କରୋନା ମୃତ୍ୟୁ ମାମଲାରେ ପଂଚମ ସ୍ଥାନକୁ ଉଠିଲା ଭାରତ, ୩୫ ହଜାର ପାର କଲା ମୃତ୍ୟୁ ସଂଖ୍ୟା

ଭାରତରେ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଗୁରୁବାର ଦିନ ଦେଶରେ ୫୪ ହଜାର ନୂତନ ମାମଲା ବାହାରିଥିଲା ଏବଂ ଏହି ମାରାତ୍ମକ ଭାଇରସ ଯୋଗୁଁ ୭୮୬ ଜଣ ପ୍ରାଣ ହରାଇଥିଲେ। ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ଅଟେ | ଏହା ସହ ଦେଶରେ ମୃତକଙ୍କ ସଂଖ୍ୟା ୩୫…

ନୂତନ ଶିକ୍ଷା ନୀତି: ପ୍ରଥମ ଥର ପାଇଁ ବିଦ୍ୟାଳୟରେ ଭାରତୀୟ ଭାଷା ପ୍ରତି ଦିଆଯିବ ଧ୍ୟାନ , ଗୁଗୁଲ କରିବ ସାହାଯ୍ୟ

ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର ଚାଲିବ | ଏଥିରେ ସଂସ୍କୃତ ସହିତ ଅନ୍ୟ ତିନୋଟି ଭାରତୀୟ ଭାଷାର ବିକଳ୍ପ ରହିବ | ଚୟନକର୍ତ୍ତା ନିଜେ ବିଦେଶୀ ଭାଷା ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ରହିବ | ପ୍ରଥମ ଥର ପାଇଁ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ଏବଂ ସେମାନଙ୍କୁ…

‘ସୁଶାନ୍ତଙ୍କୁ କଂଟ୍ରୋଲ କରୁଥିଲେ ରିୟା, ଭୁତପ୍ରେତ କାହାଣୀ ଶୁଣାଇ ବଦଳାଇଥିଲେ ଘର’, ସୁଶାନ୍ତଙ୍କ ଭଉଣୀ ମିତୁଙ୍କ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ତାଙ୍କ ପିତା କେ କେ ସିଂ ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କ ବିରୁଦ୍ଧରେ ବିହାର ପୋଲିସ ନୀକଟରେ ଏଫଆଇଆର ଦାୟର କରିବା ପରଠାରୁ ଏହି କେସ ଏକ ନୂଆ ମୋଡ ନେଇଛି । ଯେଉଁଥିପାଇଁ ଏବେ ଏହି ମାମଲାର ଯାଂଚ…

ରାଜ୍ୟରେ ଆଜି ଆଉ ଦଶ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି

ରାଜ୍ୟରେ ଆଜି ଆଉ ୧୦ ଜଣ କୋଭିଡ ରୋଗୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଆଜି ଗଞ୍ଜାମରେ ସର୍ବାଧିକ ୪ ଓ ଖୋର୍ଦ୍ଧାରେ ୨, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା…

ସକାଳେ ଆପଣଙ୍କର ଏହିସବୁ ଅଭ୍ୟାସ ମୋଟାପଣର କାରଣ ହୋଇପାରେ, ତୁରନ୍ତ ଛାଡ଼ନ୍ତୁ ଏ ଅଭ୍ୟାସ

ଆଜିର ସମୟରେ ଓଜନ ବୃଦ୍ଧି ସାଧାରଣ କଥା ହୋଇଗଲାଣି | ଏହାର କାରଣ ହେଉଛି ପରିବର୍ତ୍ତିତ ଜୀବନଶୈଳୀ |ଏହା ବ୍ୟତୀତ ଲୋକମାନେ ଲୋକମାନେ ସୁସ୍ଥ ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ ଉପରେ ଅଧିକ ଧ୍ୟାନ ଦେଉଛନ୍ତି | ଯେଉଁଥିପାଇଁ କି ଲୋକମାନେ ମୋଟାପଣର ଶିକାର ହେଉଛନ୍ତି । କିଛି ଲୋକ ସୁସ୍ଥକର ଖାଦ୍ୟ ମଧ୍ୟ…

ନୂତନ ଶିକ୍ଷା ନୀତି ୨୦୨୦: ଶିକ୍ଷାର ନୂତନ ଫାଇଦା: ଶିକ୍ଷାରେ ପରିବର୍ତ୍ତନ, ଏଠାରେ ସବୁକିଛି ଜାଣନ୍ତୁ

ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ଜାତୀୟ ଶିକ୍ଷା ନୀତିରେ ସମ୍ପୂର୍ଣ୍ଣ ଶିକ୍ଷାଗତ ସ୍ତରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ, କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପରେ, ତିନି ବର୍ଷ ଅଧ୍ୟୟନ କରିବା ପରେ ଡିଗ୍ରୀ ହାସଲ କରିବାର ବାଧ୍ୟତାମୂଳକ…

ଓଲିଉଡ ଅଭିନେତା ପିଂଟୁ ନନ୍ଦଙ୍କ ବିରୁଦ୍ଧରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ଓଲିଉଡ ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ପିଣ୍ଟୁ ନନ୍ଦ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚର ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ଜଣକ ନୟାପଲ୍ଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଆଇପିସି…

ରାଜ୍ୟରେ ଆଜି ପୁଣି ୧୨୦୩ କରୋନା ପଜିଟିବ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର

ରାଜ୍ୟରେ ଆଜି ପୁଣି ୧୨୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୪୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ…

ଅମ୍ବାଲା ଏୟାରବେସରେ ଅବତରଣ କଲେ ପାଞ୍ଚଟି ରାଫାଲ ବିମାନ, କରାଗଲା ଓ୍ବାଟର ସାଲ୍ୟୁଟ ସହ ସ୍ବାଗତ

ଆଜି ଭାରତୀୟ ବାୟୁସେନାର ଶକ୍ତି ଆହୁରି ଦ୍ବିଗୁଣିତ ହୋଇଯାଇଛି । ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ପାଞ୍ଚଟିଯାକ ରାଫାଲ ଯୁଦ୍ଧ ବିମାନ ଭାରତୀୟ ସ୍ଥଳରେ ପହଞ୍ଚିଛନ୍ତି। ଏହି ରାଫାଲ ବିମାନଗୁଡ଼ିକ ବୁଧବାର ଦିନ ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିଛନ୍ତି, ଯେଉଁଠାରେ ସେମାନଙ୍କୁ ଓ୍ବାଟର…

HRD ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର, ନୂତନ ଶିକ୍ଷା ନୀତିକୁ ମଧ୍ୟ ମିଳିଲା ଅନୁମୋଦନ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ ନାମରେ ନାମକରଣ କରାଯାଇଛି। ବୁଧବାର ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତିକୁ…