Browsing Category
କ୍ରୀଡା
ୱିକେଟକିପର ଭାବେ ବିରଳ ରେକର୍ଡର ଅଧିକାରୀ ହେଲେ ଧୋନି
ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟର ତିନୋଟି ଫର୍ମାଟରେ ୱିକେଟକିପର କ୍ୟାରିୟରରେ ୮୦୦ଟି ୱିକେଟ ନେଇ ଏର ବିରଳ ଇତିହାସ ରଚିଛନ୍ତି । ସେ ଶୁକ୍ରବାରକୁ ବାଙ୍ଗଲାଦେଶ ବିପକ୍ଷରେ ଖେଳାଯାଇଥିବା ଏସିଆ କପ ଫାଇନାଲରେ ମସରଫି ମୋର୍ତାଜାଙ୍କୁ ଷ୍ଟମ୍ପିଙ୍ଗ କରି ଏହି…
ଭାରତକୁ ହରାଇବା ପାଇଁ ବାଙ୍ଗଳାଦେଶ ପ୍ରସ୍ତୁତ କଲା ରଣନୀତି
ଆଜି ହେଉଛି ଏସିଆ କପ ଫାଇନାଲ । ପୁଣି ଥରେ ଭାରତ ଏବଂ ବାଙ୍ଗଳାଦେଶ ଟାଇଟେଲ ମୁକାବିଲାରେ ପରସ୍ପରକୁ ଭେଟିବେ । ପୂର୍ବରୁ ଭାରତ ୬ ଥର ଏସିଆ କପ ଚାମ୍ପିୟନ ହୋଇଥିବାବେଳେ ଆଜି ଏହି ମ୍ୟାଚ ଭାରତ ଜିତିବାକୁ ନିଶ୍ଚୟ ଚେଷ୍ଟା କରିବ। ଅପର ପକ୍ଷରେ ବାଙ୍ଗଳାଦେଶ ଭାରତ ଠାରୁ ପୂର୍ବ ପରାଜୟର ପ୍ରତିଶୋଧ…
ସାମନାକୁ ଆସିଲା ମହିଳା ପାକିସ୍ତାନୀ ପ୍ୟାନଙ୍କ ପରିଚୟ
ଏସିଆ କପରେ ଭାରତୀୟ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରି ଆସୁଛି । ଖାସ କରି ଏହି ଏସିଆ କପରେ ଭାରତ ପାକିସ୍ତାନ ଠାରୁ ଦୁଇ ଥର ବିଜୟ ହାସଲ କରିବା ପରେ ପୁଣି ଥରେ ନିଜକୁ ଏସିଆର ସର୍ବଶ୍୍େରଷ୍ଟ ଟିମ ବୋଲି ଦାବିଦାର କରିଛି । ତେବେ ଏହି ସବୁ ଘଟଣା ଭିତରେ ଭାରତ…
ଏହି କୁନି ପିଲାର କାନ୍ଦ ଦେଖି ଭାବପ୍ରବଣ ହେଲେ ଭାରତ ଏବଂ ଆଫଗାନିସ୍ଥାନ ଖେଳାଳୀ
ମଙ୍ଗଳବାର ଦିନ ଭାରତ ଏବଂ ଆଫଗାନିସ୍ଥାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । କାହାକୁ ଆଭାସ ମଧ୍ୟ ନଥିଲା ଯେ, ଏହି ମ୍ୟାଚଟି ‘ଟାଇ’ ହୋଇଯିବ ବୋଲି । ଆଫଗାନିସ୍ଥାନ ଏକ ଛୋଟ ଟିମ ହୋଇ ଭାରତକୁ କଡା ପ୍ରତିଦ୍ୱନ୍ଧୀ ଦେଇଥିଲା । ଯାହା ଫଳରେ ମ୍ୟାଚଟି ସମ୍ପୂର୍ଣ୍ଣ ‘ଟାଇ’…
ମ୍ୟାଚ ଚାଲୁଥିବା ସମୟରେ ରାଗିଗଲେ କ୍ୟାପଟେନ କୁଲ
ମଙ୍ଗଳବାର ଦିନ ଏସିଆ କପର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୌମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚଟି ଭାରତ ପାଇଁ ସେତେଟା ଗୁରୁତ୍ତ୍ୱପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଫଗାନିସ୍ଥାନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଥିଲା । ଭାରତ ପ୍ରଦର୍ଶନ ଦୃଷ୍ଟିରୁ ବିଜୟ ଦାବିଦାର ଥିଲେବି…
ଆଜିର ହାଇଭୋଲଟେଜ ମ୍ୟାଚରେ ଭାରତ କରିପାରେ ବୃହତ ପରିବର୍ତ୍ତନ
ଆଜି ସୁପର-୪ରେ ଟିମ ଇଣ୍ଡିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନ୍ତିମ ମ୍ୟାଚ ଖେଳାଯିବାକୁ ଅଛି । ଏସିଆ କପରେ ଭାରତ ପୂର୍ବରୁ ପାକିସ୍ତାନକୁ ୯ଟି ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ସାରିଛି । ଏହାକୁ ମିଶାଇ ଭାରତ ୧୦ମ ଥର ପାଇଁ ଏସିଆ କପ ଫାଇନାଲରେ ପ୍ରବେଶ କରିଛି । ତେବେ ଆଜି ଭାରତ…
ଅଶ୍ଳିଳ ବ୍ୟବହାର କରି ସମାଲୋଚନାର ଶୀକାର ହେଲେ ପାକିସ୍ତାନୀ ନ୍ୟୁଜ ଆଙ୍କର
ବର୍ତ୍ତମାନର ଏହି ଇଂଣ୍ଟରନେଟ ଯୁଗରେ ସୋସିଆଲ ମିଡିଆରେ କୌଣସି ବି ଏକ ଜିନିଷକୁ ଭାଇରାଲ ହେବାରେ ବେଶୀ ସମୟ ଲାଗୁ ନାହିଁ । ଯାହାରକି ଏକ ଉଦାହରଣ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ଚାଲିଥିବା କ୍ରିକେଟ ମ୍ୟାଚରେ ଦେଖିବାକୁ ମିଳିଥିଲା । ପାକିସ୍ତାନର “ସମା ଟିଭି” ନାମକ ଏକ ନ୍ୟୁଜ…
ଏସିଆ କପରେ ବିରଳ ରେକର୍ଡର କୀର୍ତ୍ତି ହାସଲ କଲେ ଧାୱନ
ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାୱନ ଇଂଲଣ୍ଡ ଗସ୍ତରୁ ଫେରିବା ପରେ ବର୍ତ୍ତମାନ ଏସିଆ କପରେ ରନର ବର୍ଷା କରୁଛନ୍ତି । ସେ ହଂକଂ ବିପକ୍ଷରେ ଏକ ସୁନ୍ଦର ଶତକ ହାସଲ କରିବା ସହିତ ପାକିସ୍ତାନ ଏବଂ ବାଙ୍ଗଲାଦେଶ ବିପକ୍ଷରେ ୪୬ ଓ ୪୦ ରନର ଆକର୍ଷଣୀୟ ଇଂନିସ ଖେଳି ଭାରତକୁ ବିଜୟର ରାସ୍ତା…
ଧୋନିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି
ଟିମ ଇଣ୍ଡିଆକୁ ଯେଉଁ ଭଳି ଭାବରେ ଇଂଲଣ୍ଡ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ତାହା ନେଇ ଏବେ ଧୋନିଙ୍କ ପ୍ରଦର୍ଶନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଲାଣି । ଏଥର ଆଉ କେହି ନୁହେଁ ବରଂ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଧୋନିଙ୍କ ପଦର୍ଶନକୁ ପ୍ରଶ୍ନ କରିଛନ୍ତି ।…
ଏସିଆ କପରେ ପାକିସ୍ତାନକୁ ଧରାଶୟୀ କଲେ ଏହି ଭାରତୀୟ ଖେଳାଳୀ
ବୁଧବାର ଏସିଆ କପରେ ଭାରତ ପାକିସ୍ତାନକୁ ୮ଟି ୱିକେଟରେ ପରାସ୍ତ କରିଛି । ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୬୩ର ରନର ଟାର୍ଗେଟକୁ ଭାରତ ଅତି ସହଜରେ ହାସଲ କରିନେଇଥିଲେ । ତେବେ ଆସନ୍ତୁ ଜାଣିବା ଭାରତର ଏହି ବିଜୟ ପାଇଁ କେଉଁମାନଙ୍କ ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିଲା…