶା କଲେ ରବି ଶାସ୍ତ୍ରୀ

କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଜି ଅର୍ଥାତ ୨୪ ଏପ୍ରିଲ ୨୦୨୦ରେ ତାଙ୍କର ୪୭ତମ ଜନ୍ମଦିନ । ଆନ୍ତର୍ଜାତିକ କ୍ରିକେଟରେ ଶତକର ପାହଚ ଛିଡା କରିଥିବା ଦୁନିଆର ଏହି ଏକମାତ୍ର ଖେଳାଳୀଙ୍କ ଜିନ୍ମଦିନ ଅବସରରେ ତାଙ୍କ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ…

କୁମ୍ବଲେଙ୍କୁ ନେଇ କିଛି ଏପରି କହିଲେ ଗମ୍ଭୀର

ପୂର୍ବତ୍ତନ ଭାରତୀୟ ଓପନର ଗୌତମ ଗମ୍ଭୀର, ସୌରଭ ଗାଙ୍ଗୁଲୀଙ୍କ ନେତୃତ୍ୱରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ । ଗମ୍ଭୀର ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ ଏବଂ ଧୋନୀଙ୍କ ନେତୃତ୍ୱରେ ଖେଳିସାରିଛନ୍ତି । ସେ ଖେଳୁଥିବା ସମୟରେ ୨୦୦୭ରେ ଭାରତ, ଆଇସିସି ଟି-୨୦ ବିଶ୍ୱକପ ଏବଂ ୨୦୧୧ରେ ଆଇସିସି…

ବିରାଟଙ୍କ ହୃଦୟରେ ରହୁଛନ୍ତି ଅନୁଷ୍କା, ଫଟୋ ଭାଇରାଲ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେକା ସମୟରେ ଅନୁଷ୍କା ଶର୍ମାଙ୍କ ସହ କ୍ୱାଲିଟି ଟାଇମ ସ୍ପେଣ୍ଟ କରୁଥିବାବେଳେ ଦୁହେଁ ପରସ୍ପରଙ୍କ ସହ ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଏହି ମଧ୍ୟରେ ବିରାଟ ନିଜର ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଆର୍ଟକୁ ମଧ୍ୟ ସେୟାର…

ଧୋନୀଙ୍କୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଲେ ଯୁବରାଜ

ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଯୁବରାଜ ସିଂହଙ୍କ ମତରେ କୌଣସି ଅଧିନାୟକଙ୍କର ନିଜର ପ୍ରିୟ ଖେଳାଳୀ ରହିବା ଏହି ସାଧାରଣ କଥା କିନ୍ତୁ ଯେତେବେଳେ ମହେନ୍ଦ୍ର ସିଂହ ଧୋନୀ କଥା ଆସେ ସେତେବେଳେ ତାଙ୍କର ପ୍ରିୟ ଖେଳାଳୀ ଥିଲେ ସୁରେଶ ରାଇନା । ସୁରେଶଙ୍କ, ମହେନ୍ଦ୍ର ସିଂହ ଧୋନୀଙ୍କ ସମର୍ଥ…

“ସିଲା କି ଜୱାନି” ଗୀତରେ ଖୁବ ଡ୍ୟାନ୍ସ କଲେ ୱାର୍ନର ଏବଂ ତାଙ୍କ ଝିଅ, ଭିଡିଓ ଭାଇରାଲ

କୋଭିଡ-୧୯ ମହାମାରୀକୁ ନେଇ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ମଧ୍ୟରେ ଅନେକ କ୍ରିକେଟର ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇବା ପାଇଁ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି । ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆର ବିସ୍ପୋଟକ…

୨୦୦୩ ବିଶ୍ୱକପରେ ହେଡେନଙ୍କ ସହ ହୋଇଥିବା ଝଗଡାର କଥା ମନେ ପକାଇଲେ ସୋଏବ

ପାକିସ୍ତାନର ପୂର୍ବତ୍ତନ ଦ୍ରୁତ ବୋଲର ସୋଏବ ଅଖତର, ୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଓପନର ମାଥ୍ୟୁ ହେଡେନଙ୍କ ସହ ଏକ ସ୍ଲେଜିଙ୍ଗର କଥାକୁ ମନେ ପକାଇଛନ୍ତି । ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ସହ ଏକ ଭିଡିଓ ଚ୍ୟାଟ ଅବସରରେ ସୋଏବ ଅଖତର କହିଛନ୍ତି ୨୦୦୩ ବିଶ୍ୱକପ ସମୟରେ ତାଙ୍କର ମାଥ୍ୟୁ ହେଡେନଙ୍କ ସହ…

ଲକଡାଉନ ସମୟରେ ବିନା ମାସ୍କରେ ରାସ୍ତାରେ ସାଇକେଲ ଚଳାଇ ସମାଲୋଚିତ ହେଲେ ସୋଏବ, ଭିଡିଓ ଭାଇରାଲ

https://www.instagram.com/p/B-zm3Z_H2uv/?utm_source=ig_web_copy_link pakistan covid cases during lockdown former pakistani cricketer shoaib akhtar went for cycle riding in islamabad fans trolled him watch video ମହାମାରୀ କୋରନା ଭାଇରସକୁ ନେଇ…

ଲକଡାଉନରେ ନିଜ ଫାର୍ମ ହାଉସରେ ଘାସ କାଟୁଛନ୍ତି ଧୋନୀ

କରୋନା ଭାଇରସ ପାଇଁ ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୧୫ ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଛି । ଦେଶରେ ବର୍ତ୍ତମାନ ୨୧ ଦିନର ଲକଡାଉନ ଘୋଷଣା କରାଯାଇଥିବାବେଳେ କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଆଇପିଏଲ ଖେଳାଯିବ କି ନାହିଁ ତାହା ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ…

ଆଜିର ଦିନରେ ଭାରତ ହୋଇଥିଲା ବିଶ୍ୱବିଜୟୀ, ଧୋନୀଙ୍କ ନେତୃତ୍ୱରେ ଦଳ ଜିତିଥିଲା ଦ୍ୱିତୀୟ ବିଶ୍ୱକପ

ଏପ୍ରିଲ ୨ ତାରିଖ । ଯେବେଯେବେ ଏହି ତାରିଖ ଆସେ ପ୍ରତିଟି ଭାରତୀୟଙ୍କ ମନ ଗର୍ବରେ ଭରି ଉଠେ । କାରଣ ଦୀର୍ଘ ୨୮ ବର୍ଷ ପରେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । କ୍ରିକେଟ୍ ଇତିହାସରେ ଯୋଡି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ । ଏପ୍ରିଲ ୨ ତାରିଖ ୨୦୧୧, ଅର୍ଥାତ ଆଜିର ଦିନରେ ଦ୍ୱିତୀୟ ଥର ପାଇଁ…