Browsing Category

ଜୀବନ ଚର୍ଯ୍ୟା

ପ୍ରମୋଶନ ପରେ ଏହି ଦିଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

ଚାକିରି କ୍ଷେତ୍ରରେ କିଛିବର୍ଷ ଦାୟିତ୍ୱବୋଧର ସହ କାମ କରିବା ପରେ ଜଣେ କର୍ମଚରୀ ଦରମା ବୃଦ୍ଧି ଓ ପ୍ରମୋଶନ ଆଶା କରିବା ସ୍ୱାଭାବିକ । କିନ୍ତୁ ବହୁ ସମୟରେ ପ୍ରୋମୋସନ ପାଇବା ପରେ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ । ଏପରିକି ସେମାନେ ନିଜ କାମ ଉପରେ ଧ୍ୟାନ କମ କରିଦିଅନ୍ତି ।…

ଆଖିକୁ ସତେଜ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନେକ ବ୍ୟକ୍ତି କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ସହ ସମୟ ବିତାଉଥିବା ଦେଖାଯାଉଛି । ଲୋକେ ଘଣ୍ଟା ଘଣ୍ଟା ଧରି ଫୋନ ପଛରେ ଲାଗି ରହୁଛନ୍ତି । ଏହାଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ୁଛି । ଏହାଯୋଗୁଁ ଆଖିରେ ଥକାପଣ ଅନୁଭବ ହେବା, ଆଖି ପୋଡ଼ିବା, ଆଖିରୁ ପାଣି ବାହାରିବା ଆହୁରି ଅନେକ…

ସୁସ୍ଥ ରହିବା ପାଇଁ କେଉଁ ସମୟରେ କ’ଣ ଖାଇବେ

ଖାଦ୍ୟ ଶରୀର ପାଇଁ ଆବଶ୍ୟକ । କିନ୍ତୁ ସଠିକ ସମୟରେ ସଠିକ ଖାଦ୍ୟ ଖାଇବା ଖୁବ ଆବଶ୍ୟକ । ଖାଦ୍ୟର ଚୟନ ଦ୍ୱାରା କେବେ କେବେ ଆମ୍ଭେମାନେ ଅଜାଣତରେ କିିଛି ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ସମୟ କେଉଁ ଫଳ, ପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ଖାଇବା ଉଚିତ ନୁହେଁ…

କ୍ରୀଡାବିତଙ୍କ ଠାରୁ ଶିଖନ୍ତୁ ଜିତିବା କୌଶଳ

ଖେଳାଳିମାନେ ସାଧାରଣତଃ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ । ସଫଳ ହେବା ପାଇଁ ସେମାନଙ୍କୁ ଧୈର୍ଯ୍ୟା, ନିଷ୍ଠା, ଏକାଗ୍ରତା ସହ ଆତ୍ମବିଶ୍ୱାସ ରଖିବାକୁ ପଡିଥାଏ । ବିଫଳତାକୁ କିପରି ସଫଳତାରେ ପରିଣତ କରିବାକୁ ହେବ ସେଥିପାଇଁ ଖେଳାଳୀ ମାନେ ସର୍ବଦା ଚେଷ୍ଟା ରଖିଥାନ୍ତି । ତେଣୁ ଜଣେ ଖେଳାଳିର…

ଆସନ୍ତୁ ଜାଣିବା କିଛି ଟ୍ରେଣ୍ଡି ନେଲ ଷ୍ଟାଇଲ ସମ୍ପର୍କରେ

ଆଜି କାଲି ସମସ୍ତେ ଆଧୁନିକ ଟ୍ରେଣ୍ଡ ସହିତ ନଖର ବିଭିନ୍ନ ଡିଜାଇନ ପ୍ରତି ଧ୍ୟାନ ଦେଇଥାନ୍ତି । ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଝିଅମାନେ ହୁଅନ୍ତୁ କି ମହିଳାମାନେ ନେଲରେ ବିଭିନ୍ନ ଡିଜାଇନ କରିବା ସହିତ ନୂତନ ପ୍ରକାରର ଆକାର କରିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ନଖକୁ ସର୍ବଦା ଷ୍ଟାଇଲରେ…

ଧୂମ୍ରପାନ ଛଡ଼ିବା ନିମନ୍ତେ ଆପଣାନ୍ତୁ ଏହି ଘରୋଇ ଉପାୟ

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଜି ତମାଖୁ ଓ ଧୂମ୍ରପାନ ସହିତ ଜଡ଼ିତ । ଅନେକଙ୍କ ପାଇଁ ଏହା କ୍ୟାନସର ଓ ଫୁସ୍ଫୁସ୍ ଜନୀତ ରୋଗର କାରଣ ହୋଇଥାଏ । ପୁଣି ଏକ ଅନୁଦ୍ଧାନରୁ ଜଣାଯାଇଛି ଯେ, ଧୂମ୍ରପାନ କରିବା କ୍ଷେତ୍ରରେ ଭରତର ସ୍ଥାନ ଦ୍ୱିତୀୟ । ବିଶ୍ୱରେ ୧୫ ବର୍ଷରୁ ଅଧିକ ଧୂମ୍ରପାନକାରୀଙ୍କ…

ଡିପ୍ରେସନର ଲକ୍ଷଣଗୁଡ଼ିକୁ ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଡିପ୍ରେସନ୍ ଆଜିକାଲି ଏକ ସାଧାରଣ ମାନସିକ ସ୍ଥିତିରେ ପରିଣତ ହୋଇଗଲାଣି । ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ପ୍ରବଳ ମାତ୍ରାରେ ବଢ଼ିଚାଲିଛି ଓ ଏହା ଏକ ସାଧାରଣ ବ୍ୟାଧି ରୂପରେ ସମସ୍ତଙ୍କଠାରେ ଦେଖାଯାଉଛି । କୌଣସି ଏହ ବିଷୟକୁ ନେଇ ଅତ୍ୟଧିକ ଚିନ୍ତା କରିବା, ପାରିବାରିକ ଅଶାନ୍ତିରେ…

ସ୍ୱାସ୍ଥ୍ୟ ପାଇଁ ହିତକାରୀ ଡାଳିମ୍ବ, ଜାଣନ୍ତୁ ଏହାର ଉପକାରିତା

ଡାଳିମ୍ବ ଏକ ଫଳ ହେଲେ ମଧ୍ୟ ଏହା ବହୁ ବର୍ଷ ଧରି ଦହିବରା, ଚାଟ୍, ଲସି, ଫଳ ରସ ଇତ୍ୟାଦିରେ ସ୍ୱତନ୍ତ୍ର ସ୍ୱାଦ ପାଇଁ ବ୍ୟବହାର ହୋଇଆସୁଛି । ଏଥିରେ ବହୁ ଆୟୁର୍ବେଦିକ ଗୁଣ ରହିଥିବାରୁ ଏହା ବିଭିନ୍ନ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ଏହା ବିଭିନ୍ନ ମିନେରାଲ,…

ଚିନ୍ତାମୁକ୍ତ ରହିବା ପାଇଁ ଆପଣାନ୍ତୁ ଏହି ପଦକ୍ଷପ

ଲୋକମାନେ ସେମାନଙ୍କ ଦୈନଦିନ ଜୀବନରେ ଘଟୁଥିବା ଅନେକ ସମସ୍ୟାକୁ ନେଇ ଅନେକ ଚାପ ଓ ଚିନ୍ତାରେ ରହିଥାଆନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ପଣ ଦେଖାଯାଇଥାଏ । ପରିବାର ସଦସ୍ୟମାନଙ୍କ ସହିତ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହିଥାଏ ଏବଂ ଖାଇବାରେ ମଧ୍ୟ ଅନିୟମିତତା ଦେଖାଯାଇଥାଏ । ତେବେ…

ଭିଜା ଆଲମଣ୍ଡ ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ

ଆଲମଣ୍ଡ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ସ୍ରୋତ । ପ୍ରତିଦିନ ଏହାର ସେବନ ଦ୍ୱାରା କିଛି ମାରାତ୍ମକ ରୋଗରୁ ସୁଫଳ ମିଳିବା ସହିତ ଶରୀରରେ ପୋଷଣର ମାତ୍ରା ଅଧିକ କରିଥାଏ । ରାତି ସାରା ଭିଜା ହୋଇ ରହିଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ବାଦାମରେ ଅନାବଶ୍ୟକ ତୈଳ ଅଂଶ ରହିଥାଏ…