ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ନିଶ୍ଚିତ କରନ୍ତୁ ଏହି ବିଶେଷ ଉପାୟ
ଭଗବାନ ଶିବ ନିଜ ଭକ୍ତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ସୋମବାର ଦିନ ସତ୍ ମନରେ ଏବଂ ନିଷ୍ଠାର ସହ ବ୍ରତ ପାଳନ କଲେ ଭଗବାନ ଶିବ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ବୋଲି କୁହାଯାଏ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ତେଣୁ ଏହି ଦିନ ଶିବଙ୍କୁ ଆରାଧନା କରାଯାଇଥାଏ।…