Browsing Category

କ୍ରୀଡା

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ

ଆଜି (ବୁଧବାର) ଅର୍ଥାତ ଡିସେମ୍ୱର ୭ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ (IND vs BAN 2nd ODI Match) ଜାରି ରହିଛି । ଏହି ଦ୍ୱିତୀୟ ଦିନିକିଆ ମ୍ୟାଚର ଦ୍ୱିତୀୟ ଓଭରରେ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଦଳର ଅଧିନାୟକ (Indian Captain)…

ଟସ ଜିତି ବ୍ୟାଟିଙ୍ଗ ନିଷ୍ପତି ନେଲା ବାଂଲାଦେଶ

୨ୟ ଦିନିକିଆରେ ବି ଟସ୍‌ ଜିତିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଘରୋଇ ଟିମ୍‌ । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ୨ଟି ପରିବର୍ତ୍ତନ କରାଯାଇଛି । ଶାହାବାଜ୍‌ ଅହମ୍ମଦ ଓ କୁଳଦୀପ…

ଆଜି ଦ୍ୱିତୀୟ ଦିନିକିଆ, ଏହି ଖେଳାଳୀ ଚୂଡ଼ାନ୍ତ ଏକାଦଶରୁ ହୋଇପାରନ୍ତି ବାହାର!

ଭାରତୀୟ ଦଳ (Team India) ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଭାରତୀୟ ଦଳ ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚର ସିରିଜ ଖେଳିବ । ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ଦିନିକିଆ ସିରିଜ ଜାରି ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ (India vs Bangladesh 1st ODI…

ଟିମ୍‌ ଇଣ୍ଡିଆକୁ ପୁଣି ଝଟକା, ଆହତ ହେଲେ ଶାର୍ଦୁଲ ଠାକୁର

ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ତିନିଟି ୱାନ୍‌ଡେ ମ୍ୟାଚ୍‌ ସିରିଜ୍‌ରେ ଭାରତର ଚିନ୍ତା କମିବାର ନାଁ ନେଉନି। ପ୍ରଥମ ମୁକାବିଲାରେ ଆୟୋଜକ ଦଳଠୁ ହାରିବା ପରେ ପୁଣି ଇଣ୍ଡିଆ ଟିମ୍‌ ସାମ୍ନାରେ ନୂଆ ସମସ୍ୟା ଦେଖାଦେଇଛି। ଭାରତର ଷ୍ଟାର କ୍ରିକେଟର ଶାର୍ଦୁଲ୍‌ ଠାକୁର ଆହତ ହୋଇଛନ୍ତି ଓ ସେ…

ଗୋଲଡେନ୍ ବୁଟ୍ ରେସରେ କିଏ କେଉଁ ସ୍ଥାନରେ ଅଛନ୍ତି ଜାଣନ୍ତୁ

ଏଥର କାତାରରେ ଅତି ଧୂମଧାମରେ ଫିଫା ବିଶ୍ୱକପ ୨୦୨୨ ଆୟୋଜନ କରାଯାଉଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାଟର ଫାଇନାଲର ମ୍ୟାଚ୍ ଜାରି ରହିଛି । ଗତକାଲି (ରବିବାର) ଅର୍ଥାତ ଡିସେମ୍ୱର ୫ରେ ନକ୍ଆଉଟ୍ ମ୍ୟାଚରେ ଫ୍ରାନ୍ସର ଫରୱାର୍ଡ ଖେଳାଳି କିଲିଆନ୍ ଏମ୍ବାପ୍ପେ (Kylian Mbappe)…

ଏସିଆ କପ ପାକିସ୍ତାନ ବଦଳରେ ଅନ୍ୟ କୌଣସି ଭେନ୍ୟୁରେ ହେଲେ ବିଶ୍ୱକପରୁ ଓହରି ଯିବାକୁ ଦେଉଛି ଧମକ ପାକିସ୍ତାନ

୨୦୨୩ରେ ହେବାକୁ ଥିବା ଏସିଆ କପକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ଏହି ଏସିଆ କପ୍ ଖେଳାଯିବାକୁ ଥିବା ବେଳେ ଭାରତ ବଡ ଝଟକା ଦେଇଛି । ଏସିଆ କପ୍ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ଅନ୍ୟ କୌଣସି ଭେନ୍ୟୁରେ କରାଯାଉ ବୋଲି ବିସିସିଆଇ ଦାବି କରୁଛି । ଆଉ…

ଭାରତକୁ ବଡ ଝଟକା, ଆହାତ କାରଣରୁ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ହେଲେ ମହମ୍ମଦ ଶାମି

ବାଂଲାଦେଶ ବିପକ୍ଷ ତିନୋଟି ମ୍ୟାଚ୍‌ର ଓ୍ବାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଜୋରଦର ଝଟକା ଲାଗିଛି। ଅନୁଭବୀ ଦୃତ ବୋଲର ମହମ୍ମଦ ଶାମି ଆଘାତ କାରଣରୁ ଏହି ଓ୍ବାନଡେ ସିରିଜ୍‌ରୁ ବାହାର ହୋଇଯାଇଛନ୍ତି। ଶାମିଙ୍କ ଏହି ଆଘାତ କାନ୍ଧରେ ଲାଗିଥିଲା। ବିସିସିଆଇ ଟ୍ବିଟ୍‌ କରି ଏ ବିଷୟରେ ସୂଚନା…

ଆଇପିଏଲର ଆଗାମୀ ସିଜିନ୍‌ରେ ଆସୁଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ, ଜାଣନ୍ତୁ ଏହାର ବିଶେଷତ୍ୱ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସିଜିନକୁ ନେଇ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି। ଏହି ଅବସରରେ ଆଇପିଏଲ ୨୦୨୩ ପାଇଁ ‘ଇମ୍ପାକ୍ଟ ପ୍ଲେୟାର’ ନିୟମର ବ୍ୟବହାରକୁ ଅନୁମତି ଦିଆଯାଇଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଟ୍ବିଟ୍‌ କରି ଏନେଇ ସୂଚନ ଦେଇଛି।…

ହକି ବିଶ୍ୱକପ୍‌ ପାଇଁ ୫ରୁ ଦେଶ ଭ୍ରମଣ କରିବ ବିଶ୍ୱକପ୍‌ ଟ୍ରଫି

ଜାନୁଆରୀ ମାସ ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌ । ଏହାର ମାସକ ପୂର୍ବରୁ ବିଶ୍ୱକପ୍‌ ଟ୍ରଫି ସାରା ଦେଶ ଭ୍ରମଣ କରିବ । ଆସନ୍ତା ୫ ତାରିଖରେ ଭୁବନେଶ୍ୱରରୁ ଏହି ଭ୍ରମଣ ଯାତ୍ରା ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଆସନ୍ତା ୬ ତାରିଖରେ କୋଲକାତା, ୭ରେ ଇମ୍ଫାଲ, ୮ରେ ଗୌହାଟୀ, ୧୦ରେ…

ଆଜି ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ

ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ବର୍ଷା ବାଧାପ୍ରାପ୍ତ ଟି୨୦ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି। ୨ୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌…