Browsing Category

କ୍ରୀଡା

ଲାରାଙ୍କ ଭବିଷ୍ୟବାଣୀ, ଏହି ଦୁଇ ଦଳ ଖେଳିପାରନ୍ତି ୨୦୧୯ ବିଶ୍ୱ କପ ଫାଇନାଲ

ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପକୁ ନେଇ ବର୍ତ୍ତମାନ ଠାରୁ ଚର୍ଚ୍ଚା ଜୋରସେ ଲାଗି ରହିଲାଣି । କିଏ ଏହି ୨୦୧୯ ବିଶ୍ୱ କପ ବିଜେତା ହେବା ତାହାକୁ ନେଇ ବରିଷ୍ଠ ଖେଳାଳୀଙ୍କ ଠାରୁ ଆରମ୍ଭ ଅନେକ ବୁଦ୍ଧିଜୀବିଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଲାଣି । ଏହାକୁ ନେଇ ୱେଷ୍ଟଇଣ୍ଡିଜର…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଧୱନଙ୍କୁ ନେଇ ଏହି ବଡ ବୟାନ ଦେଲେ ରୋହିତ

ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚରେ ଧୱନ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଧୱନ ଏହି ମ୍ୟାଚରେ ଧୂଆଁଧାର ବ୍ୟାଟିଙ୍ଗ କରି ୱେଷ୍ଟଇଣ୍ଡିଜକୁ ପରାଜୟର ରାସ୍ତା ଦେଖାଇଥିଲେ । ଦୀର୍ଘ ସମୟ ହେବ ଫର୍ମରେ ନଥିବା ଧୱନ ଏହି ମ୍ୟାଚରେ ନିଜର ଧୂଆଁଦାର ଖେଳ…

ରୋହିତ ହୋଇପାରନ୍ତି ଭାରତର ଅନ୍ୟତ୍ତମ ସଫଳ ଅଧିନାୟକ

ଗତ କାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ ଅତି ରୋମାଞ୍ଚକ ଭାବରେ ଶେଷ ହୋଇଛି । ଏହି ମ୍ୟାଚକୁ ଜିତିବା ପାଇଁ ଭାରତକୁ ଶେଷ ବଲରେ ୧ ରନ ଆବଶ୍ୟକ ଥିଲା, ଯାହାକି ଭାରତ ଅତି ସହଜରେ ଏହାକୁ ହାସଲ କରିନେଇଥିଲା । ଭାରତ ଏହି ସିରିଜକୁ ୩-୦ରେ ମୂଳପୋଛ…

ଧୂଆଁଧାର ଶତକ ମାରି ଅନେକ ରେକର୍ଡକୁ ନିଜ ନାମରେ କଲେ ହର୍ମନପ୍ରୀତ

ଆରମ୍ଭ ହୋଇଯାଇଛି ଆଇସିସି ଟି-୨୦ ମହିଳା ବିଶ୍ୱ । ବିଶ୍ୱ କପର ଏହି ଉଦଘାଟନୀ ମ୍ୟାଚରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଭେଟିଥିଲା । ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହର୍ମନପ୍ରୀତଙ୍କ ଧୂଆଁଧାର ଶତକ ଏବଂ ସ୍ପିନରଙ୍କର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ଖେଳାଳୀ ଧରୀଶୟୀ…

ନିଜର ମନ୍ତବ୍ୟକୁ ନେଇ ଟ୍ୱିଟରେ କ୍ଷମା ପ୍ରାର୍ଥନା କଲେ ବିରାଟ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ବିଦେଶ ଖେଳାଳୀଙ୍କୁ ପସନ୍ଦ କରୁଥିବା ଲୋକେ ଦେଶ ଛାଡି ପଳାଇବା ଉଚିତ ବୋଲି ଦେଇଥିବା ବୟାନ ଉପରେ ଆଜି ନିଜର ସ୍ପଷ୍ଟିକରଣ ରଖିଛନ୍ତି । ବିରାଟଙ୍କ ଏହି ବୟାନ ପରେ ଅନେକ ଦେଶପ୍ରେମୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବିମାନେ ତାଙ୍କୁ ସମାଲୋଚନା ମଧ୍ୟ…

ଚାଲୁଣି କହୁଛି ଛୁଞ୍ଚି ପରି ନୀତିରେ କୋହଲି ଆକ୍ଷେପ କଲେ ଅନ୍ୟଙ୍କୁ

ଭାରତରେ ରହି ଅନ୍ୟ ଦେଶର କ୍ରିକେଟରଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଦେଶ ଛାଡି ପଳାଇଯିବା ଉଚିତ ବୋଲି କହି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘରେକୁ ଆସିଯାଇଛନ୍ତି । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଯିବା ସହ ଅନେକ ଦେଶପ୍ରେମୀ ତାଙ୍କୁ…

କ୍ରିକେଟ ଜଗତରେ ସୃଷ୍ଟି ହେଲା ପୁଣି ଏକ ବିରଳ ବିଶ୍ୱ ରେକର୍ଡ

କ୍ରିକେଟ ଇତିହାସରେ ବୁଧବାର ଦିନ ଆଉ ଏକ ବିରଳ ବିଶ୍ୱ ରେକର୍ଡ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡର “ସେଡାନ ପାର୍କ”ରେ ଖେଳାଯାଇଥିବା ଏକ ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟ “ଦ ଫର୍ଡ ଟ୍ରଫି”ରେ ଏଭଳି ଏକ ରେକର୍ଡ ସୃଷ୍ଟି ହୋଇଥିଲା, ଯାହାର କେହି କଳ୍ପନା ବି କରିନଥିଲେ । ଜଣେ ବିସ୍ପୋରକ…

ବିରାଟଙ୍କ ୩୦ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ଶ୍ରେଷ୍ଠ ଇଂନିସ ସଂପର୍କରେ

ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ୩୦ତମ ଜନ୍ମଦିନ । ବିରାଟ ନିଜର ଆକ୍ରମଣାତ୍ମକ ଏବଂ ରଣନୀତରେ ଭରପୁର ଥିବା ବ୍ୟାଟିଙ୍ଗର କୌଶଳ ଯୋଗୁଁ ସେ ଦିନକୁ ଦିନକୁ କ୍ରିକେଟ ପ୍ରେମଙ୍କ ମନ ଜିତିବାରେ ଲାଗିଛନ୍ତି । ସାରା ଦୁନିଆରେ ଲୋକ ଧିରେ ଧିରେ ବିରାଟଙ୍କ ବ୍ୟାଟିଙ୍ଗକୁ…

ରୋହିତ ଏବଂ ମୁନାରଙ୍କ ପାଇଁ ଟି-୨୦ରେ ନୂତନ ରେକର୍ଡ ସୃଷ୍ଟି କରିବାର ସୁଯୋଗ

ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ମୋର୍ଟିନ ଗୁପଟିଲ ଏବଂ କ୍ରିସ ଗେଲଙ୍କ ନାମରେ ରହିଛି । ଉଭୟ ୧୦୩-୧୦୩ ଛକା ମାରି ୧ ନମ୍ବର ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତ ଏଭଳି ହୋଇଗଲାଣି ଯେ, ଉଭୟ ନିଜର ପ୍ରଥମ ସ୍ଥାନ ବଜାଇ ରଖିବା କଷ୍ଟକର ହୋଇଗଲାଣି ।…

ଆଜିର ଦିନରେ ହିଁ ରୋହିତ ଲଗାଇଥିଲେ ନିଜ କ୍ୟାରିୟର ପ୍ରଥମ ଦ୍ୱି ଶତକ

ଷ୍ଟାଡିୟମ.. ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମ, ୨ ନଭେମ୍ବର ୨୦୧୩ ଅର୍ଥାତ ଆଜିର ହିଁ ଦିନରେ ଦୁନିଆର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲାଉଥିବା ରୋହିତ ଶର୍ମାଙ୍କର ଅଲଗା ଅବତାର ଦେଖିବାକୁ ମିଳିଥିଲା । ୫ ବର୍ଷ ପୂର୍ବେ ଆଜିର ହିଁ ଦିନରେ ରୋହିତ ଶର୍ମା ନିଜ କ୍ୟାରିୟର ପ୍ରଥମ ଦ୍ୱି…