କେତେ ଭୟଙ୍କର ହୋଇପାରେ ମୁମ୍ବାଇ ଏବଂ ଗୁଜୁରାଟକୁ ମାଡ଼ିଆସୁଥିବା ବାତ୍ୟା ‘ନିସର୍ଗ’..ଜାଣନ୍ତୁ

ଗୋଟିଏ ପଟେ କରୋନାର ବଳୟ ପୁରା ଦେଶକୁ ଘେରି ରହିଥିବା ବେଳେ ଅନ୍ୟପଟେ ପ୍ରକୃତିର ପ୍ରକୋପ ଲାଗାତର ଜାରି ରହିଛି । ବଙ୍ଗଳା ଏବଂ ଓଡ଼ିଶାରେ ଅମ୍ଫାନର ପ୍ରକୋପ ପରେ ଏବେ ପଶ୍ଚିମ ତଟୀୟ ଅଂଚଳରେ ମହାବାତ୍ୟା ନିସର୍ଗ ନିଜର ପ୍ରକୋପ ଦେଖାଇବାକୁ ଯାଉଛି । ଏନଡିଆରଏଫ ମହାରାଷ୍ଟ୍ରରେ ପାଲ୍‌ଘର ସମେତ…

ଏବେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ତଥା ରୀବାର ରାଜକୁମାରୀ ହେଲେ କରୋନା ଆକ୍ରାନ୍ତ

ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ତାରକା କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହା ମଧ୍ୟରେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ଏବଂ ରୀବାର ରାଜକୁମାରୀ ମୋହିନା କୁମାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ ଏବଂ ପରିବାରର ଅନ୍ୟ ସଦସ୍ୟ…

ଲକଡାଉନରେ ପିଜାର ନିଶା, ସାମାନ୍ୟ ପିଜା ପାଇଁ ୨୫୦ ମାଇଲର ଯାତ୍ରା ଅତିକ୍ରମ କଲେ ଦୁଇଜଣ ବନ୍ଧୁ

କରୋନା ଭାଇରସ ଲକଡାଉନ ମଧ୍ୟରେ ଅନେକ ଦେଶର ସରକାର ଲୋକଙ୍କୁ ଘରେ ରହିବାର ପରାମର୍ଶ ଦେଇଛନ୍ତି । କିନ୍ତୁ ବ୍ରିଟେନର ଦୁଇ ବନ୍ଧୁ ପାଷ୍ଟଫୁଡ ପାଇଁ ଏତେ ପାଗଳ ଯେ ସେମାନେ ପିଜା ଖାଇବା ପାଇଁ ୨୫୦ ମାଇଲର ଯାତ୍ରା କରିଛନ୍ତି । ଋୟାନ ହଲ ଏବଂ ପୈସଲୀ ହେମିଲଟନ ନାମକ ଦୁଇଜଣ ବନ୍ଧୁ ହାଉସ ସିଟିରେ…

ଗୋରଖପୁରରେ ମିଳିଛି ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ଚାଂଚଲ୍ୟକର ତଥ୍ୟ

ଗୋରଖପୁରରେ ଖଜନୀ ରେଞ୍ଜରେ ବେଲଘାଟ ସ୍ଥିତ ଏକ ବଗିଚାରେ ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ ମିଳିଛି । ଏହାପରେ ପ୍ରକୃତ ଘଟଣା ବିଷୟରେ ଜାଣିବା ପାଇଁ ଗୋରଖପୁରରୁ ବୁଧବାରଦିନ ଟିମ ତିନୋଟି ବାଦୁଡ଼ିଙ୍କ ଶବ ନେଇ ଆଇବିଆରଆଇରେ ପହଂଚିଥିଲା । ଏଠାରେ ସଂନ୍ଧ୍ୟାରେ ପୋଷ୍ଟମର୍ଟମ କରାଗଲା, କିନ୍ତୁ…

‘ସା ରେ ଗା ମା ପା’ଶୋର ରନର ଅପ ରହିଥିବା ଏହି ଗାୟକ ପିଏମ ମୋଦୀଙ୍କ ଉପରେ କଲେ ଅଭଦ୍ର ଟିପ୍ପଣୀ, ଗାୟକଙ୍କ ବିରୋଦ୍ଧରେ…

ତ୍ରିପୁରା ପୋଲିସ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିବା ଆରୋପରେ ବାଙ୍ଗ୍‌ଲାଦେଶୀୟ ଗାୟକ ମେନୂଲ ଏହସାନ ନୋବଲ ଉର୍ଫ ନୋବଲଙ୍କ ବିରୋଦ୍ଧରେ ଏଫଆଇଆର ଗ୍ରହଣ କରିଛି । ନୋବଲ ଗତବର୍ଷ ବାଙ୍ଗ୍‌ଲାର ମ୍ୟୁଜିକ ରିୟାଲିଟି ଶୋ ‘ସା ରେ ଗା ମା ପା’…

ଫଳ ସହିତ ଏହି ଖାଦ୍ୟଗୁଡ଼ିକର ସେବନ ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ ଖାଇବାର ସଠିକ ଉପାୟ

ପୁଷ୍ଟିକର ତତ୍ୱରେ ଭରପୂର ଫଳର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଲାଭ ମିଳିଥାଏ । ସକାଳ ସମୟରେ ବାହାରକୁ ଯିବା ପାଇଁ ବ୍ୟସ୍ତତା ରହିଥାଏ । ତେଣୁ ଭଲରେ ଜଳଖିଆ କରିବାକୁ ସମୟ ମିଳିପାରିନଥାଏ । ଏମିତିରେ ଫଳ ଖାଇବା ସବୁଠାରୁ ବଢ଼ିଆ ବିକଳ୍ପ ହୋଇଥାଏ । ପ୍ରତ୍ୟେକ ଫଳର ନିଜର କିଛି କିଛି…

ନାଗପୁର ପୋଲିସର ଅଭିନବ ପ୍ରୟାସ , ‘କୁଛ କୁଛ ହୋତା ହୈ’ ଫିଲ୍ମର ମିମ୍ ସହିତ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ କଲେ…

କୋଭିଡ-୧୯ ସଂକଟ ସମୟରେ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାରର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ମହାରାଷ୍ଟ୍ରରରେ ନାଗପୁର ପୋଲିସ ୧୯୯୮ରେ ଆସିଥିବା ଶାହାରୁଖ ଖାନ୍‌ଙ୍କ ଅଭିନୀତ ଚଳଚିତ୍ର ‘କୁଛ୍ କୁଛ୍ ହୋତା ହୈ’ର ଏକ ଫଟୋର ବ୍ୟବହାର କରି ମିମ୍ ପୋଷ୍ଟ କରି ବେଶ୍ ରୋଚକ…

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ, ଧାର୍ମିକ ଭାବନାକୁ ଆଘାତ ଦେବାର ଆରୋପ

ପାତାଲ ଲୋକ’ୱେବ ସିରିଜର ବିବାଦ ଜୋର ଧୋରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ଓ ନିର୍ମାତା ଅନୁଷ୍କା ଶର୍ମାଙ୍କର ନୂଆ କ୍ରାଇମ ଥ୍ରୀଲର ୱେବ ଟେଲିଭିଜନ ସିରିଜ -ପାତାଲ ଲୋକ’, ଯାହାକି ଚଳିତ ମେ ୧୫ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହୋଇଥିଲା ଏବଂ ବର୍ତମାନ ଏହାର ରିଲିଜ ସମୟରୁ ହିଁ ଏହା…

ଏବେ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ କରିପାରିବେ ଏଲପିଜି ଗ୍ୟାସ ବୁକିଙ୍ଗ..

ଏବେ ଆପଣଙ୍କୁ ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପାଇଁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ ସହଜରେ ଗ୍ୟାସ ବୁକିଙ୍ଗ କରିପାରିବେ । ଅସଲରେ ବତର୍ମାନ ଚାଲିଥିବା କରୋନା ଭାଇରସ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସମସ୍ତ କମ୍ପାନୀଗୁଡ଼ିକ…

ସୋନୁ ସୁଦଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି, ଯୋଗୀ ସରକାରଙ୍କୁ କଂଗ୍ରେସର ବ୍ୟଙ୍ଗ-‘ଅଭିନେତା ୟୁପିରେ ଥିଲେ ଜେଲରେ…

ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜି ଆଗକୁ ଆସିଛନ୍ତି । ଗତ କିଛିଦିନ ହେବ ସୋନୁ ସୁଦ ଲକ୍‌ଡାଉନ ଯୋଗୁଁ ଫସିରହିଥିବା ଶ୍ରମିକମାନଙ୍କୁ ଘରେ ପହଂଚାଇବା ପାଇଁ ସବୁସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ସୋନୁ ସୁଦ ନିଜ ସାଙ୍ଗ ନୀତି ଗୋୟଲଙ୍କ ସହିତ ମିଶି ‘ଘର…