ସୁନା ଓ ରୂପାରୁ ତିଆରି ମାସ୍କ ବିକ୍ରି କରୁଛନ୍ତି ତୁର୍କୀର ଏହି ଶିଳ୍ପକାର
ସମଗ୍ର ବିଶ୍ୱରେ କରୋନା ଭାଇରସ ବିସ୍ତାର ଜାରି ରହିଛି। ବର୍ତ୍ତମାନ ଏହି ମହାମାରୀକୁ ଏଡାଇବା ପାଇଁ ଲୋକମାନେ କ୍ରମାଗତ ଭାବରେ ମାସ୍କ ବ୍ୟବହାର କରୁଛନ୍ତି | ବିଶ୍ବର ସମସ୍ତ ସରକାର ସେମାନଙ୍କ ନାଗରିକମାନଙ୍କୁ କହିଦେଇଛନ୍ତି ଯେ ଟିକା ନଆସିବା ପର୍ଯ୍ୟନ୍ତ ମାସ୍କ ହେଉଛି ହିଁ ହେଉଛି ଭ୍ୟାକ୍ସିନ।…