Browsing Category
କ୍ରୀଡା
ଆଜି ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ
ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ବର୍ଷା ବାଧାପ୍ରାପ୍ତ ଟି୨୦ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି। ୨ୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍…
କୋଭିଡ୍ ଟିକା ମୃତ୍ୟୁ ପାଇଁ ଆଦୌ ଦାୟୀ ନୁହଁନ୍ତି ସରକାର; ସୁପ୍ରିମ୍ କୋର୍ଟରେ ଜବାବ ରଖିଲା କେନ୍ଦ୍ର
ସରକାର ଜନହିତରେ ଲୋକମାନଙ୍କୁ କୋଭିଡ୍ ଟିକାକରଣ ପାଇଁ ପ୍ରୋତ୍ସାହିତ କରନ୍ତି, କିନ୍ତୁ ଟିକା ନେବା କୌଣସି ଆଇନତଃ ବାଧ୍ୟତାମୂଳକ ନୁହେଁ। କୌଣସି ବ୍ୟକ୍ତି ଉପରେ ଟିକାର ଖରାପ ପ୍ରଭାବ ପାଇଁ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଏହି କଥା ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର…
କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି
ନୂଆ ଚୟନ ସମିତିରେ ସାମିଲ ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ରେ ଶେଷ ହୋଇଯାଇଛି । ବର୍ତ୍ତମାନ କିଛି ବଡ଼ ନାମ ସାମ୍ନାକୁ ଆସିଛି ଯେଉଁମାନେ ମୁଖ୍ୟ ଚୟନକର୍ତ୍ତା ହେବା ରେସରେ ସାମିଲ ଅଛନ୍ତି । ନୂତନ ଚୟନ କମିଟି ପାଇଁ ଆବେଦନ କରିବାର ଶେଷ ତାରିଖ ସୋମବାର ସନ୍ଧ୍ୟା ୬ଟା…
ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ସଭାପତି ହେଲେ ପିଟି ଉଷା
ମହାନ ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ ସଂଘ ( ଆଇଓଏ)ର ନୂଆ ସଭାପତି ଭାବେ ଚୟନ ହୋଇଛନ୍ତି । ଆଇଓଏ)ର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଭରିବାର ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ସମାପ୍ତ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବିନା…
ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ , ଚାଲିଗଲା ୧୪ ଜୀବନ
ଶବ ଦାହ କରିବାକୁ ଆସି ନିଜେ ପାଲଟିଗଲେ ଶବ । ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ ଘଟି ଚାଲି ଯାଇଛି ୧୪ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ରବିବାର କେମରୁନ୍ର ରାଜଧାନୀ ୟାଉଣ୍ଡେରେ ଘଟିଛି । ୧୨ ରୁ ଅଧିକ ଲୋକେ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ଫିଫା ବିଶ୍ୱକପ: ବେଲଜିୟମ୍କୁ ହରାଇ ଦେଲା ମରକ୍କୋ
ବେଲଜିୟମ ମ୍ୟାଚ ହାରିଯିବାରୁ ରାଜଧାନୀ ବ୍ରସେଲ୍ସରେ ଦଙ୍ଗା ଓ ହିଂସା ସୃଷ୍ଟି ହୋଇଛି। ହିଂସା ଘଟାଇଥିବା ଅଭିଯୋଗରେ ପୁଲିସ ୧୪ଜଣଙ୍କୁ ଗିରଫ କରିଛି। ମରକ୍କୋଠାରୁ ୦-୨ ଗୋଲରେ ହାରିବା ପରେ ତାତିଲେ ଫୁଟବଲପ୍ରେମୀ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗାଡ଼ିମୋଟର ପୋଡ଼ିଦେଲେ। ସ୍ଥିତି…
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍: ନ୍ୟୁଜିଲାଣ୍ଡକୁ ୩୦୭ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ତିନୋଟି ମ୍ୟାଚ୍ର ଓ୍ବାନଡେ ସିରିଜ୍ର ଆଜି ପ୍ରଥମ ମ୍ୟାଚ୍। ଅକ୍ଲାଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଭାରତ ୩୦୮ ରନ୍ର ଟାର୍ଗେଟ ଦେଇଛି। ଭାରତୀୟ ଟିମ୍ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍ ୭୨ ରନ୍ର ଇନିଂସ…
କ୍ରିକେଟ ପରେ ଏବେ ବଡ ପରଦାରେ ନଜର ଆସିବେ ନସିମ ଶାହା
ନସିମ ଶାହା । ପାକିସ୍ତାନୀ କ୍ରିକେଟର । ଦ୍ରୁତ ବୋଲିଂ ପାଇଁ ସେ ବେଶ୍ ଫେମସ୍ । କ୍ରିକେଟ୍, ଲଭ୍ ବ୍ୟତୀତ ନସିମ ଶାହା ତାଙ୍କର ଗୁଡ୍ ଲୁକ୍ସ, ଡ୍ୟାସିଂ ଚେହେରା ପାଇଁ ବି ସବୁରି ପ୍ରିୟର ପାତ୍ର । କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ଆସୁଛି, ଯାହା ଶୁଣି ନସିମ ଶାହାଙ୍କ ପ୍ରଶଂସକଙ୍କ ଖୁିସି…
ଟି-20 ବିଶ୍ୱକପରେ ପରାଜୟ ପାଇଁ ରୋହିତ ଶର୍ମା ଓ ଲୋକେଶ ରାହୁଲ କଲେ ଦାୟୀ ଅଶ୍ୱିନ
ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହେବାର ଏକ ସପ୍ତାହ ହୋଇଗଲାଣି । ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟକୁ ଭୁଲିଯାଇ ଦ୍ୱିପାକ୍ଷିକ ସିରିଜରେ ବ୍ୟସ୍ତ ଅଛନ୍ତି । ଭାରତ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦଳ ସିରିଜ୍ ଖେଳୁଛନ୍ତି । ଏଥି ସହିତ…
ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି
ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ରେ ଅନ୍ତିମ ମ୍ୟାଚ୍ । ସିରିଜ୍ରେ ଏହି ଶେଷ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ଭାରତୀୟ ଟିମ୍ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ । ସିରିଜ୍ରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ଅନ୍ତିମ ମ୍ୟାଚ୍ ସାଜିବ…