Browsing Category
କ୍ରୀଡା
ଭାରତ ପାଇଁ ଆଗେଇ ଆସିଲେ ଅଖତର
ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୪୯ ହଜାର ଅତିକ୍ରମ କଲାଣି । ଯାହା ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ । ଭାରତର ଏଭଳି ସମୟରେ ବିଶ୍ୱ ସମୁହର ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ପେସ୍ ତାରକା ସୋଏବ ଅଖତର । ତେଣୁ ସେ ପାକିସ୍ତାନ ସରକାର ଓ ନିଜ…
ଓଡିଆଇରେ ୨୦୦ ରନ୍ ସ୍କୋର କରିବା ପରେ ସାରା ରାତି କାହିଁକି ଶୋଇପାରିନଥିଲେ ସଚିନ ତେନ୍ଦୂଲକର ?
ଆଜି ଅର୍ଥାତ ୨୪ ଏପ୍ରିଲରେ ସଚିନ ତେନ୍ଦୁଲକର ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବିଶ୍ୱ କ୍ରିକେଟର ପ୍ରାୟ ସମସ୍ତ ପ୍ରମୁଖ ରେକର୍ଡ ଏହି ମହାନ ଖେଳାଳିଙ୍କ ବ୍ୟାଟରୁ ଆସିଛି | ସଚିନ ହିଁ ୪୦ ବର୍ଷର ବାଧାବିଘ୍ନ ପରେ ଓଡିଆଇ ରେ ଦୁଇ ଶତକ ମାରିଥିଲେ। ଆଜି ଏହି ଐତିହାସିକ ଇନିଂସ ସହିତ…
‘ଫିଟ-ଅନଫିଟ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଧୋନୀ, କହିଲେ କିଛି ଏପରି
ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଦ୍ୱାଦଶ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ରାଜସ୍ଥାନ ଗୋଟିଏ ସମୟରେ ଭଲ ସ୍ଥିତିରେ ଥିଲା । କିନ୍ତୁ ଦଶମ ଓଭର ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଜବରଦସ୍ତ ବୋଲିଂ ଓ ଫିଲ୍ଡିଂ ପରେ ଦଳ ପରାଜୟ ଆଡେ ମୁହାଁଇଥିଲା ।ସିଏସକେ ଅଧିନାୟକ…
ଆଜିର ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇକୁ ଭେଟିବ ପଞ୍ଜାବ
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍ ମ୍ୟାଚରେ ଶୁକ୍ରବାର ପୂର୍ବତନ ଚମ୍ପିଆନ ଚେନ୍ନଇ ସୁପରକିଙ୍ଗ୍ସ ସହିତ ପଞ୍ଜାବ କିଙ୍ଗ୍ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି…
କୋହଲିଙ୍କୁ ପଛରେ ପକାଇ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପାଲଟିଲେ ବାବର ଆଜମ
ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନୀ କ୍ରିକେଟ ଟିମ୍ର କ୍ୟାପଟେନ୍ ବାବର ଆଜମ୍। ୨୬ ବର୍ଷୀୟ ଏହି ଉଦୀୟମାନ କ୍ରିକେଟର କୋହଲିଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟସ୍ମ୍ୟାନ୍ ପାଲଟିଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ନିକଟରେ ଶେଷ ହୋଇଥିବା ସିରିଜରେ ଦମଦାର…
କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଥରେ ସ୍ଥଗିତ ରହିଲା ଏସିଆ କପ, ୨୦୨୨ରେ ଖେଳାଯାଇ ପାରେ ଟୁର୍ଣ୍ଣାମେଣ୍ଟ
କରୋନା ମହାମାରୀର ପ୍ରକୋପ କେବଳ ଲୋକଙ୍କ ଜୀବନଜୀବିକା ଉପରେ ପଡିନି ବରଂ ବିଭିନ୍ନ କ୍ରୀଡା ଉପରେ ମଧ୍ୟ ପଡିଛି । ମାହାମାରୀ କାରଣରୁ ଗତ ବର୍ଷେ ହେଲା କୌଣସି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନାହିଁ । ଯେଉଁ କେତୋଟି ଟୁର୍ଣ୍ଣାମେଣ୍ଟ ହୋଇଛି ସେଗୁଡିକୁ କଡା ସୁରକ୍ଷା ମଧ୍ୟରେ ଆୟୋଜନ…
ଯେତେବେଳେ ରାହୁଲ ଦ୍ରାବିଡ ସେୟାର କଲେ ନିଜର ଦୁର୍ଲଭ ଛବି !
ଶୁକ୍ରବାର ସନ୍ଧ୍ୟା ଇଣ୍ଟରନେଟରେ ‘ଇନ୍ଦିରାନଗର’ର ଗୁଣ୍ଡା ଛାଇ ଗଲା । କିନ୍ତୁ ପ୍ରଶଂସକଙ୍କୁ ଏହି ଗୁଣ୍ଡା ଜଣକ ବହୁତ ଶାନ୍ତ ଏବଂ ସରଳ ଲାଗନ୍ତି । ଆପଣ ଏଥିରୁ ଜାଣିପାରୁଥିବେ ଯେ, କ୍ରିକେଟ ଖେଳରେ ‘ଦ ୱାଲ’ ନାମରେ ଲୋକପ୍ରିୟ ଥିବା ରାହୁଳ ଦ୍ରାବିଡଙ୍କ ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ…
ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସର ଆସୋସିଏଟ ସ୍ପନ୍ସର ହେଲା ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଲିମିଟେଡ
ଭୁବନେଶ୍ୱର: ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଲିମିଟେଡ ଏହାର ବ୍ରାଣ୍ଡ ଗୋଏଲ ଟିଏମଟି ଏବଂ ଗୋଏଲ ପାଇପ୍ସ ମାଧ୍ୟମରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚଳିତ ସିଜନରେ ରାଜସ୍ଥାନ ରୟାଲ ଫ୍ରାଂଚାଇଜର ଆସୋସିଏଟ ପ୍ରଯୋଜକ ହେବା ନେଇ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ…
ବିରାଟଙ୍କୁ ଉଠାଇଦେଲେ ଅନୁଷ୍କା, ପ୍ରଶଂସକ କହିଲେ ‘ଶକ୍ତିମାନ ଅଲ୍ଟ୍ରା ପ୍ରୋ ମ୍ୟାକ୍ସ ‘ , ଭିଡିଓ…
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବଲିଉଡର ସବୁଠାରୁ ସୁନ୍ଦର ଯୋଡି ଅଟନ୍ତି । ତାଙ୍କର କେମେଷ୍ଟ୍ରି ଏବଂ ବଂଡିଗକୁ ଲୋକେ ଖୁବ ପ୍ରଶଂସା ମଧ୍ୟ କରନ୍ତି । ବର୍ତ୍ତମାନ ଅନୁଷ୍କା, ଏକ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଅନୁଷ୍କା, ବିରାଟଙ୍କୁ ଉଠାଉଥିବାର…
ଆରସିବିକୁ ନେଇ କିଛି ଏପରି ଭବିଷ୍ୟବାଣୀ କଲେ ଆକାଶ ଚୋପ୍ରା
ବିରାଟ କୋହଲି ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ। ତାଙ୍କ କ୍ୟାପିଟେନ୍ସିରେ ଭାରତ ନିକଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ମଜବୁତ ଟିମକୁ ପରାସ୍ତ କରିଛି। କିନ୍ତୁ ଆଇପିଏଲ ଟ୍ରଫି ଜିତିବାର ତାଙ୍କ ସ୍ବପ୍ନ ଆଜି ବି ଅଧୁରା ଅଛି। ତାଙ୍କ କ୍ୟାପିଟେନ୍ସିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…