Browsing Category

ଜୀବନ ଚର୍ଯ୍ୟା

ଦିବାସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଅଧିକ ସୃଜନଶୀଳ ଏବଂ ଦକ୍ଷ

କୌଣସି ସଭାସମିତି ବା ବୈଠକ ଚାଲୁଥିବା ବେଳେ ଆପଣେ ସ୍ୱପ୍ନରେ ହଜିଯାଉଛନ୍ତି କି ? ତେବେ ଏଥିରୁ ସୂଚନା ମିଳୁଛି ଯେ, ଆପଣ ଫୂର୍ତ୍ତବାଜ ଓ ଅଧିକ ସୃଜନଶୀଳ । ଯେଉଁ ଲୋକମାନଙ୍କର ମସ୍ତିଷ୍କ ଦକ୍ଷ, ସେମାନେ ନିଜ ମସ୍ତିିଷ୍କକୁ ବିଭିନ୍ନ ଚିନ୍ତାଧାରରୁ ଦୂରେଇ ଦେଇପାରନ୍ତି ନାହିଁ ବୋଲି ଆମେରିକାର…

ଅନିଦ୍ରା ସମସ୍ୟା ଦୂର କରିବ ଏହି ସବୁ ଖାଦ୍ୟ

ବ୍ୟସ୍ତବହୁଳ ଜୀବନରେ ଚିନ୍ତାରେ ରହିବା ଏବଂ ନିଦ ନ ଲାଗିବା ଏକ ସାଧାରଣ କଥା ହୋଇଗଲାଣି । ଯଦି ଆପଣ ବି ଏହି ସମସ୍ୟାରେ ଆକ୍ରାନ୍ତ ଅଛନ୍ତି ତେବେ ଏମିତି କିଛି ଖାଦ୍ୟ ପଦାର୍ଥ ସେବନ କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ହୋଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା…

କୋଷ୍ଠ କାଠିନ୍ୟ ଦୂର କରିବାର କିଛି ଘରୋଇ ଉପାୟ

ବହୁ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ । ବହୁ ପ୍ରକାର େଓøଷଧ ଏବଂ ଚିକିତ୍ସା ପରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିନଥାଏ । ଆପଣ କିଛି ଘରୋଇ ଉପକରଣ ବ୍ୟବହାର କରି ମଧ୍ୟ ଏହି କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି କିଛି ଘରୋଇ ଉପଚାର ସମ୍ପର୍କରେ ।…

ବିନା ଖର୍ଚ୍ଚରେ କିପରି କରିବେ ହେୟାର ମାସ୍କ

କେଶକୁ ନେଇ ଲୋକମାନଙ୍କର ମଧ୍ୟରେ ଅନେକ ସଉକ ଥାଏ । ତେଣୁ କେଶର ଯତ୍ନ ନେବା ପାଇଁ ସେମାନେ ବିଭିନ୍ନ ପଦକ୍ଷେପ ନେଇଥାଆନ୍ତି । ଅଧିକାଂଶ ପୁରୁଷ/ମହିଳା ହେୟାର ଷ୍ଟ୍ରେଟନିଂ, ହରୟାର ସ୍ପା, ହେୟାର ମାସ୍କ ଆଦି କରି ପାର୍ଲରମାନଙ୍କରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ବିନା…

୧୦ଟି କାର୍ଯ୍ୟ ଯାହା ହୃଦଘାତ ସମ୍ଭାବନାକୁ ବୃଦ୍ଧି କରିଥାଏ

ଆପଣ ଜାଣନ୍ତି କି ଆପଣଙ୍କ କିଛି ନିତିଦିନିଆ ଅଭ୍ୟାସ ଆପଣଙ୍କ ହୃଦୟକୁ ଆଘାତ ପହଞ୍ଚାଇପାରେ । ଏହା ସାମାନ୍ୟ ହେଲେ ମଧ୍ୟ ସ୍ଲୋ ପଏଜନ ପରି କାମ କରିଥାଏ । ଆମ୍ଭେମାନେ ନିଜକୁ ରୋଗମୁକ୍ତ କରିବା ପାଇଁ ବିଭିନ୍ନ ବ୍ୟାୟାମ, ପ୍ରାଣାୟମ କରିବା ସହିତ ଖାଦ୍ୟପେୟରେ ମଧ୍ୟ ଯତ୍ନବାନ ହୋଇଥାଉ । କିନ୍ତୁ…

ଆପଣଙ୍କ କେଶ ଝଡୁଛି କି, ତେବେ ଖାଆନ୍ତୁ ଏହି ୫ଟି ଖାଦ୍ୟ

ବର୍ତ୍ତମାନ କେଶ ଝଡିବା ଏକ ବଡ ସମସ୍ୟା ରୂପେ ଦଣ୍ଡାୟମାନ । କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭେମାନେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଉ କିନ୍ତୁ କେଶ ଝଡିବା ସହିତ ଆମ୍ଭମାନଙ୍କର ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । କିଛି ସୁପର ଫୁଡସ ରହିଛି ଯାହା କେଶ ଝଡା ସମସ୍ୟାରୁ ମୁକ୍ତି…

ମୁହଁରୁ ଦୁଃର୍ଗନ୍ଧ ବାହାରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ

ଅନେକାଂଶରେ ଦେଖିବାକୁ ମିଳିଥାଏ କେତେକ ଲୋକ ସକାଳୁ ଉଠି ବ୍ରସ କଲା ପରେ ମଧ୍ୟ କିଛି ସମୟ ନ ଯାଉଣ୍ୁ ତାଙ୍କ ମୁଖରୁ ପୁଣି ଦୁଃର୍ଗନ୍ଧ ବାହାରିଥାଏ । ସେଥିପାଇଁ କେତେକାଂଶ ଲୋକ ଅନ୍ୟମାନଙ୍କ ସାମନାରେ ଠିଆ ହୋଇ କଥା ହେବା ପାଇଁ ଅନିଶ୍ଚା ପ୍ରକାଶ କରିନ୍ତି । ଖାସକରି ତାଙ୍କ ମୁଖଁରେ ସବୁବେଳେ…

ଜାଣନ୍ତୁ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାର କିଛି ସହଜ ଉପାୟ

ମହିଳାଙ୍କ କେଶ ସେମାନଙ୍କ ସୋନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । କିନ୍ତୁ କେଶର ବୃଦ୍ଧି କରିବା ପାଇଁ କିଛି ଉପାୟ ମଧ୍ୟ ରହିଛି । ସେଗୁଡିକ ଆପଣାଇବା ଦ୍ୱାରା ଆପଣଙ୍କ କେଶ ବୃଦ୍ଧି ହେବା ସହିତ କେଶର ଟେକଶ୍ଚର ଏବଂ ଭଲ୍ୟୁମରେ ପରିବର୍ତ୍ତନ ଦେଖାଯିବ । ଆସନ୍ତୁ ଜାଣିବା କେଶର ବୃଦ୍ଧି ପାଇଁ କିପରି…

ବ୍ରଣ ସମସ୍ୟାରୁ କିପରି ପାଇବେ ମୁକ୍ତି, ଜାଣନ୍ତୁ କିଛି ଘରୋଇ ଉପାୟ

ବ୍ରଣ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଥାଏ । ତ୍ୱଚାରେ ବ୍ରଣ ହେବା ପରେ ଧିରେ ଧିରେ ବଡ ହୋଇଥାଏ, ଯାହା ଫଳରେ ଏହି ଦାଗ ବା ଚିହ୍ନ ଯିବା ପାଇଁ ପ୍ରାୟ ବହୁତ ଦିନ ଲାଗିଥାଏ । ବ୍ରଣ ଆପଣଙ୍କ ତ୍ୱଚାକୁ ଅସୁନ୍ଦର କରିବା ସହିତ ଏହାର ଦାର ମୁଖର ସୌନ୍ଦର୍ଯ୍ୟ କ୍ଷୟ କରିଥାଏ । ଏହାର ଶୀଘ୍ରରୁ…

ପ୍ରାକୃତିକ ଉପାୟରେ କିପରି ଦୂର କରିବେ ମୁହଁର ଛିଦ୍ର

ଜଣେ ନାରୀର ସୌନ୍ଦର୍ଯ୍ୟ ମୁଖ୍ୟ ପ୍ରତିକ ହେଉଛି ମୁଖ ମଣ୍ଡଳ । ଏହି ମୁଖ ମଣ୍ଡଳ ଦ୍ୱାରା ହିଁ ସେ ତାର ସୌନ୍ଦର୍ଯ୍ୟକୁ ପ୍ରତିପାଦନ କରିଥାଏ । କିନ୍ତୁ ଦୂଷିତ ବାୟୁ କିମ୍ବା ପ୍ରଦୂଷଣ କରାଣରୁ ମୁହଁରେ ହେଉଥିବା ଛିଦ୍ର ଦ୍ୱାରା ତ୍ୱଚା ଖରାପ ହେବା ସହିତ ମୁହଁ ଖରାପ ମଧ୍ୟ କରିଥାଏ । ତେଣୁ ଏହି…