Browsing Category

ମନୋରଞ୍ଜନ

ମନି ଲଣ୍ଡରିଂ ମାମଲାରେ ଫସିଲେ ବିଜୟ ଦେବରକୋଣ୍ଡା, ୯ ଘଣ୍ଟା ଧରି ଅଭିନେତାଙ୍କୁ ପଚରାଉଚରା କଲା ଇଡି

ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଅଡୁଆରେ ଫସିଛନ୍ତି। ଫିମାର ନିୟମ ଭାଙ୍ଗିବା ଅଧୀନରେ ବିଜୟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିପୋର୍ଟ ତଲବ କରିଛି। ମନି ଲଣ୍ଡରିଂ କେସ୍‌ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି। ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଥିବାର…

୧୧୬ କୋଟି ଟଙ୍କା ଋଣ ମାମଲାରେ ରିତେଶ ଦେଶମୁଖଙ୍କ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଅଭିନେତା ରିତେଶ ଦେଶମୁଖ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ତାଙ୍କ କମ୍ପାନୀକୁ ଋଣ ପ୍ରଦାନରେ ସମବାୟ ବ୍ୟାଙ୍କଗୁଡିକ ଦ୍ୱାରା କୌଣସି ଅନିୟମିତତା ଅଛି କି ନାହିଁ ତାହା ଜାଣିବାକୁ ଏକ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ମହାରାଷ୍ଟ୍ର ମନ୍ତ୍ରୀ ଅତୁଲ ସାଭେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ…

ବାଘ ଭିଡିଓ ସେୟାର କରି ଫସିଲେ ରବୀନା ଟଣ୍ଡନ, ନିୟମ ଭାଙ୍ଗିଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ହୋଇପାରେ ତଦନ୍ତ

 ଅଭିନେତ୍ରୀ ରବୀନା ଟଣ୍ଡନ୍ ସଫାରିକୁ ବହୁତ ଭଲ ପାଆନ୍ତି । ସେ ନିଜର ଭିଡିଓ ଏବଂ ଫଟୋକୁ ଅନେକ ଥର ସେୟାର କରନ୍ତି। ବର୍ତ୍ତମାନ ଏକ ଭିଡିଓ ହେତୁ ରବୀନା ଫସି ଯାଇଛନ୍ତି। ସେ କିଛି ଦିନ ପୂର୍ବରୁ ସେୟାର କରିଥିବା ବାଘର ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରବୀନା ସେୟାର କରିଥିବା…

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ ନିର୍ମାଣ କରିବେ ଅନୁପମ ଖେର

ଭୁବନେଶ୍ବର: ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ ବା ଭାଷାନ୍ତର ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ଘୋଷଣା କରିଛନ୍ତି

ଆଇଏଫଏଫ୍‌ ସମ୍ମାନରେ ସମ୍ମାନିତ ହେଲେ ସୁପରଷ୍ଟାର ଚିରଞ୍ଜୀବୀ

ରବିବାର ଦିନ ୫୩ ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ୨୦୨୨ ରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟରରେ ଚିରଞ୍ଜୀବୀଙ୍କ ଏକ ଫଟୋ…

ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ 82E କୁ ନେଇ ଅସନ୍ତୁଷ୍ଟ ପ୍ରଶଂସକ: ଏହା ହେଉଛି କାରଣ

ବଲିଉଡର ଡିଭା ଦୀପିକା ପାଦୁକୋନ ମଙ୍ଗଳବାର ଦିନ ନିଜର ସେଲ୍ଫ କେୟାର ବ୍ରାଣ୍ଡ 82E (ଏଟି-ଟୁ ଇଷ୍ଟ)ର ଲଂଚ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ 'ଦୁଇ ବର୍ଷର ନିରନ୍ତର ଉଦ୍ୟମ' ପରେ ଶେଷରେ ବ୍ରାଣ୍ଡ ଉପସ୍ଥାପନ କରି ସେ ବହୁତ ଖୁସି ଅଛନ୍ତି। ସେ କିଛି ନୂଆ ବ୍ରାଣ୍ଡର ପରିଚୟ ଦେବା ପରେ…

ସୈଫ୍‌ଙ୍କ ପୁଅ ‘ଇବ୍ରାହିମ୍‌’ କରିବେ ବଲିଉଡ୍‌ ଡେବ୍ୟୁ

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍‌ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି। ବର୍ତ୍ତମାନ ଖବର ଆସିଛି ଯେ କରଣ ସୈଫ ଅଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କରଣଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସରେ…

ହିନ୍ଦୀରେ ଆସିବ ଫିଲ୍ମ ‘ଦମନ’

ଓଡ଼ିଆ ସିନେମା ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି ଫିଲ୍ମ 'ଦମନ' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଓଲିଉଡରେ ଗୋଟିଏ ସମୟ ଏମିତି ଥିଲା, ଯେତେବେଳେ ଦର୍ଶକ ସିନେମା ହଲରୁ ମୁହଁ ଫେରାଉ ଥିଲେ। ଫିଲ୍ମର କାହାଣୀ ଲୋକଙ୍କ ମନକୁ ଯାଉ ନ ଥିଲା। ହେଲେ,'ଦମନ' ରିଲିଜ୍ ହେବା ପର ଠାରୁ…

ମା’ଙ୍କ ପରେ ଏବେ ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘାଟାମଣି

ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଦୁଃଖଦ ଖବର ସାମ୍ନାକୁ ଆସୁଛି। ନିକଟରେ ଲୋକପ୍ରିୟ ସାଉଥ ଅଭିନେତା ମହେଶ ବାବୁଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଅଭିନେତାଙ୍କ ପିତା କୃଷ୍ଣ ଘାଟାମଣିଙ୍କ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ସକାଳ ୪ଟା ସମୟରେ ତାଙ୍କର…

ପରଲୋକରେ ଭେଟେରାନ୍‌ ଅଭିନେତା ସୁନୀଲ ସିନ୍ଦେ

ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ସୁନୀଲ ସିନ୍ଦେଙ୍କ ପରଲୋକ। ସୋମବାର ଦିନ ସେ ତାଙ୍କ ମୁମ୍ବାଇ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ସୁନୀଲଙ୍କୁ ପ୍ରାୟତଃ ୭୫ ବର୍ଷ ହୋଇଥିଲା। ସୁନୀଲ ଟିଭି ସିରିଏଲ ‘ସର୍କସ’ରେ କାମ କରୁଥିଲେ। ଏହି ସିରିଏଲରେ ସେ ଶାହାରୁଖ…