Browsing Category
କ୍ରୀଡା
ଆଜି ତୃତୀୟ ଟି-୨୦, ସିରିଜ ମୂଳ ପୋଛ ଲକ୍ଷ୍ୟରେ ଭାରତ
ଆଜି ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ । ଟିମ୍ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।
ପ୍ରଥମ ୨ଟି ମ୍ୟାଚ୍ ଜିତି…
ରୋହିତଙ୍କୁ ଅଧିନାୟକ କରିବାର କୌଣସି ଆବଶ୍ୟକତା ନାହିଁ, କିଛି ଏପରି କହିଲେ ଲକ୍ଷ୍ମଣ
ସୀମିତ ଓଭର କ୍ରିକେଟ୍ରେ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯିବା ନେଇ ମତ ପ୍ରକାଶ ପାଇଥିଲା । ମାତ୍ର ଏହାକୁ ସମର୍ଥନ କରୁ ନାହାନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ।
ଲକ୍ଷ୍ମଣ କହିଛନ୍ତି, କୋହଲିଙ୍କ ପରିବର୍ତ୍ତେ ସୀମିତ ଓଭର…
ଅଧିନାୟକ ଆରୋନ ଫିଞ୍ଚ ଗୁରୁତର ଆହତ, ଆଗାମୀ ମ୍ୟାଚ ଖେଳିନପାରନ୍ତି
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟି୨୦ ସିରିଜ । ପ୍ରଥମ ଟି୨୦ରେ ଭାରତ ୧୧ ରନରେ ବିଜୟ ଲାଭ କରିଛି । ତେବେ ଖେଳାଳିଙ୍କ ଆହତ ସମସ୍ୟା ଘରୋଇ ଅଷ୍ଟ୍ରେଲିଆର ଚିନ୍ତା ବଢାଇ ଦେଇଛି। ଦଳର ଅଧିନାୟକ ଆରୋନ୍ ଫିଞ୍ଚ୍ ଆହତ ହୋଇଛନ୍ତି । ପ୍ରଥମ ଟି-ଟ୍ୱେଣ୍ଟିରେ ତାଙ୍କର ଅଣ୍ଚା ତଳର ମାଂଶପେଶୀରେ…
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ, ଟସ ଜିତି ବୋଲିଂ ନିଷ୍ପତି ନେଲା ଅଷ୍ଟ୍ରେଲିଆ
ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ ।
ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ…
ସଚିନଙ୍କୁ ପଛରେ ପକାଇଲେ କୋହଲି, ରଚିଲେ ଆଉ ଏକ ଇତିହାସ
ଇତିହାସର ଫର୍ଦ୍ଦରେ ବିରାଟ କୋହଲିଙ୍କ ଆଉ ଗୋଟିଏ ପୃଷ୍ଠା । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ଦିନିକିଆରେ ୨୩ ରନ୍ ସଂଗ୍ରହ କରି ବିରାଟ କୋହଲି ବିଶ୍ୱର ସବୁଠାରୁ ଦ୍ରୁତତମ ଖେଳାଲି ଭାବେ ୧୨ହଜାର ରନ୍ ସଂଗ୍ରହ…
ଶେଷ ମ୍ୟାଚରେ ଟସ ଜିତି ଭାରତର ବ୍ୟାଟିଙ୍ଗ ନିଷ୍ପତି, ସମ୍ମାନ ରକ୍ଷା ପାଇଁ କରିବ ଲଢେଇ
ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜ୍ର ଶେଷ ଦିନିକିଆ ମ୍ୟାଚ୍ । ସିରିଜର ଶେଷ ମ୍ୟାଚରେ ଟସ୍ ଜିତିଲା ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ। ଆଉ କିଛି ସମୟ ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ କବ୍ଜା…
ଲଙ୍କା ପ୍ରିମିୟର ଲିଗରେ ଆଫ୍ରିଦି ଓ ଆମିରଙ୍କ ପାଇଁ ସୃଷ୍ଟି ହେଲା ଅପ୍ରିତିକର ପରିସ୍ଥିତି, ଆଫଗାନିସ୍ତାନ ଖେଳାଳୀ…
ଲଙ୍କା ପ୍ରିମିୟର ଲିଗ୍-୨୦୨୦ରେ ସୋମବାର ମୁହାଁମୁହିଁ ହୋଇଥିଲେ କ୍ୟାଣ୍ଡି ଟସ୍କର୍ସ ଓ ଗାଲେ ଗ୍ଲାଡିଏଟର୍ସ । ମ୍ୟାଚ୍ ଶେଷ ହେବା ପରେ ଆଫଗାନିସ୍ତାନ କ୍ରିକେଟର ନବୀନ ଉଲ ହକ୍(କ୍ୟାଣ୍ଡି ଟସ୍କର୍ସ) ଓ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର(ଗାଲେ ଗ୍ଲାଡିଏଟର୍ସ)ଙ୍କ ମଧ୍ୟରେ ଅପ୍ରୀତିକର…
କୋହଲିଙ୍କ ନୂଆ କୀର୍ତ୍ତିମାନ, ୨୨,୦୦୦ ରନ ପୂରଣରେ ସବୁଠାରୁ ଦ୍ରୁତତ୍ତମ ଖେଳାଳୀ
ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କ୍ରିକେଟ୍ର ‘ଭଗବାନ’ ବିବେଚିତ ସଚିନ ତେନ୍ଦୁଲକରଙ୍କ ଆଉଏକ ରେକର୍ଡ଼ ଭଙ୍ଗ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍ (ଟେଷ୍ଟ, ଦିନିକିଆ, ଟି-ଟ୍ୱେଣ୍ଟି)ରେ ୨୨,୦୦୦ ରନ୍ ପୂରଣ କରିବା ସହ ଦ୍ରୁତତମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ।…
ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଭାରତୀୟ ବୋଲରଙ୍କୁ କଟାକ୍ଷ କଲେ ସେହୱାଗ
ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ସିରିଜରେ ପରାସ୍ତ ହୋଇଛି । ଏବେସୁଦ୍ଧା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ କବଜା କରିନେଇଛି । ଭାରତ ସବୁ ବିଭାଗରେ ଫେଲ୍ ହୋଇଛି । ବୋଲିଂରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସବୁ ବୋଲର ଦୁର୍ବଳ ପ୍ରଦର୍ଶନ କରିଛନ୍ତି । ଏହାକୁ…
ଦୀର୍ଘ ୭ ବର୍ଷ ପରେ କ୍ରିକେଟକୁ ଫେରିବେ ଶ୍ରୀସାନ୍ତ, ଖେଳିବେ ଟି-୨୦ ଟୁର୍ଣ୍ଣାମେଣ୍ଟ
ଦୀର୍ଘ ୭ବର୍ଷ କ୍ରିକେଟ୍ରୁ ଦୂରେଇ ରହିବା ପରେ ପେସ୍ ତାରକା ଏସ୍.ଶ୍ରୀସନ୍ତ ପୁଣି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ସେ ଆଗାମୀ କେସିଏଲ୍ ପ୍ରେସିଡେଣ୍ଟ୍ କପ୍ ଟି-ଟ୍ୱେଣ୍ଟିରେ ଖେଳିବାକୁ ଯାଉଛନ୍ତି । ୨୦୧୩ରେ ଆଇପିଏଲ୍ରେ ସ୍ପଟ୍ଫିକ୍ସିଂ ମାମଲାରେ ବାସନ୍ଦ ହୋଇଥିଲେ ।
ଗତ…