ମୁମ୍ବାଇର ରେଡ୍ ଲାଇଟ୍ ଏରିଆରେ ନଜର ଆସିଲେ ଶ୍ଵେତା ବସୁ, ଏହା ପୂର୍ବରୁ ସେକ୍ସ ରାକେଟରେ ଉଠିଥିଲା ନାମ
ମୁମ୍ବାଇର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ ନିକଟରେ ମୁମ୍ବାଇର ରେଡ୍ ଲାଇଟ୍ ଅଞ୍ଚଳରେ ପହଞ୍ଚିଥିଲେ। ସୋସିଆଲ ସାଇଟରେ ଏହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି | ଫଟୋରେ ସେ ଦୁଇଜଣ ମହିଳାଙ୍କ ସହ ନଜର ଆସିଛନ୍ତି। ଏହି ଦୁଇଜଣ ମହିଳା ଓଢ଼ଣୀ ସହିତ ମୁହଁ ଘୋଡାଇ…